Daily Archives

ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ସ୍ଥାନୀୟ ରମାଇଁ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସକାଳ ୧୦ଟା ସମୟରେ ଆବାହକ ତଥା ରମାଇଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ବିଶ୍ଵାଲ ଏବଂ ବ୍ଲକ ବିଜ୍ଞାନ ସଂଯୋଜକ ଓଁକାର ରଞ୍ଜନ ମିଶ୍ରଙ୍କ ସଂଯୋଜନା କ୍ରମେ ବ୍ଲକ ଶିକ୍ଷା ଅଧିକାରୀ ଶଙ୍କର
Read More...

ପ୍ରାଚୀନ ଲୋକନୃତ୍ୟ ସଂଘର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆଜି ସ୍ଥାନୀୟ ପଞ୍ଚାୟତ ସଭାଗୃହ ଠାରେ ପ୍ରାଚୀନ ଲୋକନୃତ୍ୟ ସଂଘର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ସୌଭାଗ୍ୟ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବା ବେଳେ ଢେଙ୍କାନାଳ ସାଂସଦ ମହେଶ ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ନଲିନୀ ଶ୍ରୀହରନ ୩୧ ବର୍ଷ ପରେ ଜେଲରୁ ମୁକୁଳିଲେ

ଭେଲୋର (ତାମିଲନାଡୁ) : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାରେ ୬ ଜଣ ଦୋଷୀଙ୍କୁ ୩୧ ବର୍ଷ କାରାଗାରରେ ରହିବା ପରେ ସୁପ୍ରିମକୋର୍ଟ ମୁକ୍ତ କରିଛନ୍ତି । ଗୋଟିଏ ଦିନ ପରେ ତିନି ଅଭିଯୁକ୍ତ ନଲିନୀ ଶ୍ରୀହରନ୍, ତାଙ୍କ ସ୍ୱାମୀ ମୁରୁଗାନ୍ ଏବଂ ସନ୍ଥନ୍ ଆନୁଷ୍ଠାନିକ ବିଧି ଶେଷ
Read More...

ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପ୍ରତିଶୃତି ପରେ ଧାନ ମଣ୍ଡି ଖୋଲାଯିବା ଦାବୀରେ ହେଉଥିବା ଆନ୍ଦୋଳନ ପ୍ରତ୍ୟାହୃତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଠାରେ ଧାନ ମଣ୍ଡି ଖୋଲାଯିବା ଦାବୀରେ ଗଜବାହଲ ଛକ ଠାରେ ଚାଲିଥିବା ରାସ୍ତା ରୋକ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଆନ୍ଦୋଳନକାରୀ ମାନେ ରିଷିଡା-ତୁଷୁରା-ବଲାଙ୍ଗୀର,
Read More...

ଜିଲ୍ଲା ସାମ୍ବାଦିକ ସଂଘ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସାମ୍ବାଦିକ ସଂଘର ନବଗଠିତ କର୍ମକର୍ତ୍ତାମାନଙ୍କ ପ୍ରଥମ ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ସଂଘ ପାଠାଗାର ପରିସରରେ ସଭାପତି ଶିବପ୍ରସାଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥୀଙ୍କ ସ୍ୱାଗତ ଭାଷଣ ପରେ
Read More...

ଧୁବଲପଡା ବାଲିଘାଟ ଉପରେ ତହସିଲଦାରଙ୍କ ଅଚାନକ ଚଢ଼ାଉ : ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ଦିନ ୧୧ଟା ସମୟରେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝି ଓ ପାଟଣାଗଡ଼ ରାଜସ୍ୱ ନିରୀକ୍ଷକ କୌଣସି ସୂତ୍ରରୁ ଖବର ପାଇ ଧୁବଲାପଡା ନିକଟର ମାୟାବତୀ ନଦୀ ବାଲିଘାଟ ଉପରେ ଚଢ଼ାଉ କରିଥିଲେ । ଉକ୍ତ ବାଲିଘାଟ ଦାୟିତ୍ୱରେ ଥିବା ମୁନସୀ ବୈକୁଣ୍ଠ ଧରୁଆଙ୍କୁ ରସିଦ
Read More...

ଚୁମନ ରାଓଙ୍କ ଶୈଶବ ସଙ୍ଘର୍ଷରେ ସହଯୋଗର ହାତ ବଢାଇ ମାନବିକତାର ପରିଚୟ ଦେଖାଇଲେ ବଲାଙ୍ଗିର ପୌର ପରିଷଦର ବିଜେଡି ଜନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୁମନ ରାଓଙ୍କ ଶୈଶବ ସଙ୍ଘର୍ଷରେ ସହଯୋଗର ହାତ ବଢାଇ ମାନବିକତାର ପରିଚୟ ଦେଖାଇଲେ ବଲାଙ୍ଗିର ପୌର ପରିଷଦର ବିଜେଡି ଜନ ପ୍ରତିନିଧି ସମୂହ । ସୂଚନାଯୋଗ୍ୟ ଯେ, ବଲାଙ୍ଗିରର ୧୩ ବର୍ଷର ବାଳକ ଚୁମନ ରାଓ ନିଜ ରୋଗାକ୍ରାନ୍ତ ମା' ଓ ୮ ବର୍ଷର ଭାଇଙ୍କ ପେଟ ପୋଷିବା
Read More...

ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୨ତମ ପ୍ରତିଷ୍ଠା ଦିବସ ସମାରୋହ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ଥିବା ପଲ୍ଲୀ ପ୍ରଗତି ପାଠାଗାରର ୩୨ତମ ପ୍ରତିଷ୍ଠା ଦିବସ ସମାରୋହ ୨୦୨୨ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଅନୁଷ୍ଠିତ
Read More...

ପଦ୍ମପୁର ଉପନିର୍ବାଚନରେ ସତ୍ୟ ଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ବିଜେପି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ପଦ୍ମପୁର ଉପନିର୍ବାଚନ ପାଇଁ
Read More...

ଉପନିର୍ବାଚନ ପାଇଁ ଧରପଗଡ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ଯାଞ୍ଚ ଓ ଧରପଗଡ କରାଯାଇଛି । (ଏସ୍‌ଏସ୍‌ଟି) ଷ୍ଟାଟିଷ୍ଟିକ ସର୍ଭିଲାନ୍ସ ଟିମ୍ ପକ୍ଷରୁ ଯାନବାହାନ ଯାଞ୍ଚ୍ ଝାରବନ୍ଧ ଓ ନୂଆପଡା
Read More...