Daily Archives

ୟୁଥମାସ ସେବା ସଂଘ ପକ୍ଷରୁ ଦିନିକିଆ ହକି ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ୧୩ ତାରିଖରେ ହେବାକୁଥିବା ବିଶ୍ୱ ହକି କପ୍‌ର ପ୍ରଚାର ଓ ପ୍ରସାର ପାଇଁ ଛତ୍ରପୁର ଷ୍ଟାଡିୟମ ପରିସରରେ ଛତ୍ରପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥମାସ ସେବା ସଂଘ ପକ୍ଷରୁ ଦିନିକିଆ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହା ସାଙ୍ଗକୁ
Read More...

ଟ୍ରକ୍‌କୁ ପିଟିଲା ସ୍କର୍ପିଓ : ୧ ମୃତ, ୪ ଗୁରୁତର

ଲୋଇସିଂହା : ଲୋଇସିଂହା ନିକଟସ୍ଥ ବୁର୍ଡା ଛକରେ ନିକଟରେ ଟ୍ରକ୍‌କୁ ମୁହାଁ ମୁହିଁ ଧକ୍କା ଦେଲା ସ୍କର୍ପିଓ । ଘଟଣା ସ୍ଥଳରେ ସ୍କର୍ପିଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଆଉ ୪ ଜଣ ଗୁରୁତରଙ୍କୁ ଲୋଇସିଂହା ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି ।
Read More...

୭୪ତମ ଜନରାଜ୍ୟଦିବସ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆଠାରେ ୭୪ତମ ଜନରାଜ୍ୟଦିବସ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଚଳିତବର୍ଷ ପାଳିତ ହେବ । ଯାହାକି, ବିଗତ ବର୍ଷମାନଙ୍କରେ ଯେଉଁଭଳି ଭାବେ ପାଳନ ପଦ୍ଧତିରେ ବିଭିନ୍ନ ପର୍ଯ୍ୟାୟ
Read More...

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ କେଶରୀ ମନହିରା

ସୁନ୍ଦରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ କେଶରୀ ମନହିରାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ସଂଗ୍ରାମ କେଶରୀଙ୍କ ସରକାରୀ ବାସଭବନ ସମେତ ବଲାଙ୍ଗିର ପୈତୃକ ଘରେ ରେଡ୍ ହୋଇଛି । ସୂଚନାନୁଯାୟୀ, ଏହି ରେଡ୍‌ରେ ୫ ଜଣ ଡିଏସ୍‌ପି, ୮ ଜଣ
Read More...

ଖୋଲିଲା ଧବଳେଶ୍ୱର ପୀଠ

କଟକ : ଓଡ଼ିଶା ପ୍ରସିଦ୍ଧ ଧବଳେଶ୍ୱର ପୀଠ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ମହାନଦୀ ମଧ୍ୟରେ ନିର୍ମିତ ହୋଇଛି ଅସ୍ଥାୟୀ ରାସ୍ତା । ଝୁଲାପୋଲ ବଦଳରେ ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁମାନେ ଯାଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ
Read More...

ପାଟଣାଗଡ ସିଟିଜେନ କମିଟିର ବୈଠକ

ପାଟଣାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁଭଦ୍ରା ଭବନଠାରେ ମଙ୍ଗଳବାର ସନ୍ଧ୍ୟାରେ ସିଟିଜେନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାଟଣାଗଡ ସହରର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା । ବିଭିନ୍ନ ସମସ୍ୟା ଉପରେ ଏକ ଦାବୀପତ୍ର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ
Read More...

ରୋଷେଇ ସରଞ୍ଜାମରୁ ହକି ବିଶ୍ୱକପ୍‌ ଟ୍ରଫି ନିର୍ମାଣ କଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁରୁଷ ହକି ବିଶ୍ୱକପ୍‌-୨୦୨୩ ପାଇଁ ସାରା ଓଡ଼ିଶା ଉତ୍ସବ ମୁଖର । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ୱକପ୍‌ ଆୟୋଜନ କରୁଥିବାରୁ ସବୁ ଓଡ଼ିଆ ଗର୍ବ କରୁଛନ୍ତି । ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ପ୍ରୋତ୍ସାହିତ କରୁଛନ୍ତି । ଏହି ଅବସରରେ
Read More...

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ପୃଥିବୀ-୨ର ସଫଳ ପରୀକ୍ଷଣ

ଚାନ୍ଦିପୁର : ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ୍ ମିସାଇଲ୍‌ ପୃଥିବୀ-୨ର ସଫଳ ପରୀକ୍ଷଣ । ମଙ୍ଗବାର ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଏହାର ପରୀକ୍ଷଣ କରାଯାଇଛି । ପୃଥିବୀ-୨ ମାରକ କ୍ଷମାତ ୩୫୦ କିମି ରହିଛି । ମିସାଇଲର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା
Read More...

ଯୁବତୀଙ୍କ ଆତ୍ମହତ୍ୟା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଥାନା ଦଲଦଲି ଗ୍ରାମରେ ରହୁଥିବା ବର୍ଷା ବାଗ୍‌(୨୧) ମଙ୍ଗଳବାର ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କୁଞ୍ଜବାହାଲ ଗ୍ରାମର ସତ୍ୟାନନ୍ଦ ବାଗଙ୍କ ଝିଅ ବର୍ଷା ପାଟଣାଗଡ ଥାନା ଦଲଦଲି ଗ୍ରାମରେ ଥିବା ନିଜ
Read More...

କଲର୍ଭଟକୁ ଧକ୍କା ଦେଲା କାର୍‌ : ୬ ମୃତ

ହାଇଦ୍ରାବାଦ : ତେଲେଙ୍ଗାନାର ସିଡ୍ଡିପେଟ ଜିଲ୍ଲା ଅନ୍ତର୍ଗତ ମୁନିଗଡାପା ଅଞ୍ଚଳରେ ରାସ୍ତାକଡ଼ର କଲର୍ଭଟକୁ ଏକ କାର୍‌ ଧକ୍‌କ୍କା ଦେବା ଫଳରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବେମୁଲାୱାଡାରେ ଥିବା ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ପରିବାର
Read More...