Daily Archives

କୁଷ ରିଜର୍ଭ ଫରେଷ୍ଟରୁ ୬ଟି ବିଜା କାଠଗଣ୍ଡି ଜବତ କଲା ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲାର କୁଷ ରିଜର୍ଭ ଫରେଷ୍ଟରୁ ୬ଟି ବିଜା କାଠଗଣ୍ଡି ଜବତ କଲା ସଇଁତଲା ବନ ବିଭାଗ ବୋଲି ଡିଏଫୋ ନୀତିଶ କୁମାର ସୂଚନା ଦେଇଛନ୍ତି । ଏହି ଚଢାଉରେ ସଇଁତଲା ରେଞ୍ଜର କର୍ମଚାରୀମାନେ ସାମିଲ ଥିବା ବେଳେ ଚଢାଉ ବେଳେ ଅଭିଯୁକ୍ତମାନେ ଫେରାର
Read More...

ସଇଁତଲାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ସ୍ଥିତ ସଇଁତଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏଥିରେ ସିଆରସିସି ଶେଷଦେବ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ସ୍କୁଲର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ
Read More...

ଆଜି ଆଲୋକର ଉତ୍ସବ ଦୀପାବଳୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଲୋକର ଉତ୍ସବ ଦୀପାବଳୀ । ଭାରତର ସବୁଠାରୁ ଲୋକପ୍ରିୟ ପର୍ବ ହେଉଛି ଏହି ଦୀପାବଳୀ । କାର୍ତ୍ତିକ ଅମାବାସ୍ୟା ତିଥିରେ ପାଳିତ ହେଉଥିବା ଏହି ପର୍ବ ମୁଖ୍ୟତଃ ଇଂରାଜୀ ମାସର ଅକ୍ଟୋବର କିମ୍ବା ନଭେମ୍ବର ମାସରେ ପାଳିତ ହୋଇଥାଏ । ଧନ, ସମ୍ପତ୍ତି, ଐଶ୍ଚର୍ଯ୍ୟର
Read More...

ସଡକ ଦୁର୍ଘଟଣା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋଇସଂହା ବ୍ଲକ କୁସୁମେଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମର ବଲରାମ ପଟେଲ ବାଇକରେ ଆସୁଥିବା ସମୟରେ ଫଟାବାହାଲ ରୋଡ୍‌ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୁରୁତର ବଲରାମ ପଟେଲ ବଲାଙ୍ଗିର
Read More...

ଦୀପାବଳୀ ପାଇଁ ରାଜଧାନୀରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର : ଆଲୋକର ପର୍ବ ଦୀପାବଳୀ ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି । କରୋନା ପ୍ରକୋପରେ ଦୀପାବଳୀ ଓ ପୂଜା ଦୀର୍ଘ ୨ ବର୍ଷ ଧରି ବନ୍ଦ ଥିବାରୁ ଚଳିତବର୍ଷ ଧୁମ୍‌ଧାମ୍‌ରେ ଏହାକୁ ପାଳନ କରିବେ ରାଜଧାନୀବାସୀ । ତେବେ ଏହାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ରାଜଧାନୀରେ ୧୭
Read More...

ତେରେସିଙ୍ଗା କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି- ୨୦୨୨ ଅନୁଷ୍ଠିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଶନିବାର ଆଞ୍ଚଳିକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ତେରେସିଙ୍ଗା କ୍ଲଷ୍ଟରରେ ଆୟୋଜିତ ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ତେରେସିଙ୍ଗା ଉଚ୍ଚ
Read More...

ଦେଶବ୍ୟାପୀ ପାଳିତ ହେଲା ୭ମ ଆୟୁର୍ବେଦ ଦିବସ

ଆୟୁଷ କ୍ଷେତ୍ରରେ ସହଯୋଗ ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାଆୟୁଷ ମନ୍ତ୍ରଣାଳୟର ‘ଆଇ ସପୋର୍ଟ ଆୟୁର୍ବେଦ’ ଅଭିଯାନକୁ ୧.୭ କୋଟିରୁ ଅଧିକ ଲୋକଙ୍କର ସମର୍ଥନ ନୂଆଦିଲ୍ଲୀ, (ପିଆଇବି) : ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ଆଜି ୭ମ ଆୟୁର୍ବେଦ ଦିବସ
Read More...