Daily Archives

ସମାଜସେବୀ ଡ. ଶ୍ରୀକର ମିଶ୍ର ଅସୁସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜଣାଶୁଣା ସମାଜସେବୀ ଡ. ଶ୍ରୀକର ମିଶ୍ର ହୃଦ୍‌ଘାତଜନିତ ସମସ୍ୟାରୁ ଅସୁସ୍ଥ ଥିବା ସୂଚନା ମିଳିଛି । ଡ. ଶ୍ରୀ ମିଶ୍ର ଗତ ସୋମବାର ରାତିରେ ପୁରୀରୁ ବଲାଙ୍ଗିର ଅଭିମୁଖେ ଟ୍ରେନ୍‌ରେ ଆସୁଥିଲେ । ଖୋର୍ଦ୍ଧା ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ
Read More...

ଜିଲ୍ଲା ଲାଇଟ ଓ ସାଉଣ୍ଡ ମାଲିକ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟ କଦଳୀମୁଣ୍ଡା ନର୍ସରୀଠାରେ ଜିଲ୍ଲା ଲାଇଟ ଓ ସାଉଣ୍ଡ ମାଲିକ ସଂଘ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକରୁ ଲାଇଟ ଓ ସାଉଣ୍ଡ ମାଲିକ ସଂଘ ସଦସ୍ୟମାନେ ଯୋଗ ଦେଇଥିଲେ ।
Read More...

ବିଶିଷ୍ଠ ନାଟ୍ୟ ଗବେଷକ ତଥା ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ର ଅସୁସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଠ ନାଟ୍ୟ ଗବେଷକ ତଥା ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ର ଅସୁସ୍ଥ ଥିବା ଜଣାପଡିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି । ସୂଚନା ଅନୁସାରେ ବାର୍ଦ୍ଧକ୍ୟଜନିତ କାରଣରୁ ନିକଟରେ ସେ ଅତ୍ୟନ୍ତ ଅସୁସ୍ଥ ହୋଇପଡିଥିବା ବେଳେ
Read More...

ଆଜି ଜାତୀୟ ଗଣିତ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ଗଣିତ ଦିବସ । ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନ । ପ୍ରତିବର୍ଷ ଡିସେମ୍ବର ମାସ ୨୨ ତାରିଖକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରାଯାଏ । ଅଧିକାଂଶ ସ୍କୁଲରେ ଏହି ଦିବସ ପାଳନ ଉପଲକ୍ଷେ ଗଣିତ ବିଷୟକୁ ନେଇ ବିଭିନ୍ନ ପ୍ରତିଯୋଗିତାମାନ
Read More...

ବିଏସଏଫ ଯବାନଙ୍କ ଦ୍ୱାରା ଡ୍ରଗ୍ସ ତସ୍କରୀ ଯୋଜନା ପଣ୍ଡ

ଚଣ୍ଡିଗଡ଼ : ପଞ୍ଜାବର ଅନ୍ତର୍ଜାତୀୟ ସୀମାରେ ଡ୍ରୋନ ସାହାଯ୍ୟରେ ମାଦକ ଦ୍ରବ୍ୟ ପଠାଉଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ଅକାମୀ କରିଛି ସୀମା ସୁରକ୍ଷା ବଳ(ବିଏସଏଫ), ଫଳରେ ଡ୍ରୋନଟି ଅନ୍ୟ ଏକ ପାର୍ଶ୍ୱରେ ପଡ଼ିଯାଇଥିଲା । ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ

ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାଲେଶ୍ୱର ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଶୁଭାରମ୍ଭ ହେବ । ଶୋଭାରାମପୁରଠାରେ ଏକ ରେଲୱେ ଓଭରବ୍ରିଜ୍‌ (ଏଲ୍‌ସି-୭୯)ର ଉଦ୍‌ଘାଟନ ହେବା ସହିତ ୬୯ ଅନ୍ୟ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ ହେବ, ଯାହାର ବ୍ୟୟ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଆରୋହୀ ଗୁରୁତର

ଗୋଚ୍ଛାପଡା : ବାଲିଗୁଡା-ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଶଶୀପଦର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ କାର ସହ ବାଇକର ଦୁର୍ଘଟଣା ଘଟି ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଫିରିଙ୍ଗିଆ ଥାନା ପୁଲିସ ଘଟଣା ସ୍ଥଳକୁ ଯାଇ କାର ଓ ବାଇକକୁ ଜବତ କରିଥିବା ସୂଚନା ମିଳିଛି ।
Read More...

ନିଖୋଜ ବାଳକର ମୃତଦେହ ଘର ପଛପଟ କୂଅରୁ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନାରେ ଜଣେ ଶିଶୁର ନିଖୋଜ ସମ୍ପର୍କରେ ଗତକାଲି ଥାନାରେ ଏତଲା ଦିଆଯାଇଥିଲା । ସେହି ଶିଶୁର ମୃତଦେହ ତାଙ୍କ ଘର ପଛପଟେ ଥିବା ଏକ କୂଅରୁ ଆଜି ଉଦ୍ଧାର କରିଛି ଦିଗପହଣ୍ଡି ପୋଲିସ । ଘଟଣା ସମ୍ପର୍କରେ କୁହାଯାଏ ଯେ,
Read More...

ମନୋରଞ୍ଜନ ଦାସଙ୍କ ରଚିତ ୫ ଟି ଏକାଙ୍କିକାକୁ ନେଇ ନାଟ୍ୟାୟନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ମନୋରଞ୍ଜନ ଦାସଙ୍କ ରଚିତ ୫ ଟି ଏକାଙ୍କିକାକୁ ନେଇ ଆରମ୍ଭ ହୋଇଛି ନାଟ୍ୟାୟନ କାର୍ଯ୍ୟକ୍ରମ । ଏହା ପୁରୁଷ ଏବଂ ନାରୀର ବିଭିନ୍ନ ରୂପ ସ୍ୱରୂପ ତଥା ସଂପର୍କକୁ ନେଇ ରୂପାୟିତ ହୋଇଛି । ବିଶ୍ୱାସ, ଅବିଶ୍ୱାସ,
Read More...

ସର୍ବଭାରତୀୟ ଓପନ କରାଟେ ଆରମ୍ଭ

ଭୁବନେଶ୍ୱର : ଉତ୍କଳ କରାଟେ ସ୍କୁଲ ଆନୁକୂଲ୍ୟରେ ବୁଧବାର ସର୍ବଭାରତୀୟ ଓପନ କରାଟେ ଚାମ୍ପିୟନସିପ୍‌ ଆରମ୍ଭ ହୋଇଯାଇଛି । ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା, ଗୁଜରାଟ, ଝାଡ଼ଖଣ୍ଡ, ବିହାର ଆଦି ୪ ରାଜ୍ୟରୁ ୮୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ।
Read More...