କ୍ରୀଡା ଶିକ୍ଷକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଁଚୁଡିରେ ଏକ ଭଡ଼ା ଘରେ ଜନୈକ କ୍ରୀଡ଼ା ଶିକ୍ଷକ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଶିକ୍ଷକଙ୍କ ନାମ ପର୍ଶୁରାମ ସେଠୀ । ସେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସ୍ମୃତି ପୀଠରେ ଖେଳ ଶିକ୍ଷକ ଥିଲେ । ଆତ୍ମହତ୍ୟାର କାରଣ!-->…
Read More...
Read More...