Daily Archives

ବରଗଡ଼ ଧନୁଯାତ୍ରାରେ ବଳରାମ ବେଶରେ ଅଭିନୟ ପାଇଁ ଚୟନ ହୋଇଥିବା ଶ୍ରିୟାଂଶ ପୁଝାରୀଙ୍କ ଅକାଳ ବିୟୋଗ

ବରଗଡ, (କେପିଏନ୍‌ଏସ୍‌) : ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାରେ ବଳରାମ ବେଶରେ ଅଭିନୟ ପାଇଁ ଚୟନ ହୋଇଥିବା ଶ୍ରିୟାଂଶ ପୁଝାରୀଙ୍କ ଅକାଳ ବିୟୋଗ ଘଟିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଖେଳୁଥିବା ବେଳେ ପଡିଯାଇ ସେ ଗୁରୁତର ହୋଇପଡିଥିଲେ । ହସ୍‌ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ
Read More...

ପଦ୍ମପୁରରେ ବିଜେଡ଼ିର ବିଜୟ ନେଇ ଛତ୍ରପୁର ବିଜେଡି ଆଞ୍ଚଳିକ ଦଳ ପକ୍ଷରୁ ବିଜୟ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଦ୍ମପୁର ଉପନିର୍ବାଚନରେ ୪୨୬୩୮ ଭୋଟ ବ୍ୟବଧାନରେ ବିଜେଡି ବିଜୟ ଲାଭ କରି ଇତିହାସ ରଚିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ଉତ୍ସବ ମୁଖର ହୋଇଉଠିଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ
Read More...

ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟରର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୋଲିସ ପଡିଆ ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କ୍ରୀଡା ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ଗଞ୍ଜାମ
Read More...

ଡେଲାଙ୍ଗରେ କ୍ରୀଡ଼ା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୩ରେ ଆୟୋଜିତ ହେବାକୁ ଥିବା ମେନ୍ସ ହକି ବିଶ୍ଵ କପକୁ ସଫଳ କରିବା ଲକ୍ଷ୍ୟ ନେଇ ପଂଚାୟତିରାଜ ଓ ପାନୀୟ ଜଜ ବିଭାଗର ନିର୍ଦ୍ଦେଶ ଅନୁସାରେ ଗୁରୁବାର ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ
Read More...

ପୌରଅଧ୍ୟକ୍ଷାଙ୍କ ଉଦ୍ୟମରେ ସହରରେ ଲାଗିଲା ସର୍ଭିଲେନ୍ସ କେମେରା ଓ ଟ୍ରାଫିକ ନିୟନ୍ତ୍ରଣ ସିଙ୍ଗନାଲ ଲାଇଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିକାଶ ପଥରେ ବଲାଙ୍ଗିର ସହର । ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଉଦ୍ୟମରେ ସହରର ଆର୍‌ଟିଓ ଛକ ଓ ମହିଳା ମହାବିଦ୍ୟାଳୟ ଛକ ଠାରେ ଠାରେ ସର୍ଭିଲେନ୍ସ କେମେରା ସହ ଟ୍ରାଫିକ ନିୟନ୍ତ୍ରଣ ସିଙ୍ଗନାଲ ଲାଇଟ୍‌ ଲାଗିଥିବା ବେଳେ ଏହି ସ୍ଥାନକୁ ଆଜି ପରିଦର୍ଶନ
Read More...

ଶରଗାଡରେ ଦିନିକିଆ କ୍ରିକେଟ ପ୍ରତିଯୋଗିତା

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଶରଗାଡ ଗାଁରେ ରୟାଲ କ୍ଲବ ଆନୁକୂଲ୍ୟରେ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳ ଶରଗାଡ ଓ ଭୟଙ୍କର ଦଳ ମଧ୍ୟରେ ହୋଇଥିଲା । ଶରଗାଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪ ଓଭରରେ ୩୫ ରନ୍‌ ସଂଗ୍ରହ କରିଥିଲା ।
Read More...

ଆଜିଠୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶୁକ୍ରବାରଠୁ ଆରମ୍ଭ ହୋଇଛି ମାଟ୍ରିକ୍‌ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା । ସକାଳ ୯ଟାରୁ ଖାତା ଦେଖା ଆରମ୍ଭ ହୋଇଥିବା ବେଳେ ୫ଟା ଯାଏଁ ଚାଲିବ । ୧୨୪୦ ଶିକ୍ଷକ ଖାତା ମୂଲ୍ୟାୟନ ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି । ମୋଟ୍‌ ୫୬ଟି କେନ୍ଦ୍ରରେ ଖାତା
Read More...

ନୂତନ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜରେ ନୂତନ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରସନ୍ନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି, ଅତିରିକ୍ତ ଉପଜିଲ୍ଲାପାଳ
Read More...

ଦେବଙ୍ଗ ହାଇସ୍କୁଲରେ ପୁରାତନ ଛାତ୍ରଙ୍କ ବୈଠକ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ଦେବଙ୍ଗ ଗାଁରେ ଥିବା ଇନ୍ଦିରା ଗାନ୍ଧୀ ହାଇସ୍କୁଲ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ରାମରତନ ମେହେର ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳିଷ୍ଠ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ, ଡ୍ରାଇଭର୍ ଗୁରୁତର

ଧର୍ମଗଡ଼ : ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛକୁ ପିଟିଲା ମିନିଟ୍ରକ୍ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଳପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ହେଲପରର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର୍ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ଭୁବନେଶ୍ଵରରୁ ନବରଙ୍ଗପୁର ଏକ ମିନି ଟ୍ରକ୍
Read More...