Daily Archives

ଦୋକାନରେ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୁଗୁଡିପଡା ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ଭେରାଇଟିଷ୍ଟୋରରେ କୌଣସି କାରଣରୁ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଦୋକାନ ମାଲିକ ବାବୁଲୁ ବଗର୍ତ୍ତିଙ୍କୁ ଖବର ଦେଇଥିଲେ । ଦୋକାନ ମାଲିକ ଆସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୬୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୩
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ବାସୁଦେବପୁର : ବାଇକ୍ ଦୁର୍ଘଟଣାରେ ବାପା ମୃତ ଓ ପୁଅ ଗୁରୁତର ହୋଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ମାତାଜି ମଠ ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ବୁଧବାର ଭୋର ସମୟରେ
Read More...

ଆଜିଠୁ ଜାତୀୟ ଆଦିବାସୀ ମହୋତ୍ସବ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ଜାତୀୟ ଆଦିବାସୀ ମହୋତ୍ସବ । ଏହା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଦର୍ଶନୀ ପଡ଼ିଆରେ ଏହା ଅନୁଷ୍ଠିତ ହେବ । ସା-ପରିଚୟ ଫାଉଣ୍ଡେସନ୍‌ ତରଫରୁ ଆୟୋଜିତ ଏହି ସ୍ୱାବଲମ୍ବନ ଆଦିବାସୀ ମେଳାରେ ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ୧୧ଟି ଜିଲ୍ଲାରୁ
Read More...

ଗାଧୋଉଥିବା ବେଳେ ଋଷିକୂଲ୍ୟା ନଦୀରେ ଭାସିଗଲେ ୨ ଭାଇ

ଗଞ୍ଜାମ, (କେ.ସତ୍ୟନାରାୟଣ ରେଡ୍ଡୀ) : ଗାଧୋଉଥିବା ବେଳେ ଭାସିଗଲେ ୨ ଭାଇ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ସେମାନେ ହେଲେ କୃଷ୍ଣ ଚନ୍ଦ୍ର ମହାନ୍ତି (୧୫) ଏବଂ କାହ୍ନୁ ଚରଣ ମହାନ୍ତି
Read More...

ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କୁ ଟ୍ୱିଟ କରି ଜଣାଇଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କୁ ଟ୍ୱିଟ କରି ଜଣାଇଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନାଯୋଗ୍ୟ ଯେ, ମା' ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିର ପ୍ରତି ଶତାଧିକ ବର୍ଷ ଧରି ଜଡିତ ଥିବା ବଲାଙ୍ଗିର ସହରବାସୀଙ୍କ ଭାବ ପ୍ରବଣତା
Read More...

କୁଚିପାଲିରେ ଜୁଗାର ଯାତ୍ରା

ଦେବାଶିଷ ପଟ୍ଟନାୟକ ବରଗଡ଼ ଜିଲ୍ଲା ସଦର ମହକୁମାରୁ ୫୦ କି.ମି. ପଦ୍ମପୁର ଗଲାବେଳେ ରାଜ୍ୟ ରାଜପଥ କଡ଼ରେ କୁଚିପାଲି ଗ୍ରାମ ଅବସ୍ଥିତ । ଆଠଟି ୱାର୍ଡ଼ ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ଚାରି ହଜାରରୁ ଅଧିକ ହେବ । ପଶ୍ଚିମ ଓଡ଼ିଶାରେ ଏହି ଗ୍ରାମର ଏକ ସ୍ୱତନ୍ତ୍ର ପରିଚୟ ରହିଛି ।
Read More...

୬ ପେଷାଦାର ଜୁଆଡି ଗିରଫ ସହ ନଗଦ ଟଙ୍କା ଜବତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଭଇଁଷା ଗ୍ରାମର ୬ ଜଣ ପେଷାଦାର ଜୁଆଡିଙ୍କୁ ପୁଲିସ ଗିରଫ କରିବାସହ ସେମାନଙ୍କ ଠାରୁ ନଗଦ ୧୨ ଶହ ଟଙ୍କା ଓ ଦୁଇଟି ମୋବାଇଲ ସହ ଏକ ପ୍ୟାକେଟ୍ ତାସ ଜବତ କରିଥିବା ଜଣାପଡିଛି । ଗିରଫ ଜୁଆଡିମାନେ ହେଲେ ଭଇଁଷା ଗ୍ରାମର ଅଜୟ ତୁମୁନିଆ, ଗୋବିନ୍ଦ
Read More...

ଆଦର୍ଶ ପାଠାଗାରରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ
Read More...

ମା’ ଆଇମଲିଏନ ପ୍ରଥମ ଏକ ଦିବସୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଆଇମାଲ ଗ୍ରାମରେ ମା' ଆଇମଲିଏନ ପ୍ରଥମ ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ- ୨୦୨୨ ମା' ଆଇମଲିଏନ ଫୁଟବଲ୍ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଠଟି ଦଳକୁ ନେଇ ହୋଇଥିବା ଏହି ଫୁଟବଲ୍ ପ୍ରତିଯୋଗିତାର
Read More...