Daily Archives

ପେଣ୍ଠ ବେଳାଭୂମିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକୋ ରିଟ୍ରିଟ

ରାଜନଗର : ଉଦ୍‌ଘାଟିତ ହୋଇଯାଇଛି ଭିତରକନିକା ଇକୋ ରିଟ୍ରିଟ । ଭିତରକନିକାର ପେଣ୍ଠ ଠାରେ ଚଳିତବର୍ଷ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଭିତରକନିକା ଇକୋ ରିଟ୍ରିଟକୁ ଉଦ୍‌ଘାଟନ କରିଥିଲେ । ପେଣ୍ଠ ଇକୋ ରିଟ୍ରିଟ ସ୍ଥଳରେ ଉଦ୍‌ଘାଟନୀ
Read More...

ଫେରାର ଥିବା ବ୍ରାଉନସୁଗାର ବେପାରୀ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଦୀର୍ଘ ଏକ ବର୍ଷ ଧରି ଫେରାର ଥିବା ଗଞ୍ଜାମ ଜିଲ୍ଲାର ଚୋରା ବ୍ରାଉନସୁଗାର ଚାଲାଣକାରୀ ସାଗର ବହାଦୁରଙ୍କୁ ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ସହର ଉପକଣ୍ଠ ଡୁରା ଛକରୁ ଗିରଫ କରିଛି । ତାଙ୍କୁ ପଚରା ଉଚରା ଜାରି
Read More...

କ’ଣ ନିଆଯାଇଛି ପଦକ୍ଷେପ, ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଋଷିକୁଲ୍ୟା ନଦୀ ଶାଖା ଖରଖରୀ ନଦୀ ଶଯ୍ୟା ଅଣଓସାରିଆ ତଥା ଅଗଭୀର ଥିବା ଯୋଗୁଁ ବନ୍ୟା ଜଳ ଋଷିକୁଲ୍ୟା ନଦୀକୁ ନିଷ୍କାସିତ ହୋଇ ନପାରି ଗଞ୍ଜାମ ବ୍ଲକ ଅଞ୍ଚଳ ଚାଷ ଜମି ଗୁଡିକ ଜଳମଗ୍ନ ହୋଇ ପ୍ରତି ବର୍ଷ ଫସଲ କ୍ଷତି ହେଉଛି । ଏଥିପାଇଁ ଜଳ ସମ୍ପଦ ବିଭାଗ
Read More...

ତାଳଚେର ହନୁମାନ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଶୁକ୍ରବାର ତାଳଚେର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିନ ପ୍ରାୟ ସାଢେ ୧୦ଟାରେ ଧର୍ମେନ୍ଦ୍ର ପ୍ରଧାନ ଗୋଡିବନ୍ଧ ଛକରୁ ଏକ ମଟର ସାଇକେଲ ରାଲିରେ ଗୁରୁଜାଙ୍ଗ ଗ୍ରାମକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେହିଠାରେ ହନୁମାନ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା
Read More...

ଆରଏସଏ ହେଲା ପ୍ରଥମ ସନରାଇଜ କପ୍‌ର ଚାମ୍ପିୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସନରାଇଜ କ୍ଲବ ଓ ଉମିଦ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସେକ୍ଟର ୧୭ ପଡିଆ ଠାରେ ଚାଲିଥିବା ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି ସନରାଇଜ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବର ଫାଇଲରେ ମ୍ୟାଚ୍‌ରେ ସେକ୍ଟର ୬ର
Read More...

କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସଙ୍ଗୀତ ତରଙ୍ଗ ମ୍ୟୁଜିକାଲ କ୍ଲବ ପକ୍ଷରୁ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ୧୭ତମ ପୁଣ୍ୟତିଥି ଅବସରରେ ଏକ ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଜଗଦା ସ୍ଥିତ ଡାମିଟ୍ସ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜଗଦା ସାଂସ୍କୃତିକ
Read More...

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ଏଡ଼୍‌ସ ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେଡ୍ ରିବନ କ୍ଲବ ଆନୁକୂଲ୍ୟରେ ବିଶ୍ଵ ଏଡ଼୍‌ସ ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା,
Read More...

ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ଦିବସ ପାଳିତ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁଷା ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତକାଲି ବିଶ୍ଵ ଏଡ୍‌ସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହା ଉପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସାଧାରଣ ସଭା ଅଧ୍ୟକ୍ଷ ପ୍ରଫୁଲ୍ଲ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...