Daily Archives

ହେଲିକପ୍ଟର ପାଇଲଟ ଟ୍ରେନିଂରେ ପ୍ରଥମ ଅନୁଗୁଳ ମାଟିର ପୁଅ ସତୀଶରାଜ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଭାରତୀୟ ନୌସେନାରେ ଯୁବ ଲେପ୍ଟନାଣ୍ଟ୍‌ ଅଫିସର୍‌ ଭାବେ କାର୍ଯ୍ୟରତ ଅନୁଗୁଳ ହେମସୁରପଡ଼ାର ସତୀଶରାଜ ପ୍ରଧାନ ତାମିଲନାଡୁର ଆଇଏନ୍‌ଏସ୍‌ ରାଜାଲି ନାଭାଲ ଏୟାର୍‌ ଷ୍ଟେସନରେ ୯୯ ଏଚ୍‌ସିସି କୋର୍ସର ଦୀକ୍ଷାନ୍ତ ସମୋରାହରେ ସମ୍ମାନିତ ହୋଇଛନ୍ତି । ଶୁକ୍ରବାର
Read More...

ରସୁଲଗଡ ଓଭରବ୍ରିଜରେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ୨ ଯାତ୍ରୀ

ଭୁବନେଶ୍ୱର, (କେପିଏନଏସ୍‌) : ଭୁବନେଶ୍ୱର ରସୁଲଗଡ ଓଭରବ୍ରିଜ୍ ଉପରେ ଜଳିଗଲା ଚଳନ୍ତା କାର୍ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ । କଟକ ପଟରୁ କାରଟି ଆସୁଥିବା ସମୟରେ ଜଳି ଯାଇଥିବା ଜଣାପଡିଛି । ତେବେ ୨ ଯାତ୍ରୀ ଏଥିରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
Read More...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସୁଖବିନ୍ଦର ସିଂ ସୁଖୁ

ସାରା ଦେଶରେ ପରିବର୍ତ୍ତନ ଆଣିବ ହିମାଚଳର ପରିଣାମ : ସୁଖବିନ୍ଦର ସିଂ ସୁଖୁ ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସୁଖବିନ୍ଦର ସିଂ ସୁଖୁ । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକର ଶପଥ ପାଠ କରାଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ମୁକେଶ
Read More...

ସ୍କୁଲ କୋଠରୀରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍କୁଲ କୋଠରୀରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ସ୍କୁଲ ମାଲିକଙ୍କ ସମେତ ମଦ ମାଫିଆ ଗିରଫ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ସ୍ଥିତ ଫୁଲଝରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ଘରୋଇ ସ୍କୁଲ କୋଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ
Read More...

ବିଧାୟକଙ୍କ ଦ୍ୱାରା ପିଡବ୍ଲୁଡି ରାସ୍ତାର ଉନ୍ନତିକରଣର ଶିଳାନ୍ୟାସ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଧିନସ୍ଥ ପତ୍ରାପାଲି ଠାରୁ ଟେଙ୍ଗରା ପିଡବ୍ଲୁଡି ରାସ୍ତାର ଉନ୍ନତିକରଣ ନେଇ ଶନିବାର ଦିନ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଏହା ପତ୍ରାପାଲି ଛକରୁ ଟେଙ୍ଗରା ୭ କି.ମି.
Read More...

ଖଲିଆପାଲି ସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ଖଲିଆପଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟିର
Read More...

ଭୟାବହ ଅଗ୍ନିକାଣ୍ଡ : ଶହଶହ ଧାନ ବିଡ଼ା ପୋଡ଼ି ପାଉଁଶ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୂଳି ପଞ୍ଚାୟତ ଭୁଲୁଦା ମଝି ସାହି ଖଳାରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିବାରୁ ୩ ଜଣ ଚାଷୀ ଶହଶହ ଧାନ ବିଡ଼ା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ତେବେ ଖଳାରେ ଅଗ୍ନିକାଣ୍ଡ କିଭଳି ଘଟିଲା ତାହା ଜଣାପଡ଼ିନାହିଁ ।
Read More...

ସହର ଭିତରେ ୧୧ ଟିକିଆ ହାତୀ ପଲ : ଲୋକେ ଆତଙ୍କିତ

ଢେଙ୍କାନାଳ : ଜିଲ୍ଲା ବନଖଣ୍ଡ କାମାକ୍ଷାନଗର ସହର ମଧ୍ୟରେ ହାତୀ ପଲଙ୍କ ତାଣ୍ଡବ । ସକାଳୁ ପ୍ରାୟ ୧୧ ଟିକିଆ ହାତୀ ପଲ ଆସି କାମାକ୍ଷାନଗର ଅବକାରୀ ଥାନା ପଛ ପାଖରେ ଉପଦ୍ରବ କରିବା ସହ ତାଣ୍ଡବ ରଚିଥିଲେ । ଯାହାକୁ ନେଇ କାମାକ୍ଷାନଗର ସହରରେ ହାତୀଙ୍କ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ
Read More...

ପିତା ମାତାଙ୍କ ଦେହାନ୍ତ ପରେ ସହାୟକ ହେଲା ଆଶୀର୍ବାଦ ଯୋଜନା

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ କଲମ ପଞ୍ଚାୟତ ଠେମରା ଗାଁରେ ରହୁଥିଲେ ନରେଶ ମାଝୀଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ବନୁଆ ମାଝୀ ଓ ଦୁଇ ଝିଅ ବୈଷ୍ଣବୀ ମାଝୀ ଏବଂ ନବ୍ୟା ମାଝୀ । ହେଲେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବାନୁଆଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ନରେଶ ମଧ୍ୟ
Read More...

ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

କଟକ : ପହଁରା ଶିଖୁଥିବା ବେଳେ ଯୋବ୍ରା ବ୍ୟାରେଜ ନିକଟରେ ବୁଡିଗଲେ ଯୁବକ । ଏ ସମ୍ପର୍କରେ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର କରିଛି । ସୂଚନା ମୁତାବକ, ସକାଳେ ଯୁବକ ଜଣ ମହାନଦୀର ଯୋବ୍ରା
Read More...
error: Content is protected !!