Daily Archives

ଦେଶରେ ଆରମ୍ଭ ହେଲା ୫ଜି ଯୁଗ, ପ୍ରଗତି ମୈଦାନରୁ ପ୍ରଧାନମନ୍ତ୍ରୀ କଲେ ଉଦ୍‌ଘାଟନ

ନୂଆଦିଲ୍ଲୀ : ଦେଶରେ ବହୁ ପ୍ରତୀକ୍ଷିତ ୫ଜି ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଏହି ୫ଜି ସେବା ଆରମ୍ଭ କରିଛନ୍ତି । ଟେକ୍ନୋଲୋଜିର ଏହି ନୂଆ ପିଢିରେ ଭାରତ ପ୍ରବେଶ କରି ଚୀନ, ଦକ୍ଷିଣ କୋରିଆ, ଆମେରିକା ଆଦି ଦେଶ ସହିତ ସାମିଲ ହୋଇଛି ।
Read More...

ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବାଳ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁଇଁତଲା, (ଶମ୍ଭୁନାଥ ସାହୁ) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ ପଂଚାୟତର ସରପଂଚ ଗାୟତ୍ରୀ ଦୋରାଙ୍କ ଅଧ୍ୟକ୍ଷତାରେ ଶିଶୁମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ସଂକୀର୍ତ୍ତନ ତ୍ରିପାଠୀ, ପ୍ରବୀଣ
Read More...

ଗାନ୍ଧୀ ଜୟନ୍ତୀ ଦିନ ମୁଖ୍ୟମନ୍ତ୍ରୀ କରିବେ ବୃକ୍ଷ ରୋପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାନ୍ଧୀ ଜୟନ୍ତୀ ଦିନ ମୁଖ୍ୟମନ୍ତ୍ରୀ କରିବେ ବୃକ୍ଷ ରୋପଣ । ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମ ସ୍ଥାନରୁ ଏଥିପାଇଁ ସଂଗୃହୀତ ହେଉଛି ପବିତ୍ର ମାଟି ଓ ପବିତ୍ର ଜଳ । ଏହି ମାଟି ଓ ପାଣି ବୃକ୍ଷ ରୋପଣ କାର୍ଯ୍ୟରେ ବ୍ୟବହୃତ ହେବ
Read More...

କଣ୍ଟିଲୋର ପବିତ୍ର ଘାଟରୁ ପୂଣ୍ୟଜଳ ସଂଗୃହୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋର ପବିତ୍ର ଘାଟରୁ ପୂଣ୍ୟଜଳ ସଂଗୃହୀତ ହୋଇଛି । ପାରମ୍ପରିକ ପୂଜା ପରେ ଏହି ପବିତ୍ର ଜଳ ଆନିତ କରି ଗାନ୍ଧୀ ଜୟନ୍ତୀ ଦିନ ବୃକ୍ଷ ରୋପଣରେ ସିଞ୍ଚନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ
Read More...

ଅଳକାଶ୍ରମଠାରୁ ପବିତ୍ର ମାଟି ସଂଗ୍ରହ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଗତସିଂହପୁର ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏନ୍ତୁଡିଶାଳ ଅଳକାଶ୍ରମଠାରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୌର ପରିଷଦ ଅଧ୍ୟକ୍ଷାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ସଂକୀର୍ତ୍ତନ ମଣ୍ଡଳୀ,
Read More...

ମା’ ଦ୍ଵାରସେନୀଙ୍କର ଛତର ଯାତ୍ରା ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସୁର୍ଡା ଗାଁରେ ମା' ଦ୍ଵାରସେନୀଙ୍କର ଛତର ଯାତ୍ରା ତଥା ଡେଙ୍ଗସର୍ଗି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୁର୍ଡା ଠାରୁ କାନର୍ଲ ପର୍ଯ୍ୟନ୍ତ ମା'ଙ୍କର ଡେଙ୍ଗସର୍ଗି ତଥା ଛତର ଯାତ୍ରା ମହାସମାରୋହରେ ପାଳିତ ହେଇଯାଇଛି । ମା' ଦ୍ଵାରସେନୀ
Read More...

ଇକୋ କ୍ଲବ ଦାୟିତ୍ୱରେ ଥିବା ୧୦୦ ଜଣ ଶିକ୍ଷକଙ୍କ ପାଇଁ ଏକ ଦିନିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇକୋ କ୍ଲବ ଦାୟିତ୍ୱରେ ଥିବା ୧୦୦ ଜଣ ଶିକ୍ଷକଙ୍କ ପାଇଁ ଏକ ଦିନିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଗତକାଲି ବଲାଙ୍ଗିରର ମେଗା ନର୍ସରୀ ସମ୍ମିଳନୀ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗ ଯେପରିକି ଏକକ ବ୍ୟବହାର
Read More...

ଗଞ୍ଜାମ ଜିଲ୍ଲାରୁ ମୃର୍ତ୍ତିକା ଓ ଜଳ ସଂଗ୍ରହ କରି ରାଜ୍ୟ ସଚିବାଳୟକୁ ପଠାଗଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ପରିଦର୍ଶନ ପୀଠ, ଜନ୍ମପୀଠ, ଶହୀଦ୍ ପୀଠରୁ ପବିତ୍ର ମାଟି ଓ ପ୍ରମୁଖ ନଦୀରୁ ପାଣି ସଂଗ୍ରହ କରାଯାଇ ଭୁବନେଶ୍ୱର
Read More...

ଶଙ୍କର ଚକ୍ଷୁ ଚିକିତ୍ସାଳୟ ଛତ୍ରପୁର ଶାଖା ପକ୍ଷରୁ ମାଗଣାରେ ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ସଂଗଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦର ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ ପରିସରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଛତ୍ରପୁର ଶାଖା ପକ୍ଷରୁ ଶୁକ୍ରବାର ଏକ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ପ୍ରେସ୍‌ କ୍ଲବର ସଭାପତି
Read More...

ଯଦି ଆପଣ ଜଣେ ନର୍ସ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି…

ସୁଶ୍ରୀ ସ୍ନେହଲତା ଯଦି ଆପଣ ଜଣେ ନର୍ସ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି, ତେବେ ଏହା ନିଶ୍ଚିତ ଯେ ଆପଣ ବିଶେଷ ସୌଭାଗ୍ୟ ନେଇ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଛନ୍ତି । କୁହାଯାଏ, ମାନବ ସେବା, ମାଧବ ସେବା । ସିଧାସଳଖ ମାନବ ସେବାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିବା ଯୋଗୁଁ ସମାଜରେ
Read More...