Daily Archives

ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦର ୧୮ତମ ପ୍ରତିଷ୍ଠା ଦିବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ବରିଷ୍ଠ ନାଗରିକ ପରିଷଦର ୧୮ତମ ପ୍ରତିଷ୍ଠା ଦିବସ ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଲିଙ୍ଗରାଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଗଞ୍ଜାମ
Read More...

ପେଲେସଲାଇନର ସତ୍ୟବ୍ରତ ଖମାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପେଲେସଲାଇନ ସ୍ଥିତ ପିଏନ୍‌ଟି କଲୋନୀର ସତ୍ୟବ୍ରତ ଖମାରୀଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ସୂଚନା ଅନୁସାରେ ସତ୍ୟବ୍ରତ ନିଜ ପରିବାର ସହ ଗତ ୨୨ ତାରିଖରୁ ବାଙ୍ଗାଲୁରୁ ଯାଇଥିବା ବେଳେ ଗତରାତିରେ ଏହାର ସୁଯୋଗ ନେଇ କେହି ଦୁବୃର୍ତ୍ତ ତାଙ୍କ ଘରର ତାଲା
Read More...

ଜଗୁଆଳିଙ୍କୁ ମାଡମାରି ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଚଟିଆପାଲିଠାରେ ତାଲା ଭାଙ୍ଗି ଘରୁ ଚୋରି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସଇଁତଲା ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ମନୋଜ ହୋତାଙ୍କ ବଲାଙ୍ଗିର ସ୍ଥିତ ଚଟିଆପାଲି ଘରେ କଳାକନା ବୁଲାଇଛନ୍ତି ଚୋର । ଜଣେ ଜଗୁଆଳିଙ୍କୁ ଚୋରମାନେ
Read More...

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ

ଅନୁଗୁଳ /ବାରିପଦା : ଆଜି ଠାରୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି । ଏହି ଗଣନା କାର୍ଯ୍ୟରେ ମୋଟ୍‌ ୧୨ଟି ଟିମ୍‌ ନିୟୋଜିତ ହୋଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ମଧ୍ୟ କୁମ୍ଭୀର ଗଣନା
Read More...

ଆଜି ପୌଷ ପୂର୍ଣ୍ଣିମା ଉପଲକ୍ଷେ ମେଘ ଡମ୍ବରୁରେ କମ୍ପିବ ଶ୍ରୀଲିଙ୍ଗରାଜ ମନ୍ଦିର

ରାଜାଧିରାଜ ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶୁକ୍ରବାର ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରାଜାଧିରାଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଏଥିପାଇଁ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ସୁପରଭାଇଜର
Read More...

ଆଜି ମହାପ୍ରଭୁଙ୍କ ପୁଷ୍ୟାଭିଷେକ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ସକାଳଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ସ୍ୱତନ୍ତ୍ର ଅଟେ । ଚତୁର୍ଦ୍ଦଶୀ ତିଥିରେ ଅଧିବାସ ଗୃହରେ ଅଧିବାସ ହୋଇ
Read More...

ଜାତୀୟ ପକ୍ଷୀ ଦିବସରେ ପକ୍ଷୀମାନଙ୍କ ପାଇଁ କୃତ୍ରିମ ବସା

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିଷକେଲା ଗାଁର ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ତଥା ପ୍ରକୃତି ବନ୍ଧୁ ବିକିଜି ନାଗଙ୍କ ଚେଷ୍ଟା ବଳେ ଜାତୀୟ ପକ୍ଷୀ ଦିବସରେ ପକ୍ଷୀମାନଙ୍କ ପାଇଁ ଶତାଧିକ କୃତ୍ରିମ ବସା ତିଆରି କରିଛନ୍ତି । ବିଭିନ୍ନ ପ୍ରଜାତିର
Read More...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ଯୁବକ ମୃତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଗୁରୁବାର ସନ୍ଧ୍ୟା ସାଢ଼େ ୭ ଘଣ୍ଟା ସମୟରେ କୁତମୁଣ୍ଡା ସ୍ଥିତ ନର୍ସରିରୁ ଭୋଜିଭାତ କରି ଫେରୁଥିବା ସମୟରେ ସମଲେଶ୍ଵର ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ପାଟଣାଗଡ଼ ଥାନା
Read More...

ରବିନ୍ଦ୍ର ମଣ୍ଡପଠାରେ ରାଜ୍ୟ ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଉପରେ ପ୍ରସ୍ତୁତ ନାଟକ…

ଭୁବନେଶ୍ୱର, (ଶୁଶାନ୍ତ କୁମାର ସାହୁ) : ଆଜି ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପଠାରେ ରାଜ୍ୟ ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଉପରେ ପ୍ରସ୍ତୁତ ମଂଚସ୍ଥ ନାଟକକୁ ଉପଭୋଗ କଲେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ
Read More...