Daily Archives

ଜମିକୁ ଜଳସେଚନ ପାଇଁ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ ଅଞ୍ଚଳର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ଲୋୟର ଇନ୍ଦ୍ର ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଚାଷୀମାନେ ଗୁହାରୀ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଉକ୍ତ ପଞ୍ଚାୟତ ଉତ୍କେଲା, ଜାମତରା, ଠେମରା
Read More...

ଭାରତ ଯୋଡୋ ଯାତ୍ରା ଶୀଘ୍ର ରାଜସ୍ଥାନରେ ପ୍ରବେଶ କରିବ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମଗ୍ର ଦେଶର ରାଜନୈତିକ ଦୁନିଆରେ ଆଲୋଚନା ହୋଇଛି । ଏହି ଗସ୍ତକୁ ନେଇ ବିରୋଧୀ ଦଳର ନେତାମାନେ ଲଗାତାର ଆକ୍ରମଣ କରୁଛନ୍ତି । ବେଳେବେଳେ ବିଭିନ୍ନ ସ୍ଲୋଗାନ ନେଇ ଏବଂ ବେଳେବେଳେ ଏହି ଯାତ୍ରାରେ ମେଘା ପାଟକରଙ୍କ ପରି ବ୍ୟକ୍ତିତ୍ୱଙ୍କ
Read More...

ବାଦୀମୁଣ୍ଡା ପେକ୍ସରେ କୃଷିସଭା ଅନୁଷ୍ଠିତ

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦୀମୁଣ୍ଡା ପେକ୍ସରେ ଏକ କୃଷିସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ଲେକୃ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବହୁ ଚାଷୀ ଓ ସମସ୍ତ ସମିତିର ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ । ଖରିଫ କୃଷିଋଣ, ଗୋଷ୍ଠୀ ଋଣ, ଅଫିସ, ଗୋଦାମ ଘର ବିଷୟରେ
Read More...

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନର ସେବା ହିଁ ନାରାୟଣ ସେବା । ଭୀମ ଭୋଇ ସରକାରୀ ଡାକ୍ତରଖାନାକୁ ପ୍ରତିଦିନ ଶହ ଶହ ରୋଗୀ ଆସନ୍ତି । ସେମାନଙ୍କ ସହିତ ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ମଧ୍ୟ ଆସିଥାନ୍ତି । ସରକାରୀ ଖାଦ୍ୟ କେନ୍ଦ୍ର ରବିବାର ଦିନ ବନ୍ଦ ରୁହେ , ତେଣୁ ବଲାଙ୍ଗିରର ଅଗ୍ରଣୀ
Read More...

ନୂତନ ଧାନ ମଣ୍ଡି ଉଦ୍‌ଘାଟିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ତଲାଗା ଠାରେ ନୂତନ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ରବିବାର କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଆମପାଣି
Read More...

୨ ସାଇବର ଠକଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ୨ ସାଇବର ଠକଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ । ସୂଚନାନୁଯାୟୀ, କିଛିଦିନ ପୂର୍ବର ଜଣେ ଯୁବକ ଏନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ସାଇବର ଥାନା ପୋଲିସ ୨ ଜଣ ଅଣଓଡ଼ିଆଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି । ସେମାନଙ୍କ ବିରୋଧରେ ପ୍ରାୟ
Read More...

କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ଆନନ୍ଦପୁର : କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର । ୨୦ ନମ୍ଵର ଜାତୀୟ ରାଜପଥ ଘସିପୁରା ବାଇପାସ୍ ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ଘଷିପୁରା ଥାନା ହାତୀବନ୍ଧା ଗାଁର ରବିନ୍ଦ୍ର ସେଠୀ ଜଣେ ଦୁଗ୍ଧ ବ୍ୟବସାୟୀ । ରବିବାର ସକାଳେ ସେ ଦୁଗ୍ଧ ନେଇ ବାଇକ୍
Read More...

ନୂତନ ବସ୍‌ ଟର୍ମିନାଲ ଠାରେ ଦୋକାନୀଙ୍କୁ ହତ୍ୟା ଧମକ୍‌ ନେଇ ଟାଉନ ଥାନାରେ ଅଭିଯାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନୂତନ ବସ୍‌ ଟର୍ମିନାଲ ନିକଟରେ ଠେଲା ଦୋକାନୀ ପଙ୍କଜିନୀ ବରାଡଙ୍କ ପୁଅ ଓ ଝିଅଙ୍କୁ ତାଙ୍କ ପଡୋଶୀ ଠେଲା ଦୋକାନୀ ହତ୍ୟା ଧମକ୍‌ ଦେଇଛନ୍ତିି । ଏନେଇ ପଙ୍କଜିନୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଗୁପ୍ତେଶ୍ୱରନଗର ନିବାସୀ
Read More...

କଟାଗଲା ୪୫,୦୦୦ ଗଞ୍ଜେଇ ଗଛ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ, ପାପରମେଟେଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଡିଭିଏଫ୍‌ ସହଯୋଗରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡ଼ା ପଞ୍ଚାୟତ ସାକୃବନ୍ଧା ଏବଂ ପଲଙ୍କରାଇ ଗ୍ରାମ ଅଞ୍ଚଳରେ ମିଳିତ ଭାବରେ ଚଢାଉ କରି
Read More...

ବିକ୍ରମ ଗୋଖଲେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ : ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଶନିବାର ଦେହାନ୍ତ ହୋଇଛି । ୭୭ ବର୍ଷୀୟ ଅଭିନେତା ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ
Read More...