Daily Archives

କାର୍ତ୍ତିକ ପଞ୍ଚୁକରେ ଗୋପଲୀଳା ପାରାୟଣ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚାଣ୍ଟିମୁଣ୍ଡା ଗ୍ରାମରେ ଗତକାଲି ଓ ଆଜି ଦୁଇଦିନ ଧରି କାର୍ତ୍ତିକ ପଞ୍ଚୁକ ଅବସରରେ ଗୋପଲୀଳାର ପାରାୟଣ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ରୂପେ ଉମାପତି ନାଥ ଗାଦିରେ ବସି ପାରାୟଣ କରିଥିବା ବେଳେ ପୂଜକ ରୂପେ ଭାଗବତ ହୋତା ପୂଜା କର୍ମ
Read More...

ମଙ୍ଗଳବାର ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ନିମନ୍ତେ ଓଡ଼ିଶାରେ ସର୍ବତ୍ର ପାଳନୀୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର କାର୍ତ୍ତିକବ୍ରତ ସମାପ୍ତି, ରାସ-ପୂର୍ଣ୍ଣମୀ ତା.୮/୧୧/୨୦୨୨ ରିଖ ମଙ୍ଗଳବାର ଦିନ ରାହୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ନିମନ୍ତେ ବିଧିମତେ ପାଳନୀୟ ବୋଲି ଉତ୍କଳୀୟ ପ୍ରସିଦ୍ଧ ତଥା ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବିଜ୍ଞ-ପଣ୍ଡିତସଭା ଏବଂ ଗଜପତି
Read More...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ : ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ଜଣେ ମହିଳାଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କରାଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ରମ୍ଭା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଏଚ୍.ବୁରୁଡ଼ି ଥାନା ଅଧୀନସ୍ଥ ସାନରାମଚନ୍ଦ୍ରପୁର ଗ୍ରାମର ଜେ.ଚେନାୟା
Read More...

ଯୋଗୀମୁଣ୍ଡା ଗାଁଠାରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅର୍ନ୍ତଗତ ଯୋଗୀମୁଣ୍ଡା ଗାଁଠାରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର ହୋଇଥିବା ଜଣାପଡିିଛି । ମିଳିଥିବା ସୂଚନା ଅନୁସାରେ, ପାଟଣାଗଡ ବ୍ଲକର ଖୁଣ୍ଟସମଲେଇ ଗ୍ରାମର ବିକାଶ ମିଶ୍ର(୨୨) ବାଇକରେ ନିଜ ଗାଁ ଖୁଣ୍ଟସମଲେଇରୁ
Read More...

ବାଜି ରାଉତ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଗୋଆକୁ ଭେଟିବ ରାଜସ୍ଥାନ ଟିମ୍

ଅନୁଗୁଳ : ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ 'ଆମେ ଓଡ଼ିଆ' ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ 'ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ'ର ତୃତୀୟ ଦିନରେ ଦୁଇଟି ସେମି ଫାଇନାଲ ମ୍ୟାଚ୍ ଅନୁଗୁଳର କଦମ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ରାୟଗଡ଼ା : ରାୟଗଡ଼ା ରେଳଷ୍ଟେସନ ଠାରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ବିଶାଖାପାଟଣା ଠାରୁ ଆସି ରାୟଗଡ଼ା ରେଳଷ୍ଟେସନ ଠାରେ ଠିଆ ହୋଇଥିବା ବେଳେ ହଠାତ୍ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ରେଳଷ୍ଟେସନ କର୍ତ୍ତୃପକ୍ଷ ଏହା ଜାଣିବା ପରେ ଦମକଳ
Read More...

ମାଲକାନଗିରିରେ ବିଜୟ ଉତ୍ସବ ପାଳିଲେ ବିଜେପି କର୍ମୀ

ମାଲକାନଗିରି : ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି । ଏଥିରେ ପୂର୍ବତନ ଭାଜପା ବିଧାୟକ ସ୍ୱର୍ଗତ ବିଷ୍ଣୁ ପ୍ରସାଦ ସେଠିଙ୍କ ପୁଅ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜୟ ହାସଲ କରିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ଦଳର
Read More...

ପାରା ବ୍ୟାଡ଼ମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌-୨୦୨୨ : ସିଙ୍ଗଲ୍ସରେ ସ୍ୱର୍ଣ୍ଣ, ଡବଲ୍ସରେ ରୌପ୍ୟ ଜିତିଲେ ପ୍ରମୋଦ ଭଗତ

ଭୁବନେଶ୍ୱର : ଓଡ଼ିଶାର ଷ୍ଟାର୍‌ ଖେଳାଳି ପ୍ରମୋଦ ଭଗତ ପାରା ବ୍ୟାଡ଼ମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌ରେ ଡବଲ୍‌ ପଦକ ଜିତି ରାଜ୍ୟ ଓ ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଏବଂ ପୁରୁଷ ଡବଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ବିଶ୍ୱ ଚାମ୍ପିଅନସିପ୍‌ ଇତିହାସରେ ପ୍ରମୋଦ
Read More...

ଚନ୍ଦ୍ରଭାଗାରେ ବୁଡ଼ିଗଲେ ପର୍ଯ୍ୟଟକ : ଗୁରୁତର ଅବସ୍ଥାରେ ଉଦ୍ଧାର

କୋଣାର୍କ : କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡ଼ିଗଲେ ପର୍ଯ୍ୟଟକ । ଉଚ୍ଚ ଜୁଆର କୂଳକୁ ମାଡି ଆସିବାରୁ ଜଣେ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ି ଯାଇଥିଲେ । ଲାଇଫଗାର୍ଡ ରାମବାବୁ ପର୍ଯ୍ୟଟକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ସୂଚନାନୁଯାୟୀ, ଆଜି କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର ଅଶାନ୍ତ
Read More...

ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥି : ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୂଷିତ କରି ଏହି ବେଶ କରିଥାନ୍ତି । ଏହି ବେଶରେ
Read More...