tur
Daily Archives

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ଥରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ୫୪୦ ଜଣ ଶିକ୍ଷିତ ଯୁବକଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୨୫୬ଜଣଙ୍କୁ ଚାକିରି
Read More...

ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ସହିତ ଅନ୍ତେବାସୀ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସବ୍‌ ଜେଲ୍ କଣ୍ଟାବାଞ୍ଜି ପରିସରରେ ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ସହିତ ଓଡିଶା ଅନ୍ତେବାସୀ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । କଣ୍ଟାବାଞ୍ଜି ସବ୍‌ ଜେଲ୍‌ର ଅଧିକାରୀ ବିକାଶ ଲତା ବାରୁଙ୍କ ସଭାପତିତ୍ୱରେ ଏହି
Read More...

ରାଷ୍ଟ୍ରୀୟ ସଦ୍‌ଭାବନା ମଞ୍ଚ ପକ୍ଷରୁ କାରାଗାର ପ୍ରତିଷ୍ଠା ଦିବସ ପାଳିତ

କୋଣାର୍କ : ଶନିବାର ରାଷ୍ଟ୍ରୀୟ ସଦଭାବନା ମଞ୍ଚ ପକ୍ଷରୁ ପୁରୀ-କୋଣାର୍କ ବେଳାମାର୍ଗ ନିକଟରେ ଅବସ୍ଥିତ ଜିଲ୍ଲା କାରାଗାର ପରିସରରେ କାରାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନ୍ତେବାସୀମାନଙ୍କ ନିମନ୍ତେ କଳିଙ୍ଗ କଳା ନିକେତନ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ
Read More...

ଖରିଫ୍ ମଣ୍ଡି ଉଦ୍‌ଘାଟିତ : ୪୧୧୭ ଜଣ ଚାଷୀ ପଞ୍ଜିକୃତ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସମବାୟ ସମିତି ପରିସରରେ ଚଳିତ ୨୦୨୩ ଖରିଫ୍ ମଣ୍ଡିରେ ପଞ୍ଜିକୃତ କରିଥିବା ଚାଷୀମାନଙ୍କ ଠାରୁ ଧାନ କିଣିବା ସକାଶେ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର
Read More...

ଡାକ୍ତରଖାନାରେ ପରିବେଶ ସ୍ୱଚ୍ଛତା ନେଇ ସଚେତନତା

ବୀରମହାରାଜପୁର : ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାକ୍ତରଖାନା କର୍ମଚାରୀମାନଙ୍କ ସହ କିଛି ସ୍ୱେଛାସେବୀ ଅନୁଷ୍ଠାନ ମିଳିତ ଭାବେ ଡାକ୍ତରଖାନା ପରିବେଶ ସଫାସୁତୁରା କରିଛନ୍ତି । ଡାକ୍ତରଖାନା ପରିସରରେ ଭାର ପ୍ରାପ୍ତ
Read More...

ନୂଆ ପଲିସି ଆଣିଲା ୟୁଜିସି : ଏଣିକି ସ୍ନାତକ ଡ଼ିଗ୍ରୀ ହାସଲ ପାଇଁ ୪ ବର୍ଷ ପଢ଼ିବାକୁ ହେବ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ତିନି ବର୍ଷ ନୁହେଁ ଏଣିକି ଚାରି ବର୍ଷ କଲେଜ ଅବା ବିଶ୍ୱବିଦ୍ୟାଳୟରେ ପଢିବେ ସ୍ନାତକ ଶ୍ରେଣୀ ଛାତ୍ରଛାତ୍ରୀ । ୟୁଜିସି ନୂଆ ଶିକ୍ଷାନୀତି ଅନୁଯାୟୀ ପଲିସି ପ୍ରସ୍ତୁତ କରି ନୂତନ ପାଠ୍ୟଖସଡା ପ୍ରସ୍ତୁତ କରିଛି । ଗବେଷଣା କ୍ଷେତ୍ରକୁ ଅଧିକ ଗୁରୁତ୍ୱ
Read More...

ବ୍ରହ୍ମପୁରର ବିଭିନ୍ନ ନର୍ସିଂହୋମରେ ଚଢ଼ାଉ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସହରରେ ଥିବା ନର୍ସିଂହୋମରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଉପଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ ମିଳିତ ଭାବେ ଚଢ଼ାଉ କରିଥିବା ଜଣାପଡିଛି । ନର୍ସିଂହୋମରେ ବିଭିନ୍ନ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ଆଜି ବ୍ରହ୍ମପୁର
Read More...

ଜଙ୍ଗଲରୁ ୧୯,୨୦୦ ଗଞ୍ଜେଇ ଗଛ ନଷ୍ଟ

ସାନଖେମୁଣ୍ଡି : ସାନଖେମୁଣ୍ଡି ପଟିଗୁଡା ରଘୁନାଥପୁର ପାହାଡ ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ । ଏହି ଜଙ୍ଗଲ ପାହାଡିଆ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ବିଭାଗ । ଏନେଇ ଅବକାରୀ କମିଶନର ଆଶିଷ
Read More...

ବ୍ରହ୍ମାନନ୍ଦ ସଙ୍ଗୀତ ଶିକ୍ଷା କେନ୍ଦ୍ର ଉଦ୍‌ଘାଟିତ

ଭୋଗରାଇ : ଦୁଡପଳ ପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମ ସ୍ଥିତ ବାସୁଦେବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ପ୍ରତିଷ୍ଠିତ 'ବ୍ରହ୍ମାନନ୍ଦ ସଙ୍ଗୀତ ଶିକ୍ଷା କେନ୍ଦ୍ର' ଉଦ୍‌ଘାଟିତ ହୋଇଯାଇଛି ଏହି ସଭାରେ ସତ୍ୟବାଦୀ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା
Read More...

ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବରେ କଣ୍ଟାବାଞ୍ଜି ଏନ୍‌ଏସି ଚେୟାରମ୍ୟାନ ବରିୟାମ ସିଂ ସାଲୁଜାଙ୍କ…

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସରସ୍ଵତୀ ଶିଶୁ ମନ୍ଦିର ଦୁଇ ଦିବସୀୟ ବାର୍ଷିକ କ୍ରୀଡା ସମାରୋହ ସଫଳତା ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉଦ୍‌ଯାପନୀ ଉତ୍ସବରେ କଣ୍ଟାବାଞ୍ଜି ଏନ୍‌ଏସି ଚେୟାରରମ୍ୟାନ ବରିୟାମ
Read More...