Daily Archives

ମହାଦେବ ମନ୍ଦିର ନିକଟରେ ଡିଭାଇଡର ଉପରକୁ ଚଢ଼ି ଗଲା ଟ୍ରକ୍

ବଲାଙ୍ଗିର, (କେପିଏନଏସ) : ସ୍ଥାନୀୟ ମହାଦେବ ମନ୍ଦିର ନିକଟସ୍ଥ ଟ୍ରାଫିକ ଛକ ନିକଟରେ ଏକ ଟ୍ରକ ବରଗଡ଼ ପଟୁ ଆସି ଡିଭାଇଡର ଉପରକୁ ଚଢ଼ି ଯାଇଥିବା ବେଳେ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି । ଟ୍ରକ୍ ନଂଟି ଏଚ୍‌ଆର୍‌ ୦୩ଇ ୧୬୪୬ ହୋଇଥିବା ବେଳେ ଭାରସାମ୍ୟ ହରାଇ ଭୋର୍ ସକାଳୁ ଏହି
Read More...

ଶ୍ରୀକ୍ଷେତ୍ରରେ ହୋଟେଲ ଛାତରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀକ୍ଷେତ୍ରରେ ସମୁଦ୍ରକୂଳ ଥାନା ଚକ୍ରତୀର୍ଥ ରୋଡରେ ଥିବା ହୋଟେଲ ନୀଳାଚଳର ଛାତରୁ ଖସି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତ ପର୍ଯ୍ୟଟକ ଜଣକ ହେଉଛନ୍ତି ଛତିଶଗଡ଼ର ଅଶୋକ ଅଗ୍ରୱାଲ । ଅଶୋକ ହୋଟେଲ ନୀଳାଚଳରେ ତାଙ୍କ
Read More...

ସଡକ ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥ ସ୍ଥିତ ଡୁମେରବାହାଲ ଛକ ନିକଟରେ ଏକ ଏସ୍‌ୟୁଭି ଗାଡି ( ନଂ ଓଡି୦୩ଡି-୦୦୦୯ ) ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣକ ହେଲେ ଦାସିଗାଁର ପ୍ରଦୀପ ନେଗୀ । ସେ
Read More...

ଦିବ୍ୟ ଜୀବନ ସଂଘର ସ୍ୱତନ୍ତ୍ର ସତସଙ୍ଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ତରଫରୁ ସ୍ୱତନ୍ତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସତସଙ୍ଗରେ ଭଜନ, କୀର୍ତ୍ତନ, ଗୁରୁ ପାଦୁକା ପୂଜା, ଜପ, ଧ୍ୟାନ, ଯୋଗ, ପ୍ରାଣାୟମ, ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତ୍ରୋତ୍ର, ଶାନ୍ତି
Read More...

ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନର ଶତବାର୍ଷିକୀ ସ୍ମୃତି ସାମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପରମ ପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଜାନୁଆରୀ ୨ ତାରିଖରେ ଓଡ଼ିଶା ଆଗମନ କରିଥିଲେ । ଧର୍ମ ସଂସ୍କାର ଗଠନ ଦିଗରେ ଠାକୁରଙ୍କ ଆଲୌକିକ ମହିମା ପ୍ରଚାରରେ ଉତ୍କଳ ଆଗମନ କରିବାର ଶତବାର୍ଷିକୀ ପୂର୍ତ୍ତି ହୋଇଛି । ଏହି ଅବିସ୍ମରଣୀୟ
Read More...