Daily Archives

ବାରପୁଡୁଗିଆ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଧାନ କ୍ରୟ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବାରପୁଡୁଗିଆ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଧାନ କ୍ରୟ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସମବାୟ ସମିତି ସଭାପତି ନୀଳାଦ୍ରି ବିହାରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜା ଅର୍ଚ୍ଚନା କରି ଶୁଭ ଉଦ୍‌ଘାଟନ କରିଥିଲେ । ଚାଷୀ ମାନେ ତାଙ୍କ
Read More...

ଡାକ୍ତର ମହେଶ୍ଵର ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ଡାକ୍ତର ମହେଶ୍ଵର ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ବାସନ୍ତୀ କଲୋନୀ ସ୍ଥିତ କନ୍ୟକା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇର ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀଙ୍କ ସଭାପତିତ୍ୱ ଓ ଅନିଲ କୁମାର ଦାଶଙ୍କ
Read More...

ରିଜର୍ଭ ପୋଲିସ ପଡିଆ ଠାରେ ମୃତ ମାଓବାଦୀଙ୍କୁ ନେଇ ପୋଲିସ ପ୍ରଶାସନର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସର୍ଚ୍ଚ ଅପରେସନରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ଏହାକୁ ନେଇ ଆଜି ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦିକ ସମ୍ମିଳନୀରେ ପୋଲିସ ପ୍ରଶାସନର ଭିତୁଲ
Read More...

୮ ଦଫା ଦାବୀରେ ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ସଂଘର ଆନ୍ଦୋଳନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସାମ୍ନାରେ ୮ ଦଫା ଦାବୀ ନେଇ ଧାରଣାରେ ବସିଛନ୍ତି ଅଙ୍ଗନୱାଡ଼ି କର୍ମୀ । ଶତାଧିକ ଅଙ୍ଗନୱାଡ଼ି କର୍ମୀ ଏକାଠି ହୋଇ ଆଜି ଶିଶୁବିକାଶ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇ ଦାବୀ ଗୁଡ଼ିକ ପାଇଁ
Read More...

ଆଜିଠୁ କଳାହାଣ୍ଡିରେ ଖରିଫ ଧାନ ସଂଗ୍ରହ ଆରମ୍ଭ

ପ୍ରଥମ ପର୍ଯ୍ୟାୟରେ ୩ଟି ବ୍ଲକରେ ଖୋଲିବ ଧାନ ମଣ୍ଡି ଭବାନୀପାଟଣା, (ପି.କେ. ସାହୁ) : ଆଜି କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ କ୍ରୟ ଆରମ୍ଭ ହେବ । ଜିଲ୍ଲାର କଲମପୁର, ଜୟପାଟଣା ଓ କୋକସରା ବ୍ଲକରେ ପ୍ରଥମ ପର୍ଯ୍ୟାୟ ଧାନ ମଣ୍ଡି ଖୋଲିବ । ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୪୧ ଲକ୍ଷ ୮୦ ହଜାର
Read More...

ବିପୁଳ ପରିମାଣର ଦେଶୀ ରନ୍ଧା ମହୁଲି ମଦ ଜବତ : ୪ ଅଟକ

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ କୁଷଗଡ ଫାଣ୍ତି ଅନ୍ତର୍ଗତ ବିଭିନ୍ନ ଭାଟିରୁ ଅବକାରୀ ବିଭାଗ ବିପୁଳ ପରିମାଣରେ ମଦ ଜବତ କରିବା ସହ ନଷ୍ଟ କରିଦେଇଛି । ଏହା ସହ ୪ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ନଷ୍ଟ କରିଦେଇଥିବା ମଦର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି
Read More...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଦେବଗଡ : ଦେବଗଡ ଥାନା ଦନ୍ତାରିବାହାଲ ଗ୍ରାମର ମାନସ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ମାନସଙ୍କ ମୃତଦେହ ତାଙ୍କର ନିଜ ଘରେ ପଡିଥିବା ଦେଖି ପରିବାର ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌
Read More...

ଗୋପାଳ ରତ୍ନ ପୁରସ୍କାର ପାଇବେ ଗୋପାଳ ରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଈ ଗୋରୁଙ୍କ ସେବା କରି ଗୋପାଳ ରଣା ପାଇବେ ସମ୍ମାନଜନକ ଗୋପାଳ ରତ୍ନ ପୁରସ୍କାର । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବଡବନ୍ଧ ଗାଁର ଗୋପାଳ ରଣା ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମ୍ମାନଜନକ ଗୋପାଳ ରତ୍ନ ପାଇବେ ବୋଲି ଜଣାପଡିବା ପରେ ଜିଲ୍ଲାପାଳ ଚଞ୍ଚଳ
Read More...

କେବିସି ହଟ୍‌ସିଟ୍‌ରେ ବଲାଙ୍ଗିରର ସମ୍ବିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିିତ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡପତି (କେବିସି)ର ସୋ’ରେ ଏଥର ବଲାଙ୍ଗିରର ସମ୍ବିତ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିବ । ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ସମ୍ବିତଙ୍କୁ ହଟ୍‌ସିଟ୍‌ରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି ।
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ୫ଟି ସ୍କୁଲ ପରିଦର୍ଶନ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଡୁଡୁକା ପଞ୍ଚାୟତରେ ୫ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଥିବା ପଲ୍ଲୀଶ୍ରୀ ନୋଡାଲ ହାଇସ୍କୁଲକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସ୍କୁଲରେ ନିର୍ମାଣାଧୀନ ସ୍ମାର୍ଟ କ୍ଳାସ୍‌ ରୁମ୍‌, ଇ-ଲାଇବ୍ରେରୀ,
Read More...