ଟେଣ୍ଟ ଉପରକୁ ମାଡ଼ିଗଲା ହାଇଓ୍ୱା : ୧ ମୃତ, ୧ ଗୁରୁତର
ଭଣ୍ଡାରିପୋଖରୀ : ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରେ ଆଜି ସକାଳ ପ୍ରାୟ ୫ଟା ବେଳେ ଏକ ବାଲି ବୋଝେଇ ହାଇୱୋ ଶ୍ରମିକଙ୍କ ଟେଣ୍ଟ ଉପରକୁ ମାଡିଯିବା ଫଳରେ ଟେଣ୍ଟରେ ଶୋଇଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ!-->…
Read More...
Read More...