Daily Archives

ଆଲୋକ ନାୟକ ହେଲେ ସାଂସଦଙ୍କ ପୌର ପ୍ରତିନିଧି

ଟିଟିଲାଗଡ, (କେପିଏନ୍‌ଏସ୍‌) : ଯୁବ ଆଇନଜୀବୀ ଆଲୋକ ନାୟକ ଟିଟିଲାଗଡ ପୌର ପରିଷଦରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ପ୍ରତିନିଧି ଭାବରେ ନିଯୁକ୍ତି ପାଇଛନ୍ତି । ଏ ନେଇ ସାଂସଦ ସିଂହଦେଓ ପୌର ନିର୍ବାହୀ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏହା ପୂର୍ବରୁ ଶ୍ରୀ ନାୟକ
Read More...

ସର୍ବଭାରତ ସ୍ତରରେ ବିରଞ୍ଚି ନାରାୟଣ ଦାଶ ଶ୍ରେଷ୍ଠ ସଂଗଠକ ଭାବେ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନିଖିଳ ଭାରତ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନଭେମ୍ବର ୧୨ରୁ୧୪ ତାରିଖ ତିନିଦିନ ବ୍ୟାପି ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ତ୍ରିପୁରା ରାଜ୍ୟର ରାଜଧାନୀ ଅଗରତାଲା ସ୍ଥିତ ବୀର ଭଗତସିଂ ୟୁଥ ହଷ୍ଟେଲର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ
Read More...

ବଡି ବିଲ୍ଡିଂ ଚାମ୍ପିଅନ୍‌ସିପ୍‌ରେ ଇଷ୍ଟ ଇଣ୍ଡିଆ ଚାମ୍ପିଅନ୍‌ ହେଲେ ବଲାଙ୍ଗିରର ପ୍ରଶାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଲକାତାଠାରେ ଇଷ୍ଟ ଇଣ୍ଡିଆ ଚାମ୍ପିଅନ୍‌ସିପ୍‌ରେ ବଲାଙ୍ଗିରର ପ୍ରଶାନ୍ତ ଦାସ ୭୫ କ୍ୟାଟାଗୋରିରେ ଚାମ୍ପିଅନ୍‌ ହୋଇଛନ୍ତି । ସେହିପରି ବଲାଙ୍ଗିରର ଟିଟୁ ସ୍ୱାଇର୍ ମେନ୍‌ ଫିଜିକ୍ସରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ଏହି ଦଳରେ ଟିମ୍‌ ମ୍ୟାନେଜର ଭାବରେ
Read More...

ଜିଲ୍ଲାସ୍ତରୀୟ ଗୀତା ଆଲୋଚନା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଜ୍ଞାନ ମିସନ ପକ୍ଷରୁ ଜିଲ୍ଲାସ୍ତରୀୟ ଗୀତା ଆଲୋଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ଚିତ୍ତରଞ୍ଜନ ଷଡଙ୍ଗୀ, ବରଗଡର ରାଜବଲ୍ଲଭ ପଣ୍ଡା, ନବୀନ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Read More...

ଆଜି ଶିଶୁ ଦିବସ : ଶିଶୁମାନଙ୍କ ମନରେ ବେଶ ଉତ୍ସାହ ଓ ଉଦ୍ଦୀପନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶିଶୁ ଦିବସ । ଏହି ଅବସରରେ ଶିଶୁମାନଙ୍କ ମନରେ ବେଶ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହେଉଛି । ପ୍ରତିବର୍ଷ ନଭେମ୍ବର ମାସ ୧୪ ତାରିଖକୁ ଶିଶୁ ଦିବସ ବା ଚିଲ୍‌ଡ୍ରେନସ୍‌ ଡେ’ ଭାବେ ପାଳନ କରାଯାଏ । ସ୍ୱତନ୍ତ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ
Read More...

ମାଗଣା ଦାନ୍ତ ପରୀକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁଦପଡା ସ୍ଥିତ ବଲାଙ୍ଗିର ରୋଡ୍‌ ପାସେଞ୍ଜର ହଲ୍‌ ରେଳ ଷ୍ଟେସନ୍ ରାସ୍ତାରେ ଦାନ୍ତ ଚିକିତ୍ସକ ଡା. ସୁମନ ଗର୍ଗଙ୍କ ଆର୍ କେ ଡେଣ୍ଟାଲ କେୟାର ଚିକିତ୍ସାଳୟରେ ଅପରାହ୍ନ ୫ଟାରୁ ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଦାନ୍ତ ପରୀକ୍ଷଣ ଓ ପରାମର୍ଶ ଶିବିର
Read More...

ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳରେ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟମେଳା ଶିବିରକୁ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରଧାନ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ
Read More...

ବିଧବା ମଞ୍ଜୁଲତା ବାରିକଙ୍କ ପାଖକୁ ପହଞ୍ଚିଲା ସ୍ୱାଭିମାନ ପରିବାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ବିଧବା ମଞ୍ଜୁଲତା ବାରିକଙ୍କ ପାଖକୁ ପହଞ୍ଚିଲା ସ୍ୱାଭିମାନ ପରିବାର । ସୂଚନାଯୋଗ୍ୟ ଯେ, ପାଟଣାଗଡ ବ୍ଲକ ଅନ୍ତର୍ଗତ ଘୁମେର ଗ୍ରାମର ମଞ୍ଜୁଲତା ବାରିକଙ୍କ ସ୍ୱାମୀ ଗତ ୩ ବର୍ଷ ହେବ ଗୋଟିଏ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ବିଧବା
Read More...

ପାଟଣାଗଡରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ସିଭିଲ୍‌ କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷା ତଥା ପାଟଣାଗଡ ଏଡିଜେ ଶ୍ୱେତା ମିଶ୍ରଙ୍କ ସମେତ ସିନିଅର ଡିଭିଜନ ଜଜ୍‌ ଅରୁଣ କୁମାର
Read More...