Daily Archives

ଟିଟିଲାଗଡରେ ଜିଏସ୍‌ଟି ଚଢାଉ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡରେ ଗତକାଲି ଜିଏସ୍‌ଟି ଚଢାଉ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସହରର ଶିରଭଟାପଡାର ସୁକୁନ ଇମ୍ପୋଟେକ୍‌ ଓ ହାଇସ୍କୁଲପଡାର ଅରିହନ୍ତ ସେରାମିକ୍ସ ବ୍ୟବସାୟିକ ପ୍ରତିଷ୍ଠାନରେ ବଲାଙ୍ଗିର ଓ କଳାହାଣ୍ଡି ଜିଏସ୍‌ଟି ବିଭାଗୀୟ ଅଧିକାରୀମାନେ ଚଢାଉ
Read More...

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଆସାମୀଙ୍କୁ ଫାସି ଦଣ୍ଡାଦେଶ

ଜଗତସିଂହପୁର : ନାବାଳିକା ଗଣଦୁଷକର୍ମ ଓ ହତ୍ୟା ମାମଲାରେ ୨ ଆସାମୀଙ୍କୁ ଫାସି ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ସୂଚନାଯୋଗ୍ୟ ଯେ, ତିର୍ତୋଲ ଥାନା ଅନ୍ତର୍ଗତ କୃଷ୍ଣନନ୍ଦପୁର ପଞ୍ଚାୟତର ମାନୁମହଲାରେ ଜଣେ ୮ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରାୟ ପ୍ରକାଶ କରି
Read More...

ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀଙ୍କ ରୋଡ଼ ସୋ’ରେ ଯୋଗଦେଲେ ଓଡିଶା ପ୍ରଭାରୀ ଡ଼. ଏ ଚେଲ୍ଲାକୁମାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଭାରୀ ସାଂସଦ ଡ. ଏ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପାର୍ଥୀ ସତ୍ୟ ଭୂଷଣ ସାହୁ ପ୍ରମୁଖ ନେତୃବୃନ୍ଦ ଗତକାଲି ପାଇକମାଳର ନୃସିଂହନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେଠାରୁ ଓଡିଶା
Read More...

ପଛୁଆ ବର୍ଗ ମୋର୍ଚ୍ଚା ନେତୃତ୍ୱରେ ଜିଲ୍ଲା ବ୍ୟାପି ଭାରତ ବନ୍ଦ ଡାକରା

ନୂଆପଡା, (ନିରାକାର ମେହେର) : ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଅଧ୍ୟକ୍ଷ ଚୌଧୁରୀ ବିକାଶ ପଟେଲଙ୍କ ଆହ୍ୱାନ କ୍ରମେ ନୂଆପଡା ଜିଲ୍ଲା ପଛୁଆ ବର୍ଗ ମୋର୍ଚ୍ଚା ନେତୃତ୍ୱରେ ଗତକାଲି ଜିଲ୍ଲା ବ୍ୟାପି ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବର୍ଷରେ ପଛୁଆ ବର୍ଗ ଲୋକଙ୍କ ଜାତିଭିତ୍ତିକ ଜନଗଣନା
Read More...

ପ୍ରତାରଣା କଲା ମାଲିକ : ବାଛୁରୀ ଆଖିରେ ଲୁହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ତ୍ରିବେଣୀ ମଠ ଛକ ପଡିଆରେ ବାଛୁରୀ ଟି ଜୀବନ ସହ ସଙ୍ଘର୍ଷ କରି ଛଟପଟ ହେଉଥିବା ବେଳେ ତା' ମାଲିକ ସ୍ୱାର୍ଥପର ଭାବେ ବାଛୁରୀ ଟିକୁ ଦେଖି ନଦେଖିଲା ଭଳି ଅଭିନୟ କରି ଛାଡି ଚାଲିଯାଇଛି । ସେହି ରାସ୍ତା ଦେଇ ଯାଉଥିବା କିଛି ସ୍ୱେଛାସେବୀ
Read More...

ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇଟି ଘର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଂଚାୟତର ମଲାଡ଼ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରାୟ ସାଢେ ସାତଟା ସମୟରେ ଅଗ୍ନିକାଣ୍ଡ ଘଟି ଦେଖୁ ଦେଖୁ ଡି. ଭାଗିରଥି ଓ ଡି. ରଘୁଙ୍କ ଦୁଇଟି ଚାଳଛପର ଘର ଜଳି ପୋଡି ପାଉଁଶ
Read More...

ଡିସେମ୍ବର ୨ରେ ଆସିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପଦ୍ମପୁର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୨ ତାରିଖ ଦିନ ପଦ୍ମପୁର ଉପନିର୍ବାଚନରେ ପ୍ରଚାର ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନର ପଦ୍ମପୁର ଗସ୍ତରେ ଆସି ସଂପୃକ୍ତ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପାଇକମାଳ, ଝାରବନ୍ଧ ଓ ପଦ୍ମପୁରରେ ଆୟୋଜିତ
Read More...