Daily Archives

ବାଲେଶ୍ୱରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ

ବାଲେଶ୍ୱର : ୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଫୁଲାଡି ଛକରୁ ୧୦ କିଲୋଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ଏହି ମାମଲାରେ ମୋଟ୍ ୬ ଜଣ ଗିରଫ ହୋଇଛନ୍ତି । ଏହି ଧଳା ଜହର କାରବାରର କିଙ୍ଗପିନ୍ ମଧ୍ୟପ୍ରଦେଶର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୪
Read More...

ପିଲାଙ୍କ ପାଖରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ବ୍ଲକ ଅନ୍ତର୍ଗତ ଗୁଡଭେଲା ଗ୍ରାମ ସ୍ଥିତ ନୋଡାଲ ହାଇସ୍କୁଲ ସମରାରେ ପିଲାଙ୍କ ପାଖରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ସମ୍ମାନିତ
Read More...

୭ଟି ଆର୍ମି ପବ୍ଲିକ୍ ସ୍କୁଲସ୍ତରୀୟ ଟପ୍ପର ହେଲେ ରଜତ କୁମାର ପାଢ଼ୀ

• ଗୋଳାବନ୍ଧ ଆର୍ମି ସେନାମୁଖ୍ୟଙ୍କ ଦ୍ଵାରା ସମ୍ମାନିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପାଇଁ ଆଉ ଏକ ଗୌରବ ଓ ସୁନାମ ଆଣିଛନ୍ତି, ଜଣେ ଆର୍ମି ଛାତ୍ର । ଗୋପାଳପୁର ବେଳାଭୂମିଠାରେ ଅବସ୍ଥିତ ଗୋଳାବନ୍ଧ ମିଲିଟାରୀଷ୍ଟେସନ ଆର୍ମି ପବ୍ଲିକ୍ ସ୍କୁଲରେ ଅଧ୍ୟୟନରତ
Read More...

କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ୧୫୬ସାଧାରଣ ଅଭିଯୋଗ ଆବେଦନ ମାମଲାର ସମାଧାନ ଏବଂ ସ୍ୱତନ୍ତ୍ର ଅଭିଯାନ ୨.୦…

• ଅଭିଯାନ ମାଧ୍ୟମରେ ସମ୍ପୂର୍ଣ୍ଣ ଡିଜିଟାଇଜେସନ ପରେ ୭୦୬୧ କାଗଜ ଫାଇଲକୁ ନଷ୍ଟ କରାଯାଇଛି• ବିଭାଗର ସଦର କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଦପ୍ତରରେ ଚାରା ରୋପଣ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ୨.୦ ମାଧ୍ୟମରେ ଦପ୍ତର ଓ
Read More...

ଗଞ୍ଜାମ ଏନଏସି କାଉନସିଲ୍‌ର ତୃତୀୟ ବୈଠକ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ କନଫରେନ୍ସ ହଲ୍‌ ଠାରେ କାଉନସିଲ୍‌ର ତୃତୀୟ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଉପଧ୍ୟକ୍ଷ ସୁରେନ୍ଦ୍ର କୁମାର
Read More...

ପିଆଇବି ଗବେଷଣା ବିଭାଗର କାର୍ଯ୍ୟ ସମୀକ୍ଷା କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ : କ୍ଷମତା ବିକାଶ କର୍ମଶାଳାକୁ…

● ଜନସାଧାରଣଙ୍କ ନିକଟତର ହେବା ଲାଗି ହିନ୍ଦୀ ଓ ଇଂରାଜୀ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବାରୋପ ନୂଆଦିଲ୍ଲୀ, (ପିଆଇବି) : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଗବେଷଣା ବିଭାଗକୁ ଏକ ବର୍ଷ ପୂରଣ ହୋଇଛି । ଏହି ଉପଲକ୍ଷେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Read More...

ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ ହାଜିରା ପ୍ଲାଣ୍ଟର ସମ୍ପ୍ରସାରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

୬୦ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ ଗୁଜୁରାଟ ଏବଂ ଦେଶର ଯୁବକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ“ଏକ ଶକ୍ତିଶାଳୀ ଇସ୍ପାତ କ୍ଷେତ୍ର ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିଥାଏ”ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆର ଏହି ପ୍ରକଳ୍ପ ମେକ୍ ଇନ୍ ଇଣ୍ଡିଆର ଲକ୍ଷ୍ୟରେ ଏକ
Read More...

ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଚିନ୍ତନ ଶିବିର ସହଯୋଗ ସଂଘୀୟତନ୍ତ୍ରର ମୁଖ୍ୟ ଉଦାହରଣ“ସୁଶାସନ ନିମନ୍ତେ ପଞ୍ଚପ୍ରାଣ ଏକ ମାର୍ଗଦର୍ଶିକା”“ସ୍ମାର୍ଟ ପ୍ରଯୁକ୍ତି ବଳରେ ଆଇନ ଓ ଶୃଙ୍ଖଳା ପଦ୍ଧତିରେ ଉନ୍ନତି ଆସିବ”“ଆଇନଶୃଙ୍ଖଳା ରକ୍ଷା ଏକ ୨୪ ଘଣ୍ଟିଆ କାର୍ଯ୍ୟ”“ୟୁଏପିଏ ଭଳି ଆଇନ ଆତଙ୍କବାଦ ବିରୁଦ୍ଧରେ ଶାସକକଳକୁ ଶକ୍ତି
Read More...

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସମର୍ପଣ ୨୦୨୨ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲ୍‌ ଠାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସମର୍ପଣ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଂପାଦକ ଗୋବିନ୍ଦ ଶତପଥୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସମ୍ପଦ, ପରିବହନ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ
Read More...