Daily Archives

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ଓ ଶିଶୁ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇ ଭଉଣୀଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଯାଇଛି ।
Read More...

ଜଗୁଆ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବରେ ଘୋଷଣା

ଟିଟିଲାଗଡ, (କେପିଏନ୍‌ଏସ୍‌) : ସଞ୍ଚୟ ପକ୍ଷ-୨୦୨୨ର ଅନ୍ତିମ ଦିନରେ ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଜଗୁଆ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଗ୍ରାମ ବା ସଂମ୍ପୂର୍ଣ୍ଣ ସୁକନ୍ୟା ଗ୍ରାମ ଭାବରେ ଘୋଷଣା କରାଯାଇଛି । ଗ୍ରାମରେ ଥିବା ଜନ୍ମରୁ ୧୦ ବର୍ଷ ପର୍ଯ୍ୟନ୍ତ ବୟସର ସମସ୍ତ ୧୧୬ ଜଣ କନ୍ୟା
Read More...

ଡୁମ୍ବେରବାହାଲ ସ୍କୁଲରେ ଶିଶୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିର ଶିଶୁ ହେଉଛି ଭବିଷ୍ୟତର ନାଗରିକ । ତେଣୁ ଶିଶୁର ଉନ୍ନତି ହେଲେ ଦେଶର ଉନ୍ନତି ହେବ ଓ ଶିକ୍ଷାର ଉନ୍ନତି ହେଲେ ଶିଶୁମାନଙ୍କ ଉନ୍ନତି ହେବ ବୋଲି ଡୁମ୍ବେରବାହାଲ ସ୍କୁଲରେ ଅନୁଷ୍ଠିତ ଶିଶୁ ଦିବସ ପାଳନ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।
Read More...

୧୦ତମ ମାଣବସା ଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁରିବାହାଲ ଗ୍ରାମର ପ୍ରହରୀ ମଣ୍ଡପ ଠାରେ ଆଜି ମାଣବସା ଲକ୍ଷ୍ମୀ ପୂଜା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶଙ୍କର ନାଗଙ୍କ ସଭାପତିତ୍ୱରେ
Read More...

୫୬ତମ ବିଦ୍ୟାଳୟସ୍ତରୀୟ ଶିଶୁ ଲେଖନୀ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଂଚାୟତ ଅନ୍ତର୍ଗତ ଗୋଖରକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁଦିବସ ଅବସରରେ ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟସ୍ତରୀୟ ଶିଶୁ ଲେଖନୀ
Read More...

ରାସ୍ତାକଡରେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଗଛ : ସାଧାରଣରେ ଅସନ୍ତୋଷ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ୍ କାର୍ଯ୍ୟାଳୟକୁ ଯିବା ରାସ୍ତା ସମ୍ମୁଖରେ ଏକ ଶୁଖିଲା ବୃକ୍ଷ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଉକ୍ତ ବୃକ୍ଷଟି ଯେକୌଣସି ସମୟରେ ମଧ୍ୟ ପଡିଯିବାର ସମ୍ଭାବନା ରହିଛି । ବିଭିନ୍ନ ଗାଁରୁ ଏହି
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୫୬ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୪୨ ଗୋଟି ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ
Read More...

ଶାଳେଶ୍ୱର ସ୍ୱପ୍ନେଶ୍ୱର ଦେବ ବିଦ୍ୟାପୀଠରେ ଶିଶୁ ଦିବସ ପାଳିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ତାପଙ୍ଗ ପଞ୍ଚାୟତ ଅଣ୍ଡା ଗ୍ରାମର ଶାଳେଶ୍ୱର ସ୍ୱପ୍ନେଶ୍ୱର ଦେବ ବିଦ୍ୟାପୀଠରେ ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଗଣେଶ୍ୱର ପୃଷ୍ଟି ନେହେରୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶିଶୁ ଦିବସର ମାହାତ୍ମ୍ୟ ଓ
Read More...

ବରିଷ୍ଠ ଫଟୋଗ୍ରାଫର କରୁଣାକର ଶତପଥୀ ରାଜ୍ୟସ୍ତରରେ ସମ୍ମାନିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି, ଖଣ୍ଡଗିରି କଳିଙ୍ଗନଗର କନଫରେନ୍ସ ହଲଠାରେ ଶୁକ୍ରବାର ଦିନ ଫଟୋଗ୍ରାଫ ଏସୋସିଏସନ୍‌ ଅଫ୍‌ ଓଡିଶା ଆନୁକୂଲ୍ୟରେ ମେଗା ଫଟୋଟ୍ରେଡ ଫେୟାର ଅବସରରେ ଆୟୋଜିତ ‘ଏକ୍ସପୋ-୨୦୨୨’ର ଉଦ୍‌ଘାଟନୀ ଉତ୍ସବରେ ସମ୍ବଲପୁରର ବରିଷ୍ଠ
Read More...

ବେନ୍ଦ୍ରା ପଂଚାୟତ ଅଫିସ ରାମପୁର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବେନ୍ଦ୍ରା ପଂଚାୟତ ରାମପୁର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରଟି ସମର୍ପଣ ସେବା ସଂଗଠନର ସକ୍ରିୟ ସଦସ୍ୟ ସୁଜିତ କର୍ଣ୍ଣଙ୍କ ଜନ୍ମଦିନ ଅବସରରେ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ।
Read More...