Daily Archives

୨୭ତମ ସର୍ବ ଭାରତୀୟ ବୋଡାସମ୍ବର କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫରେଷ୍ଟ ଛତିଶଗଡ଼ କ୍ରିକେଟ୍ ଚାମ୍ପିଅନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ଏନ୍‌ଏସ୍‌ଏସ୍‌ ଆଲାହାବାଦ ଏବଂ ଛତିଶଗଡ଼ ଫରେଷ୍ଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ
Read More...

ରଘୁନାଥ ଦେବଙ୍କ ପୂଜା ମହାସମାରୋହରେ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ରେଞ୍ଚ ପଞ୍ଚାୟତର ପିଢପାଟଣା ଗ୍ରାମରେ ରଘୁନାଥ ଦେବଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମାନସିକ କରିଥିବା ଗାଁର ମହିଳା ଏବଂ ପୁରୁଷମାନେ ପ୍ରଭାତରୁ ରଘୁନାଥ ଦେବଙ୍କ ପୂଜାର୍ଚ୍ଚନା କରିଥିଲେ । ପ୍ରଭାତରେ ବାଳଭୋଗ,
Read More...

କୋକଡୁଙ୍ଗୁରିଠାରେ ଷଷ୍ଠତମ ମକର ଉତ୍ସବ ଅନୁଷ୍ଠିତ

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନ ଆଣିବା ପାଇଁ ପ୍ରୟାସ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦ ଆନୁକୂଲ୍ୟରେ ମୁରିବାହଲ ବ୍ଲକ ଡଙ୍ଗରପଡା ଗ୍ରାମ ପଞ୍ଚାୟତ କୋକଡୁଙ୍ଗରିଠାରେ ପଞ୍ଚସଖା ସତସଙ୍ଘ କମିଟିର ସହଯୋଗରେ
Read More...

ବୀର ବଜରଙ୍ଗ ବଲି ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ରେଙ୍ଗଟାସିଲକୁ ହରାଇ ନାକଟାସର ଦଳ ଚାମ୍ପିୟନ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ପଲ୍ଲିଶ୍ରୀ ହାଇସ୍କୁଲ ପଡିଆରେ ବୀର ବଜରଙ୍ଗ ବଲି ଫୁଟବଲ କ୍ଲବ ରାମଚନ୍ଦ୍ରପୁର ଆନୁକୂଲ୍ୟରେ ଅଷ୍ଟମ ବୀର ବଜରଙ୍ଗ ବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ
Read More...

‘ଏକ ଭାରତ ଶ୍ରେଷ୍ଠ ଭାରତ’ରେ ଖାଦ୍ୟ ପର୍ବ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ଶିକ୍ଷାନୁଷ୍ଠାନ ସମୂହର ପରିସରରେ ଆଜି 'ଏକ ଭାରତ ଶ୍ରେଷ୍ଠ ଭାରତ' ଶୀର୍ଷକରେ ଏକ ଜ୍ଞାନ ମେଳା ଓ ଖାଦ୍ୟ ପର୍ବ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ କୃତିବାସ ରାଉତ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ ।
Read More...

କବିତା ଝଙ୍କାର ସାହିତ୍ୟ ସଂସଦର ବାର୍ଷିକୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବା ସହିତ ଓଡିଆ ଭାଷାର ଶ୍ରୀ ବୃଦ୍ଧି କରାଯାଉ । ସାହିତ୍ୟ ପ୍ରଚାର ଧର୍ମୀ ନହୋଇ ସାମୂହିକ ହେଉ ଏବଂ ସାଂପ୍ରତିକ ସମାଜର ବାର୍ତ୍ତା ବହନ କରୁ । ସାହିତ୍ୟ ମନୋରଂଜନର ମାଧ୍ୟମ ନ ହୋଇ ସମାଜର ଜଣେ ସଜାଗ ପ୍ରହରୀ ହେଉ । ଏହି
Read More...

ଜୋରସୋରରେ ଚାଲିଛି ଖଡ଼ିଆଳ ମହୋତ୍ସବ ପାଇଁ ପ୍ରସ୍ତୁତି : ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱାରୋପ

ନୂଆପଡା, (ନିରାକାର ମେହେର) : ଚଳିତ ବର୍ଷ ଖଡ଼ିଆଳ ମହୋତ୍ସବ ଆୟୋଜନ ଜୋରସୋରରେ ଚାଲିଥିବା ବେଳେ ଡେଢରୁ ଦୁଇ ସହ ଷ୍ଟାଲ ପଡ଼ିବାର ବ୍ୟବସ୍ଥା ହୋଇଛି । ମହୋତ୍ସବ ପାଞ୍ଚ ଦିନ ଧରି ହେବାକୁ ଥିବା ବେଳେ ଏଥିରେ ସ୍ଥାନୀୟ ଲୋକକଳା ଓ ସଂସ୍କୃତି ପରମ୍ପରା ନୃତ୍ୟ ସହ ରାଜ୍ୟ ତଥା ପଡୋଶୀ ରାଜ୍ୟର
Read More...

ନବ ନିଯୁକ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟାଙ୍କୁ ସମ୍ବର୍ଦ୍ଧନା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ପଳସାପଡାଠାରେ ଡମ ଗଣା ସମାଜ ତରଫରୁ ନବ ନିଯୁକ୍ତ ପଶ୍ଚିମ ଓଡିଶା ବିକାଶ ପରିସଦର ସଦସ୍ୟା ମନ୍ଦାକିନୀ ବଘେଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସିନାପାଲି ଡମ ଗଣା ସମାଜର ସଭାପତି ଜୟପାଳ ନାଗଙ୍କ ନେତୃତ୍ୱରେ
Read More...

ଲୋକାର୍ପିତ ହେବ ହାଇମାସ୍କ ଲାଇଟ ଖୁଣ୍ଟ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆକୁ ଅତି ସୁନ୍ଦର ରାତ୍ରି ଅଲୋକ ବ୍ୟବସ୍ଥା ନେଇ ବିଧାୟକ ପାଣ୍ଠିରୁ ୫୪ ଲକ୍ଷ ଟଙ୍କାରେ ବ୍ୟୟ ବରାଦ ହୋଇ ୪ ଗୋଟି ୧୦୦ ଫୁଟରୁ ଅଧିକ ବିଦ୍ୟୁତ ହାଇମାକ୍ସ ଖୁଣ୍ଟରେ ୮୦ ଗୋଟି
Read More...

ଜମି ଡିମାର୍‌କେସନ୍‌ ବେଳେ ସଦେଇପାଲିରେ ଗୁଳିକାଣ୍ଡ, ତଦନ୍ତ କରୁଛି ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସଦେଇପାଲି ଗ୍ରାମରେ ଜମି ଡିମାର୍‌କେସନ୍‌ ବେଳେ ଆଜି ପୂର୍ବାହ୍ନରେ ଘଟିଛି ଗୁଳିକାଣ୍ଡ । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ଦିଲିପ ପଟ୍ଟନାୟକ ଓରଫ ସନୁ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳ
Read More...