ସମୁଦ୍ରରେ ବୁଡି ଜଣେ ମୃତ, ୨ ଉଦ୍ଧାର
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଂଚାୟତ ରମ୍ଭା ଥାନା ଅନ୍ତର୍ଗତ ବାବା ବଟେଶ୍ୱର ଶୈବ ପୀଠ ପାର୍ଶ୍ଵ ସମୁଦ୍ରକୁ ଗାଧୋଇବାକୁ ଯାଇ ସମୁଦ୍ର ପାଣିରେ ବୁଡି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହୁମ୍ମା ଗ୍ରାମର ଚନ୍ଦ୍ରଶେଖର ସାହି ରବୀନ୍ଦ୍ର!-->…
Read More...
Read More...