Daily Archives

ତାଏକୋଣ୍ଡୋରେ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରଶଂସା ସାଉଁଟୁଛନ୍ତି ପ୍ରିୟାଂଶୁ

ରାଉରକେଲା, (ସସ୍ମିତା ପ୍ରଧାନ) : ଋଷିକେଶ ଠାରେ ଆୟୋଜିତ ୧୮ତମ ଜାତୀୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ରାଉରକେଲାର ସେକ୍ଟର ୧ ସ୍ଥିତ ରହୁଥିବା ପ୍ରିୟାଂଶୁ କୁମାର ସାହୁ ଜିତିଛନ୍ତି ବ୍ରୋଞ୍ଚ ପଦକ । ତାହା ସହିତ ଷ୍ଟିଲ ସିଟି ପାଇଁ ଓ ଓଡ଼ିଶା ପାଇଁ ୭ ବର୍ଷର ବାଳକ ଗୌରବ ଅର୍ଜନ କରିଛନ୍ତି
Read More...

ତୁଷୁରାବାହାଲ ଗାଁରେ ବୁଢାଦେଓ ଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ତୁଷୁରାବାହାଲ ଗାଁରେ ଅନୁଷ୍ଠିତ ହେଉଥିବା ବୁଢାଦେଓ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା । ଏହି ଅବସରରେ ଶ୍ରୀ ହୋତାଙ୍କ ସହ ବିଶିଷ୍ଠ
Read More...

ତୁଳଣ୍ଡି ଗ୍ରାମକୁ ପରିଦର୍ଶନ କଲେ ବିଧାୟକ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ପଞ୍ଚାୟତାର ତୁଳଣ୍ଡି ଗ୍ରାମକୁ ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଥିବା ଜଣାପଡିଛି । ବିଧାୟକ ଶ୍ରୀ ମିଶ୍ର ପରିଦର୍ଶନ କରି ଏହି ଗ୍ରାମରେ ପ୍ରାଥମିକ କୃଷି ସମବାୟ ସମିତି ଲିଃର ନବ ନିର୍ମିତ କୋଠା, ଗ୍ରାମରେ
Read More...

ସାରେଗାମାପାର ଚାମ୍ପିୟନ ହେଲେ ଆଠଗଡ ମାଟିର ଝିଅ ସୌଜନ୍ୟା ରଥ

ଆଠଗଡ : ଆଠଗଡ ମାଟିର ଝିଅ ସୌଜନ୍ୟା ରଥ ଜି ସାର୍ଥକ ସାରେଗାମାପା ୨୦୨୨ରେ ଚାମ୍ପିୟନ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶାର ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରାଉଣ୍ତରେ ସୌଜନ୍ୟା ଚାମ୍ପିୟନ ହୋଇଥିବା ଜଣାପଡିଛି । ସୌଜନ୍ୟାଙ୍କ ସଫଳତା ପରେ ଆଠଗଡରେ ଖୁସିର ଲହରୀ
Read More...

ଆରମ୍ଭ ହେଲା ଓଏସ୍‌ଆର୍‌ଟିସିର ଖରିଆର ରୋଡ଼ରୁ ପୁରୀ ଏସି ବସ୍ ସେବା

ନୂଆପଡା, (ନିରାକାର ମେହେର) : ଆରମ୍ଭ ହେଲା ଓଏସ୍‌ଆର୍‌ଟିସିର ଖରିଆର ରୋଡ଼ରୁ ପୁରୀ ଏସି ବସ୍ ସେବା । ବସ୍ ଖରିଆର୍ ରୋଡ଼ରୁ ସନ୍ଧ୍ୟା ୫ଟା ୩୦ରେ ଛାଡ଼ି ପୁରୀରେ ସକାଳ ୮ଟାରେ ପହଞ୍ଚିବ । ଏହି ସରକାରୀ ବସ୍ ସେବାକୁ ଗତକାଲି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଉଦ୍‌ଘାଟନ କରିଛନ୍ତି ।
Read More...

ଆସନ୍ତା ୬ରେ ବଲାଙ୍ଗିର ବନ୍ଦକୁ ଅମଲା ଭବନରେ ଆକ୍ସନ କମିଟି ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅମଲା ଭବନଠାରେ ଆସନ୍ତା ୬ ତାରିଖରେ ବଲାଙ୍ଗିର ବନ୍ଦକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ଆକ୍ସନ କମିଟି ତରଫରୁ ଅନୁଷ୍ଠିତ ହୋଇଥବା ବେଳେ ଏଥିରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଯୋଗ ଦେଇଥିଲେ ।
Read More...

ଭାଲେର କଂସ ଦରବାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଲେର କଂସ ଦରବାରରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇଛନ୍ତି । ଶ୍ରୀମତୀ ଲିକା ସାହୁଙ୍କୁ ରଥରେ ବସାଇ ସମ୍ମାନର ସହ ପାଛୋଟି ନେଇ ରାଜଦରବାରରେ ଅତିଥି ସତ୍କାର କରିଥିଲେ ସ୍ଥାନୀୟ ଲୋକେ । ଏହି ଅବସରରେ ବିଜୁ ଜନତା ଦଳର
Read More...

ଅସହାୟ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନଏସ) : ଅସହାୟ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ଅନୁସାରେ କଟକ ଜିଲ୍ଲା ଚୌଦ୍ୱାରର ନୂଆଁସାହି, କପଳେଶ୍ୱର ବାସିନ୍ଦା ୬୫ ବର୍ଷୀୟ ସତ୍ୟବାନ ଦାଶ ଚାକିରି ପରେ ଅବସର ନେଇ ଏକାକି ଭଡା ଘରେ ରହୁଥିଲେ । ସନ୍ତାନ ଅଛନ୍ତି କିନ୍ତୁ କେହି ପଚାରୁ ନ ଥିଲେ
Read More...

କରୁଆଁଝର ଗ୍ରାମରେ ସାମାଜିକ ବାସନ୍ଦକୁ ନେଇ ଦୀର୍ଘ ସମୟ ଧରି ପଡି ରହିଲା ଶବ : ଅନ୍ତିମ ସତ୍କାର କଲା ବଲାଙ୍ଗିର…

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କରୁଆଁଝର ଗ୍ରାମର ସୀମାଞ୍ଜଳି ସାହୁ (୩୧) କରୁଆଁଝର ଗ୍ରାମର ଅନୀଲ ପ୍ରଧାନଙ୍କୁ ବିବାହ କରି ସୁଖରେ ଜୀବନ ବିତାଉଥିଲେ । ଦୁହେଁ ସମାନ ଜାତିରେ ବିବାହ କରିଥିଲେ କିନ୍ତୁ ଗ୍ରାମବାସୀଙ୍କ ମତରେ ସମାନ ଜାତିରେ ବି ଜାତି ଉପଜାତି
Read More...