Daily Archives

ରାଜ୍ୟସଭା ସାଂସଦଙ୍କ ବିଭିନ୍ନ ବିଭାଗର ପ୍ରତିନିଧି ନିଯୁକ୍ତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପ୍ରତିନିଧିଙ୍କୁ ଆଜି ନିଯୁକ୍ତ କରାଯାଇଛି । ପରେ ବିଭିନ୍ନ ବିଭାଗର ପ୍ରତିନିଧି ମାନେ ଆଜି ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କୁ
Read More...

ସାମ୍ବାଦିକ ସଂଘ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସାମ୍ବାଦିକ ସଂଘ ଦ୍ୱାରା ବୁଧବାର ଦିନ ସ୍ଥାନୀୟ ପୂର୍ତ ବିଭାଗ ଡାକ ବଙ୍ଗଳାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ବିମଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ
Read More...

ବେଲପଡ଼ାର ସମ୍ବଲପୁରୀ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପଡ଼ା ନଷ୍ଟ

ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ପାଟଣାଗଡ଼, (କେପିଏନ୍‌ଏସ୍‌) : ବେଲପଡା ସ୍ଥାନୀୟ ଆଇଆଇଟି ନିକଟରେ ଥିବା ସମ୍ବଲପୁରୀ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ କପଡା ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବେଲପଡା ଚନ୍ଦ୍ରଶେଖର ମେହେରଙ୍କ ଷ୍ଟଲରେ ଦୀର୍ଘ ୪ ବର୍ଷ ଧରି
Read More...

ନାସାର ‘ନ୍ୟୁ ମୁନ୍‌ ରକେଟ୍’ ଚନ୍ଦ୍ରପୃଷ୍ଠ ପାଇଁ ଉଡ଼ାଣ ଭରିଲା, ଅର୍ଦ୍ଧ ଶତାବ୍ଦୀ ପରେ ଚନ୍ଦ୍ରରେ ଅବତରଣ…

ନ୍ୟୁୟର୍କ : ଆମେରିକାର ସ୍ପେସ୍ ଏଜେନ୍ସି ନାସା ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଚନ୍ଦ୍ରକୁ ପ୍ରଥମ ମିଶନ ସଫଳତାର ସହ ଆରମ୍ଭ କରିଛି । ମିଶନ ଆରମ୍ଭ ହେବା ପୂର୍ବରୁ ଯଦିଓ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା, କିନ୍ତୁ ଶେଷରେ ସବୁକିଛି ଠିକ୍ଠାକ୍‌ରେ ସଂପନ୍ନ ହୋଇଛି ବୋଲି କୁହାଯାଇଛି ।
Read More...

ବଲାଙ୍ଗିରରେ ଜାତୀୟ ପ୍ରେସ୍‌ ଦିବସ ପାଳିତ : ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ମତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳନ ଅବସରରେ ମତ ରଖିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ସ୍ଥାନୀୟ ସାମ୍ବାଦିକ ଭବନରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାଂବାଦିକ
Read More...

ନଟରାଜ କଳାପରିଷଦର ରଜତ ଜୟନ୍ତୀ ସମାରୋହ ନଭେମ୍ବର ୧୮,୧୯ ଓ ୨୦ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳାପରିଷଦ ସବୁବେଳେ କୋଶଳାଞ୍ଚଳ (ପଶ୍ଚିମ ଓଡିଶା)ର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରଧାନ୍ୟ ଦେଇଆସିଛି ଓ ଏହାକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା କରିବାର ଅଦମ୍ୟ ପ୍ରୟାସ ଜାରି
Read More...

ଲୁଟେରାଙ୍କ ଦୌରାତ୍ମ୍ୟ, ଶ୍ରମିକଙ୍କୁ ମଧ୍ୟ ଛାଡିଲେ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ-ବଲାଙ୍ଗିର ରାଜପଥରେ ଲୁଟେରା ଗ୍ୟାଙ୍ଗ ଆତଙ୍କ ଖେଳାଇଛନ୍ତି । ଗତକାଲି ମଧ୍ୟାହ୍ନରେ ଲୁଟେରାଙ୍କ ଠାରୁ ଜଣେ ଫାଇନାନ୍ସ କର୍ମଚାରୀ ବୁଦ୍ଧି ଲଗାଇ ବର୍ତ୍ତି ଯାଇଥିଲେ । ହେଲେ ସେହି ସମୟରେ ଜଣେ ଉତ୍ତର ପ୍ରଦେଶ ଫେରନ୍ତା ଶ୍ରମିକଙ୍କୁ ଲୁଟେରାମାନେ
Read More...

ଟଙ୍କପାଣି ଗାଁର ଅସହାୟ ଦିବ୍ୟାଙ୍ଗ ମା’ ଓ ପୁଅ ସରକାରୀ ସହାୟତାରୁ ବଞ୍ଚିତ ଥିବା ଅଭିଯୋଗ

ଖବର ପାଇବା ପରେ ଦୁଃଖୀର ଦୁଃଖ ଲାଘବ ପାଇଁ ଅଣ୍ଟା ଭିଡ଼ିଲେ ଉପଜିଲ୍ଲାପାଳ ପାଟଣାଗଡ଼, (କେପିଏନ୍‌ଏସ୍‌) : ଟଙ୍କପାଣି ଗାଁର ଅସହାୟ ଦିବ୍ୟାଙ୍ଗ ମା' ଓ ପୁଅ ସରକାରୀ ସହାୟତାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ଦୁଃଖୀର ଦୁଃଖ ଲାଘବ ପାଇଁ ଅଣ୍ଟା ଭିଡ଼ିଛନ୍ତି ଉପଜିଲ୍ଲାପାଳ
Read More...

ମାଲକାନଗିରିରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ପ୍ରଶିକ୍ଷଣ ଶିବିର

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ସଂଯୋଜନା (ଡିପିଏମୟୁ) ବିଭାଗର ମିଳିତ ଆନୁକୂଲ୍ୟରେ 'ଓଡିଶାର ନିରନ୍ତର ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ' ବିଷୟ ବସ୍ତୁକୁ ନେଇ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର
Read More...

ବିଜେଡିର ଜନସମ୍ପର୍କ ପଦଯାତ୍ରା ଉଦଯାପିତ

ଜଳେଶ୍ୱର : ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାର ଉଦ୍‌ଯାପନୀ ଉତ୍ସବ ଦକ୍ଷିଣ ପ୍ରହରାଜପୁର ଗ୍ରା.ପ. ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ମୁଖ୍ୟ ଅତିଥି
Read More...