Daily Archives

ଚାଷୀଙ୍କୁ ନିର୍ଯାତନା ଓ ମାଡ଼ ମାରିଥିବା ଅଭିଯୋଗରେ ଥାନାରେ ମାମଲା

ବେଲପଡା, (କେପିଏନ୍‌ଏସ୍‌) : ଧାନ ବିକ୍ରି ପାଇଁ ପ୍ୟାକ୍ସର ସମ୍ପାଦକ ଜଣେ ଚାଷୀଙ୍କୁ ମାଡ଼ ମାରିଥିବା ନେଇ ଚାଷୀ ଜଣକ ଥାନାରେ ଲିଖିତ ଅଭିଯୋଗ ପରେ ଏବେ ହରଡ଼ ଘଣାରେ ପ୍ୟାକ୍ସ ସମ୍ପାଦକ ମହେଶ ପ୍ରତାପ ପାଣିଗ୍ରାହୀ । ଏମିତି ଘଟଣା ଘଟିଛି ବେଲପଡା ଥାନା ଘଗୁର୍ଲି ପ୍ରାଥମିକ ସମବାୟ ସମିତିରେ ।
Read More...

ସଡ଼କ ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ଗଙ୍ଗାସାଗର ନିକଟରେ ସଡ଼କ ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପହିଛି । ଗୁରୁତର ସ୍ଵାମୀ ସ୍ତ୍ରୀ ଦ୍ୱୟ ହେଲେ ଟିଟିଲାଗଡ଼ର ସାର୍ଥକ ମିଶ୍ର ଓ ତାଙ୍କ ସ୍ତ୍ରୀ ସୀମା ମିଶ୍ର ।
Read More...

ମହାମହିମ ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନ

ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମହାମହିମ ରାଜ୍ୟପାଳ ଓଡିଶା ପ୍ରଫେସର ଗଣେଶୀ ଲାଲ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନରେ ଆସି ଜିଲ୍ଲାର ବୀରମହାରାଜପୁର ଠାରେ ଆୟୋଜିତ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବରେ ମୁଖ୍ୟ
Read More...

ବୀର ଯବାନଙ୍କ ଅକାଳ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମର ପୁଣେରେ ଆର୍‌ମିରେ ହାବିଲଦାର ଭାବେ କାର୍ଯ୍ୟରତ ପି. ସନ୍ତୋଷ ରେଡି(୩୪)ଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ଯାହାକୁ ନେଇ ନିଜ ଗ୍ରାମ ସହ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି
Read More...

ଭ୍ରୁଣ ହତ୍ୟା ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ରାଲି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସାତ ଦିନିଆ ଶୀତକାଳୀନ ସ୍ଵତନ୍ତ୍ର ଶିବିରର ପଞ୍ଚମ ଦିବସରେ ଡ଼. ସୁଶାନ୍ତ କୁମାର ସେଠିଙ୍କ ତତ୍ଵାବଧାନରେ ବୋରିଗାଁରେ ଶିଶୁକନ୍ୟା ଭ୍ରୁଣ ହତ୍ୟା ବିରୋଧରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
Read More...

ହକି ବିଶ୍ୱକପ୍‌ ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ୍‌ ପୋଲିସ ଫୋର୍ସ

ଭୁବନେଶ୍ୱର : ଆସନ୍ତା ଜାନୁୟାରୀ ୧୩ରୁ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି । ତେବେ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ୫୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହେବେ । ଏଥିସହ ବିମାନବନ୍ଦରରେ ଏବଂ ହୋଟେଲରେ ୨୪ ଘଣ୍ଟିଆ ପୋଲିସ ମୁତୟନ ରହିବେ ।
Read More...

ଆଜିଠୁ ୬ଷ୍ଠ ଚାନ୍ଦିଳୀ ପାହାଡ଼ ମହୋତ୍ସବ

କଂସ ଗର୍ଜନରେ ୫ ଦିନ ଦୁଲୁକିବ ଚାନ୍ଦିଳୀ ପାହାଡ଼ ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ପୌଷମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ତଥା ଆଜି ଠାରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ଷୋହଳ ପ୍ରହର ନାମଯଜ୍ଞ ଦେଓଗାଁ ବ୍ଲକ ଦେଷଷ୍ଢ ସ୍ଥିତ
Read More...

ଶ୍ରମିକ ସଙ୍ଘ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହେଲା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀରେ ଶ୍ରମିକ ସଂଗଠନ ନିର୍ବାଚନ ବୁଧବାର ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ତିନି ବର୍ଷକୁ ଥରେ ଏଠାରେ ଶ୍ରମିକ ନିର୍ବାଚନ ହୋଇାଥାଏ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ସକାଳ ୮ଟାରେ ଭୋଟ ଗ୍ରହଣ ହୋଇ
Read More...