tur
Daily Archives

ଚୋରା କାଠ ଚାଲାଣ ବେଳେ ବନବିଭାଗର ଚଢ଼ାଉ

ସାନଖେମୁଣ୍ଡି : ମେକ୍ସ ପିକଅପ୍ ଭ୍ୟାନ୍‌ରେ ଚୋରା କାଠ ଚାଲାଣ ବେଳେ ବନବିଭାଗର ଚଢ଼ାଉ । ଗଂଜାମ ଜିଲ୍ଲା ଭଂଜନଗର ଦକ୍ଷିଣ ଘୁମୁସର ବନଖଣ୍ଡର ମୋବାଇଲ୍ ଟିମ୍, ଆସିକା ବନାଞ୍ଚଳ ଅନ୍ତର୍ଗତ କଇଁଫୁଲିଆ ଛକ ଠାରେ ଏହି ଚଢ଼ାଉ କରିଥିଲା । ଘଟଣା ସ୍ଥଳରୁ ପିକଅପ୍ ଭ୍ୟାନ୍ ସହ ପ୍ରାୟ ୬୦ ହଜାର
Read More...

୧୨ ଜଣ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ : ୧୬ ଲକ୍ଷ ଟଙ୍କା ଓ ମୋବାଇଲ୍‌ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ରୋଡ଼ରେ ଥିବା ହୋଟେଲ ରାଉରକଲୋ ପେଲେସ୍‌ରେ ଶନିବାର ସଂଧ୍ୟାରେ ରଘୁନାଥପାଲୀ ଥାନା ପୁଲିସ୍‌ ଚଢାଉ କରି ୧୨ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ହୋଟେଲରେ ଜୁଆ ଖେଳ ଚଲାଉଥିବା ମାଷ୍ଟରମାଇଣ୍ଡ ତଥା ହୋଟେଲର ଜଣେ କର୍ମଚାରୀଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି
Read More...

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର- ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ
Read More...

୧ ଲକ୍ଷ ଟଙ୍କା ବ୍ରାଉନସୁଗାର ଜବତ : ଜଣେ ଗିରଫ

ଖୋର୍ଦ୍ଧା : ସଦର ଥାନା ପୁଲିସ କୁରାଢ଼ମଲ ଗାଁ ବାଉତି ମନ୍ଦିର ନିକଟରୁ ଜଣେ ନିଶା ବେପାରୀକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ କୁରାଢମଲ ଗ୍ରାମରେ ଫକିର ଓରଫ ପ୍ରଦୀପ୍ତ ବଲିୟାରସିଂହ ହୋଇଥିବା ବେଳେ ତା ନିକଟରୁ ସଦର ପୁଲିସ୍ ୧୧.୫୭ ଗ୍ରାମ ବ୍ରାଉନ ସୁଗାର, ଦୁଇ ବାଇକ୍, ମୋବାଇଲ୍,
Read More...

ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ଗୁରୁତର, ଘଟଣାସ୍ଥଳରୁ ଫେରାର ଡ୍ରାଇଭର

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାତୀନଦୀ ପୋଲ ନିକଟରେ ଅଜଣା ଚାରି ଚକିଆ ଗାଡି ଧକ୍କାରେ ୨ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଜୁନାଗଡ଼ ଥାନା ମାଟିଗାଁର ଟିଣ୍ଟୁ ନାଏକ ଓ ଅନ୍ୟଜଣେ ହେଲେ ବଳଦିଆମାଲ ଗ୍ରାମର ଦୁର୍ଯ୍ୟଟି ମେହେର ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ
Read More...

ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ୱାଗତ କଲା ସଚେତନ ନାଗରିକ ମଞ୍ଚ

ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ୟାସକ୍ଷେତ୍ର ତଥା ମିନି ତ୍ରିବେଣୀ ସଂଗମ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଦବ୍ୟାସ ଖାଲି ଇସ୍ପାତନଗରୀ ରାଉରକେଲା କାହିଁକି ସମଗ୍ର ରାଜ୍ୟ ତଥା ଦେଶରେ ଏକ ସୁପରିଚିତ ନାମ । ଶିବରାତ୍ରି ମେଳା ପାଇଁ ବେଦବ୍ୟାସ ପ୍ରସିଦ୍ଧ । ଓଡିଶା ସମେତ ଛତିଶଗଡ,
Read More...

ଉଦ୍‌ଘାଟିତ ହେଲା ବୌଦ୍ଧର ଧନୁଯାତ୍ରା

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ଯୋଗୁଁ ବନ୍ଦ ହୋଇଥିବା ଧନୁଯାତ୍ରା ଦୀର୍ଘ ଦୁଇ ବର୍ଷ ପରେ ପୁଣି ବୌଦ୍ଧରେ ଆରମ୍ଭ ହୋଇଛି । ବୌଦ୍ଧ ଭୈରବୀ ପଡିଆ ଠାରେ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଶନିବାର ଉଦ୍‌ଘାଟିତ ହୋଇଛି ଧନୁଯାତ୍ରା । ମୁଖ୍ୟ ଅତିଥି
Read More...

ସୋମବାର ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂ ବରିହା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଦ୍ମପୁରରେ ବିଜୟୀ ହେବା ପରେ ଶନିବାର ବାଚସ୍ପତିଙ୍କୁ ଭେଟିଛନ୍ତି ବିଧାୟିକା ବର୍ଷା ସିଂ ବରିହା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସରକାରୀ ବାସଭବନରେ ସେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଆସନ୍ତା ସୋମବାର ବର୍ଷା ବିଧାୟିକା ଭାବେ ଶପଥ ନେବେ ।
Read More...

ଆଜି ୱାର୍ଲ୍ଡ ମାଉଣ୍ଟେନ୍‌ ଡେ’ : ପର୍ବତର ସୁରକ୍ଷା ପାଇଁ ବନବାସୀଙ୍କ ସଂକଳ୍ପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଡିସେମ୍ବର ୧୧ ତାରିଖରେ ପାଳିତ ହୋଇଥାଏ ୱାର୍ଲ୍ଡ ମାଉଣ୍ଟେନ୍‌ ଡେ' । ପର୍ବତର ଆବଶ୍ୟକତା ଓ ଏହାର ସଂରକ୍ଷଣ ପାଇଁ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଉପକଣ୍ଠରେ ଥିବା
Read More...

ରାଉରକେଲା କଲେଜରେ ‘ବିଶ୍ୱ ମାନବାଧିକାର ଦିବସ’ ଓ ‘ପ୍ରତିଜ୍ଞା ପାଠ’ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର 'ଜାତୀୟ ସେବା ଯୋଜନା'ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ 'ବିଶ୍ୱ ମାନବାଧିକାର ଦିବସ' ଓ 'ପ୍ରତିଜ୍ଞା ପାଠ' ଅନୁଷ୍ଠିତ ହୋଇଯାଇଛି ।
Read More...