Daily Archives

ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷାଙ୍କ ରାଉରକେଲା ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) ଇନରହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷା ରାଉରକେଲା ଗସ୍ତ କରି ଅନୁଷ୍ଠାନର ସଭ୍ୟାଙ୍କ ସହ ଭାବ ଓ ମତ ବିନିମୟ କରିଥିଲେ । ରିଭରସାଇଡର ସଭାପତି ଡଃ ମୀନତି ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଧିକା ରିଜେନ୍ସିରେ ଆୟୋଜିତ ଏହି
Read More...

କ୍ଲିନ ଆଣ୍ଡ ଗ୍ରୀନ୍ ତରଫରୁ ଏନ୍‌ଆଇଟିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିବା ରାଉରକେଲାର କ୍ଲିନ ଆଣ୍ଡ ଗ୍ରୀନ ଅନୁଷ୍ଠାନ ତରଫରୁ ସ୍ୱଛତା କାର୍ଯ୍ୟକ୍ରମରେ ଏନ୍‌ଆଇଟିର ଅନ୍ତେବାସୀଙ୍କ ସହ ମିଶି ପରିସରକୁ ସଫା କରିଥିଲେ । ଶିକ୍ଷାନୁଷ୍ଠାନର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆମନ୍ତ୍ରଣ ତଥା ଅନୁଷ୍ଠାନର ବରିଷ୍ଠ
Read More...

୨୧ରୁ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିଆନସିପ : ସାରା ରାଜ୍ୟରୁ ଭାଗ ନେବେ ୨୦୦ ପ୍ରତିଯୋଗୀ

ଜାତୀୟ ସ୍ତରର ଖେଳାଳି ପ୍ରସ୍ତୁତ କରିବା ଏକ ମାତ୍ର ଉଦ୍ଦେଶ୍ୟ - ଡିବିଏ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ଆର. ହାଇସ୍କୁଲ ଇନଡୋର ଷ୍ଟାଡିଅମରେ ଆସନ୍ତା ୨୧ ତାରିଖରୁ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିଆନସିପ ଅନୁଷ୍ଠିତ ହେବ । ୧୫ ଓ ୧୭ବର୍ଷ ବର୍ଗରେ ଅନୁଷ୍ଠିତ ହେବାକୁ ଥିବା
Read More...

ପାଇକମାଲ ତହସିଲ ଅଞ୍ଚଳରୁ ବହୁ ମାତ୍ରାରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ଆଣିଲେ ଅଞ୍ଚଳବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅଞ୍ଚଳରୁ ବହୁ ମାତ୍ରାରେ ବାଲି ଚୋରା ଚାଲାଣ ହେବା ସହ ବାଲି ଘାଟରୁ ବାଲି ଆଣି ଅନ୍ୟତ୍ର ଡମ୍ପ କରି ରଖାଯାଇ ରାତିରେ ତାକୁ ବିନା ଚାଲାଣରେ ଅଧିକ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ କରିଛନ୍ତି
Read More...

ପୋଲିସ-ନକ୍ସଲ ଗୁଳିବିନିମୟ : ଏଏସ୍‌ଆଇ ଆହତ

ମାଲକାନଗିରି : ପୋଲିସ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି । ଏଥିରେ ଜଣେ ଏଏସ୍‌ଆଇ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ତେରମ ଥାନା ଅଞ୍ଚଳରେ ଯବାନମାନେ କମ୍ବିଂ ଅପରେସନ ସାରି ବେସ୍‌ କ୍ୟାମ୍ପକୁ ଫେରୁଥିବା ସମୟରେ
Read More...

ଆଗାମୀ ଶୀତ ଅଧିବେଶନ ବେଳେ ରେଳ ଚଳାଚଳ ପାଇଁ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତର ଓଡିଶା ରେଳ ଯୋଗାଯୋଗ ସମନ୍ୱୟ ସମିତିର ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ଏକ କାର୍ଯ୍ୟକାରିଣୀ ବୈଠକ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ପରିଚାଳନାରେ ସେକ୍ଟର ୩ ସ୍ଥିତ ଖଡ଼ଗ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଛତ୍ରପୁରରେ ଚାଲିଥିବା ଆନ୍ତଃବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ୱିତୀୟ ଦିନରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଅନସ୍ଲୋ ମିନିଷ୍ଟାଡିୟମରେ ଚାଲିଥିବା ଆନ୍ତଃବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ୧୭ ବର୍ଷରୁ କମ୍‌ ବୟସର ସ୍କୁଲ
Read More...

୪୫୩.୧୧ କୋଟି ଟଙ୍କାରେ ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପ ହେବ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଏକ ବୃହତ୍‌ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫୩ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ରବିବାର ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଜିଏସ୍‌ର ଉଦ୍‌ଘାଟନ

ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଓଡିଏମ୍‌ ଗ୍ରୁପ୍‌ର ନବନିର୍ମିତ ଓଡିଏମ୍‌ ଗ୍ଲୋବାଲ ସ୍କୁଲ (ଓଜିଏସ୍‌)ର ଆନୁଷ୍ଠାନିକ ଉଦ୍‌ଘାଟନ ହୋଇଯାଇଛି । ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ 'ଓଡିଏମ୍‌ ଗ୍ଲୋବାଲ ସ୍କୁଲ'ର ଉଦ୍‌ଘାଟନ
Read More...

ରାଜସ୍ଥାନରେ ଭୂମିକମ୍ପ ଅନୁଭୁତ

ଜୟପୁର : ରାଜସ୍ଥାନର ଜାଲୋରରେ ରବିବାର ରାତି ପ୍ରାୟ ୨ଟା ୨୬ରେ ଏକ ଭୂମିକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରହିଥିବା ଜଣାପଡିଛି । ଏଥିରେ କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ଜାଲୋରରେ ରାତି ପ୍ରାୟ ୨ଟା ୨୬ରେ ଅନୁଭୂତ ହୋଇଥିବା ଭୂକମ୍ପ ସମୟରେ ଲୋକେ ଶୋଇଥିଲେ
Read More...