Monthly Archives

September 2022

ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ୩୦୦ ବିଜୁ ସେତୁ ନିର୍ମାଣ ଲକ୍ଷ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ୩୦୦ ବିଜୁ ସେତୁ ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ଲକ୍ଷ୍ୟ ହାସଲ ନିମନ୍ତେ ଗତକାଲି RDOdish ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ଏକ ବୈଠକରେ ସମୀକ୍ଷା କରିଥିଲେ । ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ନିର୍ଦ୍ଧାରିତ ସମୟରେ
Read More...

୩୦ ଦିନ ମଧ୍ୟରେ ୨୧ ଗୋଟି ଜିଲ୍ଲାରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟ ପରିକ୍ରମା କରୁଛି ଅହିଂସା ରଥ । ଅଗଷ୍ଟ ୧୫ରୁ ଯାତ୍ରା ଆରମ୍ଭ କରିଥିବା ୪ଗୋଟି ରଥ ୩୦ ଦିନ ମଧ୍ୟରେ ୨୧ ଗୋଟି ଜିଲ୍ଲାରେ ପ୍ରଚାର କରିଛି ଅହିଂସାର ବାର୍ତ୍ତା । ହଜାର ଛାତ୍ରଛାତ୍ରୀ, ମିଶନ ଶକ୍ତି ସଦସ୍ୟ
Read More...

ଓଡ଼ିଶା ସରକାରଙ୍କ ପକ୍ଷରୁ ଦୁଇ ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ମଞ୍ଜୁର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ପକ୍ଷରୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଦୁଇ ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ମଞ୍ଜୁର ହୋଇଛି । ରାୟଗଡ ଜିଲ୍ଲାରେ ଓଟିଭିର ରିପୋର୍ଟର ଭାବରେ କାର୍ଯ୍ୟରତ ଥିବା ସ୍ୱର୍ଗତ
Read More...

ମହାନ୍ କ୍ରାନ୍ତିକାରୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମମାଟିରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ କ୍ରାନ୍ତିକାରୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମମାଟିରେ ଗତକାଲି ଅହିଂସା ରଥ ପରିକ୍ରମା କରି ପୁନଃ ସ୍ମୃତିଚାରଣ କରିଛି ବଳିଦାନର ଗାଥା । କୋରାପୁଟ ଜିଲ୍ଲାରେ ଅହିଂସା ରଥ ପରିକ୍ରମା ଆରମ୍ଭ କରିଛି । ବୈପାରୀଗୁଡା ବ୍ଲକର ଐତିହାସିକ ତେନ୍ତୁଲିଗୁମାରେ
Read More...

ସ୍ୱରୂପାନନ୍ଦ ସରସ୍ୱତୀଙ୍କ ବ୍ରହ୍ମଲୀନରେ ଆଦିତ୍ୟ ବାହିନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ନିରୋଜ କୁମାର ପାଣୀ) : ସନାତନ ଧର୍ମର ଅନନ୍ୟ ଅଗ୍ରଣୀ ଅପ୍ରତିମ ନାୟକ, ଶ୍ରୀରାମ ସେତୁ ରକ୍ଷକ, ଶ୍ରୀରାମ ରାଜ୍ୟ ପରିଷଦର ପ୍ରଥମ ଅଧ୍ୟକ୍ଷ, ଶ୍ରୀରାମ ଜନ୍ମଭୂମି ନିମନ୍ତେ ସୁଦୀର୍ଘ ସମୟ ପର୍ଯ୍ୟନ୍ତ ସଂଘର୍ଷ କରିଥିବା, ଗୋରକ୍ଷା ଆନ୍ଦୋଳନର ପ୍ରଥମ ସତ୍ୟାଗ୍ରହୀ ତଥା ଦ୍ୱାରକା
Read More...

ବାଲେଶ୍ୱର ଜିଲ୍ଲାରେ ପରିକ୍ରମା ଆରମ୍ଭ କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲାର ପବିତ୍ର ମାଟିରେ ଗତକାଲି ପରିକ୍ରମା ଆରମ୍ଭ କରିଛି ଅହିଂସା ରଥ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳେଶ୍ଵର ବ୍ଲକରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ
Read More...

ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଶୁଣାଣି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସେପ୍ଟେମ୍ବର ୧୫ ତାରିଖରୁ ପୁଣି ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଶୁଣାଣି । ଆର୍‌ଆଇ ଅଫିସ ତଥା ଗ୍ରାମରେ ସପ୍ତାହରେ ଦୁଇତିନି ଦିନ କ୍ୟାମ୍ପ କୋର୍ଟ ଆୟୋଜିତ ହେବ । ତହସିଲଦାର ଓ ଅତିରିକ୍ତ
Read More...

ଆନ୍ଧ୍ରପ୍ରଦେଶ କାକିନାଡ଼ାରୁ ଅଯୋଧ୍ୟାର ରାମ ଜନ୍ମଭୂମି ଯାଏଁ ପଦଯାତ୍ରା

ଗଞ୍ଜାମ ଜିଲ୍ଲା ସଦରମହକୁମାରେ ସ୍ୱାଗତ ସମ୍ବର୍ଦ୍ଧନା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା କାକିନାଡ଼ା ସହର ଅନ୍ତର୍ଗତ ଗୋଚଳମ ଗାଁରୁ ୪ ଜଣ ମହିଳା ଓ ୧୪ ଜଣ ପୁରୁଷ ଭକ୍ତ ଗୋଷ୍ଠୀ ଗତ ଅଗଷ୍ଟ ୨୧ତାରିଖରୁ ରାମ ଜନ୍ମଭୂମି ଅଯୋଧ୍ୟା ଅଭିମୁଖେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୨୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୭୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୨ ଜଣ
Read More...

ଜିଲ୍ଲାପାଳଙ୍କ ଗଞ୍ଜାମ ଗ୍ରସ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମଙ୍ଗଳବାର ଗଞ୍ଜାମ ସହର ଗ୍ରସ୍ତ କରି ଗଞ୍ଜାମ ସବ ରେଜିଷ୍ଟର କାର୍ଯ୍ୟାଳୟ ଓ ପୋଲିସ ଥାନା ପରିଦର୍ଶନ କରିଥିଲେ । ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ତହସିଲ, ସବ ରେଜିଷ୍ଟର ଏବଂ ଏନଏସି କାର୍ଯ୍ୟାଳୟ ଦାୟିତ୍ୱ
Read More...