Daily Archives

ବଡଦିନ ପାଳନ ନିମନ୍ତେ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରର ଆଡିଟରିୟମ ହଲରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବଡଦିନ ନିମନ୍ତେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
Read More...

ଆଦର୍ଶପଡାରେ ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଦର୍ଶପଡା ସମାଜ ଗୃହ ଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲି (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ସଂଯୋଜିତ) ତରଫରୁ ଏକ ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ମାଗଣାରେ ଔଷଧ, ରକ୍ତ ପରୀକ୍ଷା ଓ
Read More...

ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ଦେଶର ଦ୍ୱିତୀୟ ବୃହତ୍ତମ ଅଶୋକସ୍ତମ୍ଭ

ଗୋପାଳପୁର ଗୋଳାବନ୍ଧ ସ୍ଥିତ ଆର୍ମି ଏୟାର ଡ଼ିଫେନ୍ସି କଲେଜରେ ସ୍ଥାପନା ହେବଏହାକୁ ରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଂସଦ ଭବନରେ ୨୦ଫୁଟ ଉଚ୍ଚତାରେ ସ୍ଥାପିତ ହୋଇଛି, ଦେଶର ସର୍ବବୃହତ ଅଶୋକ ସ୍ତମ୍ଭ । ହେଲେ ଏହାର ଆଉ ଏକ ଅନୁରୂପ
Read More...

କଟକ ଦେଇ ଇଣ୍ଟରସିଟି ଓ ଭୁବନେଶ୍ୱରରୁ ରାଉରକେଲା ଦ୍ୱିତୀୟ ଇଣ୍ଟରସିଟି ଚଳାଚଳା ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶାଗାମୀ ଇଣ୍ଟରସିଟି ଟ୍ରେନଗୁଡିକୁ କଟକ ରେଳ ଷ୍ଟେସନ ମଧ୍ୟ ଦେଇ ଚଳାଇବାକୁ ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ଦାବୀ କରାଯାଇଛି । ସେହିପରି ରାଉରକେଲାରୁ ଭୁବନେଶ୍ୱର ଇଣ୍ଟରସିଟି ଚଳାଚଳ କରୁଥିବା ବେଳେ ସେହି ସମୟରେ ଭୁବନେଶ୍ଵରରୁ ରାଉରକେଲା
Read More...

ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଓଡ଼ିଶା ଆୟୋଜନ କରୁଛି ୨୦୨୩ ପୁରୁଷ ହକି ବିଶ୍ୱକପ । ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ୧୬ଟି ଦେଶର ପ୍ରତିଯୋଗୀ ଏହି ବିଶ୍ୱକପରେ ଅଂଶଗ୍ରହଣ କରିବେ । ହକିକୁ ଅଧିକ ଲୋକାଭିମୁଖୀ ତଥା ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏହି ବିଶ୍ୱକପ ଟ୍ରଫି ସମଗ୍ର ରାଜ୍ୟ
Read More...

ଚାଖି ଖୁଣ୍ଟିଆ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଶାମ୍ବ ଦଶମୀ ତିଥିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶପ୍ରେମୀ ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ପାଳନ କରାଯାଇଥାଏ । ତା.୧.୧.୨୦୨୩ ରିଖରେ ଶାମ୍ବ ଦଶମୀ ପଡୁଛି ଓ ସେହିଦିନ ଚାଖି ଖୁଣ୍ଟିଆଙ୍କ ୨୦୧ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ଓ ଚାଖି ଖୁଣ୍ଟିଆ ସ୍ମୃତି
Read More...

ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଧାନକିଣା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପ୍ରାଥମିକ ସେବା ସମବାୟ ସମିତିରେ ଖରିଫ ବର୍ଷ ୨୦୨୨-୨୩ ପାଇଁ ଧାନକିଣା କାର୍ଯ୍ୟକ୍ରମର ଶୁକ୍ରବାର ଶୁଭାରମ୍ଭ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ
Read More...

ଜେବଲିନ ପଶି ଜଣେ ଛାତ୍ର ଗୁରୁତର ଭାବେ ଭୀମଭୋଇ ମେଡିକାଲରେ ଭର୍ତ୍ତି

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍କୁଲରେ କ୍ରୀଡା ପ୍ରତିଯୋଗିତା ଚାଲିଥିବା ବେଳେ ଜଣେ ଛାତ୍ରଙ୍କ ବେକର ଉପର ଭାଗରେ ଜେବଲିନ ପଶି ଗୁରୁତର ଥିବା ଜଣାପଡିଛି । ଛାତ୍ରଙ୍କ ନାମ ସଦନନ ମେହେର ବୋଲି ଜଣାପଡିଛି । ତେବେ ତାଙ୍କୁ
Read More...

ପଦ୍ମପୁରରେ ଫଳାଫଳର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁରରେ ଫଳାଫଳର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କେମିତି ପୂରଣ ହେବ ତା’ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି ସେ ସବୁ ପାଳନ କରାଯିବ ।
Read More...

ହରିଶଙ୍କର ଠାରେ ଶକ୍ତିଟିଭିର ଦ୍ୱିତୀୟ ସ୍ଵନକ୍ଷତ୍ର ଉତ୍ସବ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ହରିଶଙ୍କର ଠାରେ ଶକ୍ତିଟିଭିର ଦ୍ୱିତୀୟ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶତାଧିକ ସାମ୍ବାଦିକ, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ ଓ ସମାଜସେବୀମାନେ ଉପସ୍ଥିତ ଥିଲେ । ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ
Read More...