Daily Archives

ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ଦେଲେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ଗୋଟି ଘର ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ିଯାଇଛି । ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇ
Read More...

ନଭେମ୍ବର ୧୬ରେ ଡେଲାଙ୍ଗରେ ଜାତୀୟ ପ୍ରେସ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ଡେଲାଙ୍ଗ ପ୍ରେସ କ୍ଲବ ଏବଂ ମେକ୍ ଇନ ଇଣ୍ଡିଆ ଆଣ୍ଡ୍‌ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ଆସନ୍ତା ୧୬ ତାରିଖରେ ଜାତୀୟ ପ୍ରେସ ଦିବସ ପାଳନ କରିବାକୁ ଯାଉଛି । ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ବରିଷ୍ଠ
Read More...

ଖ୍ରୀଷ୍ଟୀୟ ଉଦ୍ଦୀପନା ସଭାରେ ଯୋଗଦେଲେ ବିଧାୟକ ନରସିଂହ ମିଶ୍ର

ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ଶାନ୍ତି, ମୈତ୍ରୀ ଓ ସଦ୍‌ଭାବନା ହେବା ଆବଶ୍ୟକ- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ପୃଥିବୀର ନଦୀ ଯେପରି ସମୁଦ୍ରରେ ଯାଇ ଲୀନ ହୋଇଥାନ୍ତି ସେପରି ସବୁ ଧର୍ମର ଲକ୍ଷ୍ୟ ଉଦ୍ଦେଶ୍ୟ ଗୋଟିଏ ବିନ୍ଦୁରେ ଲୀନ ହୋଇଥାଏ । ସାରା ବିଶ୍ୱରେ ଯେତେ ବି ଧର୍ମ ଅଛି
Read More...

ନାଲକୋ ନଗରର ରୋହିଣୀ ବିଶ୍ୱାଳ ପାଇଲେ ଓଜେଏସ୍‌

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ପ୍ରକାଶିତ ଓଜେଏସ୍‌- ୨୦୨୧ ଫଳ ପ୍ରକାଶ ପାଇଛି । ଏଥିରେ ୫୦ ଜଣ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ଅନୁଗୋଳ ଜିଲ୍ଲାର ନାଲକୋ ନଗରର ରୋହିଣୀ ବିଶ୍ଵାଳ ୩୫ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି । ୧୯୯୪
Read More...

ପ୍ରାର୍ଥୀ ଅପହରଣ ବିକ୍ଷୋଭ ସତ୍ୱେ ଫଳାଫଳ ଘୋଷଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆସିକା ଚିନି ଶିଳ୍ପୀ ପରିଚାଳନା ସଭାପତି ନିର୍ବାଚନରେ ରବିନ୍ଦ୍ର ପଣ୍ଡା ହେଲେ ସଭାପତି । ସଦ୍ୟ ନିର୍ବାଚନ ଫଳାଫଳକୁ ସଠିକ ଭାବେ ହୋଇନଥିବା ଅଭିଯୋଗ ଆଣିଛନ୍ତି ଅପହରଣ ହୋଇଥିବା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବରାଡ଼ । ଆସିକା ସମବାୟ
Read More...

ଗୋଟିଏ ପରିବାରରେ ତିନୋଟି ଶିଶୁ ପୁତ୍ର ଦିବ୍ୟାଙ୍ଗ : ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗାଁର ନକୁଳ ଛତ୍ରିଆ ଓ ସ୍ତ୍ରୀ ନମିତା ଛତ୍ରିଆ ହରିଜନ ସମ୍ପ୍ରଦାୟର ଗଣ୍ଡା ଜାତୀୟ ଭୂମିହୀନ ସୁଖବାସୀ ଦୈନିକ ଖଟିଖିଆ ଗରିବ ଶ୍ରେଣୀର ଅଟନ୍ତି । ରହିବାକୁ ତାଙ୍କ ପାଖରେ
Read More...

ବଲାଙ୍ଗିର ଜିଲ୍ଲା ଚେସ୍‌ ଚାମ୍ପିୟନସିପ୍‌ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ଠାରେ ଦ୍ୱିତୀୟ ବଲାଙ୍ଗିର ଜିଲ୍ଲା ଚେସ୍‌ ଚାମ୍ପିୟନସିପ୍‌ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଚେସ୍‌ ଏସୋସିଏସନ ଓ ସେମଫୋର୍ଡ ଇଣ୍ଟରନେସନାଲ ସ୍କୁଲ ଦ୍ୱାରା ପ୍ରଯୋଜିତ ଏହି ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଡ. ପୁଷ୍ପାଞ୍ଜଳି
Read More...

ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ

ଶାସ୍ତ୍ରୀୟ ସଙ୍ଗୀତର ମୂର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଗତକାଲି ଠାରୁ ତିନିଦିନ ଧରି କଳିଙ୍ଗ
Read More...

ବଲାଙ୍ଗିର ସିଭିଲ୍‌ କୋର୍ଟ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ଓ ଦୌରା ଜଜ୍‌ ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ଉପଲକ୍ଷେ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଗତକାଲି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସହର ମହକୁମାର
Read More...

ଆହୁରି ତୀବ୍ର ହେବାରେ ଲାଗିଛି ରାଜବୋଡାସମ୍ବର କୃଷକ ସଙ୍ଗଠନର ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଙ୍ଗଠନର ଆନ୍ଦୋଳନ ଆହୁରି ତୀବ୍ର ହେବାରେ ଲାଗିଛି । ଆଜି ଯାଏଁ କିଛି ବି ସମସ୍ୟାର ସମାଧାନ ହୋଇ ନାହିଁ, ଯାହାକି ଅତ୍ୟନ୍ତ ନିନ୍ଦନୀୟ ଅଟେ ବୋଲି ମତ ପ୍ରକାଶ ପାଇଛି । ଚାଷୀମାନଙ୍କର ୧୩ ଦଫା ଦାବୀରେ କୃଷକ ସଙ୍ଗଠନର ଗଣଧାରଣା
Read More...