Daily Archives

ପ୍ରତିଶ୍ରୁତି ଦେଇ ଭୁଲିଗଲେ ବ୍ଲକ ଅଧ୍ୟକ୍ଷା

ପାଟଣାଗଡ, (କେପିଏନ୍‌ଏସ୍‌) : ନିର୍ବାଚନ ସମୟରେ ନେତା/ରାଜ ନେତା ନିଜ ନିଜର ଆଭିମୁଖ୍ୟ ଦେଖାଇ ଏଇଟା କରିଦେବି, ସେଇଟା କରିଦେବି, ଘର ଘର ପାଣି ଯୋଗାଇ ଦେବି, ଲାଇଟ ଲଗାଇ ଦେବି, ଘର କରିଦେବି, ରାସନ କାର୍ଡ କରିଦେବି ବୋଲି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଭୋଟ ହାତେଇବା ପାଇଁ ଆଳ
Read More...

ଦେଓଗାଁ ଫରେଷ୍ଟ ରେଞ୍ଜରେ ବିୟୁଟି ପାର୍ଲର ତାଲିମ କାର୍ଯ୍ୟକ୍ରମ ଆରମ୍ଭ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଚନ୍ଦ୍ରପୁର ଡାକୁପଡାସ୍ଥିତ ଦେଓଗାଁ ଫରେଷ୍ଟ ରେଞ୍ଜରେ ଏକ ବିୟୁଟି ପାର୍ଲର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ରେଞ୍ଜ ଅଫିସର ଆଲୋକ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଚେୟାରମ୍ୟାନ୍
Read More...

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମଣ୍ଡଳୀର ପୁନର୍ଗଠନ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ରାଉରକେଲାର ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ଅନ୍ୟତମ ଉପଦେଷ୍ଟା ଭାବେ ସ୍ଥାନ ପାଇଛନ୍ତି । ଏହି ଉପଦେଷ୍ଟା ମଣ୍ଡଳୀରେ ସମାଜର ବିଭିନ୍ନ
Read More...

ପୁଷ୍‌ପୁନିର ଛେର ଛେରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଅନେକ ପର୍ବ ପର୍ବାଣୀ ମଧ୍ୟରେ ପୁଷ୍‌ପୁନି ହେଉଛି ଅନ୍ୟତମ ପର୍ବ । ଏହା ଏକ ନିଆରା ପର୍ବ, ଏଥିରେ ସାଜସଜ୍ଜା ନାହିଁ କି ପୂଜା ପାଠ ନାହିଁ । ଖାଇବା, ପିଇବା, ମଜା ମଜଲିସ କରିବା ଭଲି ଏକ ସୁନ୍ଦର ତିହାର । କିଛି ବର୍ଷ ଆଗରୁ ଚାଷୀ ଓ
Read More...

ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୨୬,୭୨୨ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦୦୧ କୋଟି ଟଙ୍କାର ଋଣଉପକୃତ ହେଲେ ୨.୬୮ ଲକ୍ଷ ମା୫ଟି ମୋବାଇଲ ଭ୍ୟାନ-ତଥା-ଏଟିଏମ୍‌ର ଶୁଭାରମ୍ଭମିଶନ ଶକ୍ତି ମା'ମାନଙ୍କ ସଶକ୍ତିକରଣରେ ଭାଗୀଦାର ହୋଇ ଓଡିଶାର ରୂପାନ୍ତରରେ ସାମିଲ ହେବା ପାଇଁ ବ୍ୟାଙ୍କର୍ସମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
Read More...

ତେନ୍ତୁଳିମୁଣ୍ଡାଠାରେ ୨୦ତମ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିମୁଣ୍ଡା ଗ୍ରାମଠାରେ ୨୦ତମ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି
Read More...

ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟଙ୍କ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଶ୍ଚିମ ଓଡିଶାର ମହାନ ପର୍ବ ପୁଷପୁନି । ସମସ୍ତେ ନିଜ ନିଜ ପରିବାରରେ ଆନନ୍ଦ ଉଲ୍ଲାସରେ ପିଠା ମଂଡା, ମାଛ ମାଂସ ଖାଈ ମସଗୁଲ ରହିଥାନ୍ତି । ଠିକ୍ ଏତିକି ବେଳେ ସଂଜୀବ ବିଶ୍ୱାଳ ସେ ସବୁକୁ ଅଣଦେଖା କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି ।
Read More...

ଆନ୍ତର୍ଜାତୀୟ ଓଡିଆ ସ୍ୱାଭିମାନ ପ୍ରତିଷ୍ଠାନ ସୁନ୍ଦରଗଡ ଶାଖାର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୮ ତାରିଖ ଦିନ ଆନ୍ତର୍ଜାତୀୟ ଓଡିଆ ସ୍ୱାଭିମାନ ପ୍ରତିଷ୍ଠାନ, ସୁନ୍ଦରଗଡ ଶାଖା ତରଫରୁ ଏକ ଆଲୋଚନାଚକ୍ର ଏବଂ ସମ୍ବର୍ଦ୍ଧନା ସଭା କୋଏଲନଗର ଏ ବ୍ଲକ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଅନୁଷ୍ଠାନର
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉଲ୍ଲେଖନୀୟ ଅଗ୍ରଗତି

ପଞ୍ଜିକୃତ ହେଲେ ୫୫୪ ହସ୍ପିଟାଲ୨୯ ନୂଆ ହସ୍ପିଟାଲ୍ ପାଇଁ ଅନୁମୋଦନବିଲ ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଅଭିନବ ଗୁଣାତ୍ମକ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯୋଜନା
Read More...

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ପଦଯାତ୍ରା…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ଏକ ପଦଯାତ୍ରା ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର
Read More...