Monthly Archives

September 2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୭ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫୭୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ ଜଣ
Read More...

ଶାନ୍ତିପଡା ସ୍ଥିତ ୧୮୯ ବାଟାଲିୟନ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡା ୧୮୯ ବାଟାଲିୟନ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ
Read More...

ନିଆଁରା ଭାବେ ଗୁରୁଦିବସ ପାଳନ କଲେ ଗଛ ମଣିଷ ତ୍ରିଲୋଚନ ସାହୁ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ତମିଆଁ ଗ୍ରାମରେ ନିଆଁରା ଭାବେ ଗୁରୁଦିବସ ପାଳନ କଲେ ଗଛ ମଣିଷ ତ୍ରିଲୋଚନ ସାହୁ । ଶ୍ରୀ ସାହୁ ନିଜକୁ ଶିକ୍ଷାଦାନ କରିଥିବା ଗୁରୁମାନଙ୍କୁ ଗଛ ଉପହାର ଦେଇ ଗୁରୁ ଦିବସ ପାଳନ କରିଛନ୍ତି । ସେ ସମାଜକୁ ଏକ ନବ ବାର୍ତ୍ତା ଦେବା
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ଶିକ୍ଷକ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ବିଭାଗୀୟ ମୁଖ୍ୟ ପ୍ରଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଶିକ୍ଷକ ଦିବସ ପାଳିତ ହୋଇଯାଇଛି । ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶିକ୍ଷକମାନଙ୍କର ଆଶୀର୍ବାଦ ଓ ଗୁରୁଦାୟିତ୍ୱ ଉପରେ ନିଜ
Read More...

ପରବାସୀ କୁଟୁମ ଓ ଉତାଲଗଡର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରବାସୀ କୁଟୁମ ଓ ଉତାଲଗଡ ନାଟ୍ୟ ସଂସଦର ମିଳିତ ଆୟୋଜନରେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ସ୍ଥିତ ଖଗେଶ୍ୱର ମଣ୍ଡପଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ରବିବାର ସକାଳେ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ପରିକ୍ରମା ପରେ ଭେଟ୍‌ଘାଟ୍‌
Read More...

ଛତ୍ରପୁରରେ ଭୋଟର ସଚେତନତା ରଥର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୋଟର କାର୍ଡ ସହ ଆଧାର କାର୍ଡ ସଂଯୋଗୀକରଣ କରିବା ନିମନ୍ତେ ଭୋଟରମାନଙ୍କୁ ସଚେତନତା କରାଇବା ଲକ୍ଷ୍ୟ ନେଇ ଏକ ସଚେତନତା ରଥ ବାହାରିଛି । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ସୋମବାର
Read More...

କୋସଲ ରାଜ୍ୟ ଦାବୀ ନେଇ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ ତେଜିବାରେ ଲାଗିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଜୁଲାଇ ୫ରେ ବିଧାନସଭା ଘେରାଓ ଏବଂ ୬ ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି ହେଲେ ସରକାର ଏହି ଦାବି କୁ ଗୁରୁତ୍ୱ ଦେଉ ନାହାନ୍ତି ବୋଲି କୋସଲ ରାଜ୍ୟ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, ଆମ ପଶ୍ଚିମ ଓଡ଼ିଶାର ଜନତାଙ୍କୁ ଓଡିଶା ସରକାର
Read More...

ପ୍ରେମ କରିବା ମହଙ୍ଗା ପଡିଲା : ହତ୍ୟା କରି ମାଟିରେ ପୋତିଦେଲେ, ୧୦ଦିନ ପରେ ଶବ ଜବତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତର ଫାଟକିମାଲ ଅନ୍ତର୍ଗତ ତଳିପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଯେ, ତଳିପଡ଼ା ଗ୍ରାମର ଜଣେ ଯୁବତୀଙ୍କୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ
Read More...

ପୁଇଁତୋଳା ଏମ୍‌ଇ ସ୍କୁଲ ପିଲାଙ୍କୁ ପରିଚୟ ପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜାତୀୟ ରାଜପଥ ପାର୍ଶ୍ଵରେ ପୁଇଁତୋଳା ମଧ୍ୟ ଇଂରାଜୀ ସ୍କୁଲ ଅବସ୍ଥିତ । ଏହି ସ୍କୁଲଟି ଏଡେଡ଼୍‌ ସ୍କୁଲ ହୋଇଥିବାରୁ ସରକାରଙ୍କ ପକ୍ଷରୁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ପୋଷାକକୁ ଛାଡିଦେଲେ ଅନ୍ୟାନ୍ୟ
Read More...

ସଡକ ଦୁର୍ଘଟଣା : ୨ ବାଇକ ଆରୋହୀ ଗୁରୁତର ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଷୋହଳ ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ସମ୍ମୁଖରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଅଜିତ ମିଶ୍ର ଏବଂ କୃଷ୍ଣ ପ୍ରଧାନ । ଉଭୟଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳର ବୋଲି ଜାତୀୟ ରାଜପଥ ସୁରକ୍ଷା
Read More...