Monthly Archives

September 2022

ମେଘା ସ୍ୱାସ୍ଥ୍ୟ ସେକ୍ଟରରେ ସ୍ୱଚ୍ଛ ବାୟୁ ଦିବସ ପାଳିତ

ଆଠଗଡ଼ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସ୍ୱାସ୍ଥ୍ୟ ସେକ୍ଟର ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତର ରାଧାଗୋବିନ୍ଦପୁର ଗ୍ରାମରେ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ପାଳନ ଅବସରରେ ଜନ ସଚେତନତା ସୃଷ୍ଟି କରାଯାଇଛି । ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ
Read More...

ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତାପ୍ରଧାନ) : ସେକ୍ଟର ୧୯ ଥାନା ପ୍ରଭାରୀ ଭାବେ ମାନସ ବାରିକ ଯୋଗ ଦେବା ପରେ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଆମ ପୁଲିସ ତରଫରୁ ପଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଆମ
Read More...

ରାଉରକେଲାରେ ଖେଳା ଯିବ ୮ରୁ ୧୨ଟି ଲିଗ୍‌ ମ୍ୟାଚ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ-୨୦୨୩ର ଅନ୍ୟତମ ଆୟୋଜନ ସ୍ଥାନ ଭାବେ ରାଉରକେଲା ସ୍ଥାନ ପାଇଛି । ରାଉରକେଲାରେ ନିର୍ମିତ ବିର୍ଶା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ହକି ବିଶ୍ୱକପ୍‌ର କିଛି ମ୍ୟାଚ ଖେଳାଯିବ । ଏଠାରେ ୮ରୁ ୧୨ଟି ଲିଗ୍‌ ମ୍ୟାଚ
Read More...

ଅହିଂସା ରଥକୁ ପାଟଣାରେ ସ୍ୱାଗତ

ପାଟଣା : ସମଗ୍ର ରାଜ୍ୟ ପରିକ୍ରମାରେ ଥିବା ଅହିଂସା ରଥକୁ ଘଟଗାଁ ଏବିଡିଓ ଚିତ୍ତରଞ୍ଜନ ନାୟକ ମଲ୍ଲୀପଶିଠାରେ ପାଟଣା ବ୍ଲକ ପ୍ରଶାସନକୁ ଦାୟିତ୍ଵରେ ଛାଡ଼ିଥିବା ବେଳେ ଏଠାରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଏକ ବିଶାଳ ସମୁଦାୟ ପକ୍ଷରୁ
Read More...

ସାହାରପଡ଼ା ବ୍ଲକରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା

ପାଟଣା : ସାହାରପଡା ବ୍ଲକ ଅଞ୍ଚଳରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଗାନ୍ଧୀଜିଙ୍କ ଅହିଂସା ବାର୍ତ୍ତା ଧରି ଅହିଂସା ରଥ ବ୍ଲକ ଅଞ୍ଚଳରେ ପହଞ୍ଚିବା ପରେ ବିଧାୟକ ଜଗନ୍ନାଥ ନାଏକଙ୍କ ଉପସ୍ଥିତିରେ ରଥକୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଖଜୁରୀଡିହା ଉଚ୍ଚ ବିଦ୍ୟାଳୟଠାରେ
Read More...

ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାଙ୍କ ଜରାୟୁ ଓ ଗର୍ଭାଶୟ ସମସ୍ୟାର ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ଆୟୋଜିତ ହୋଇଯାଇଛି । କ୍ଲବର ସଭାପତି ଡ. ମୀନତି ପଣ୍ଡା ସ୍ୱାଗତ ଭାଷଣ ଦେବାସହ
Read More...

ଯାଦବ ମହାସଭା ପକ୍ଷରୁ ସମିତି ସଭ୍ୟା ସମ୍ବର୍ଦ୍ଧିତ

ପାଟଣା : ଜିଲ୍ଲା ସଂସ୍କୃତି ଭବନରେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବରେ ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ସମିତି ସଭ୍ୟା ତଥା ନାରୀ ନେତ୍ରୀ ଦମୟନ୍ତୀ ବାରିକଙ୍କୁ ତାଙ୍କର ଯାଦବ ସମ୍ପ୍ରଦାୟ ପ୍ରତି
Read More...

ଇସ୍ପାତ ମାର୍କେଟରେ ସୁଇଟ ଆଣ୍ଡ ସ୍ନାକ୍ସ ଦୋକାନ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ମାର୍କେଟଠାରେ ବୃନ୍ଦାବନ ସୁଇଟ୍ସ ଆଣ୍ଡ ସ୍ନାକ୍ସ ଦୋକାନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଦୋକାନରେ ସୁଲଭ ମୂଲ୍ୟରେ ମିଷ୍ଟାନ୍ନ ସହ ମିକ୍ସଚର ଇତ୍ୟାଦି ଉପଲବ୍ଧ ହେବ ବୋଲି ସତ୍ୱାଧିକାରୀ ହିମାଂଶୁ
Read More...

ନିଟ୍‌ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ହେମକାନ୍ତ ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ବରଗଡ଼ ଜିଲ୍ଲା ସୋହେଲା ନିକଟସ୍ଥ ହୀରାପାଲି ଗ୍ରାମର ବାଉସେନମୁରା ପଂଚାୟତ ହେମକାନ୍ତ ସାହୁ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କରୁ ୬୬୦ ମାର୍କ ରଖି ସେ ଜିଲ୍ଲା ତଥା ଓଡ଼ିଶା ପାଇଁ ଗୌରବ
Read More...

ଧର୍ମ ପରାୟଣା ମହିଳାଙ୍କ ପ୍ରଥମ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ତଥା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରିୟ ମହାସଭାର ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଧର୍ମପତ୍ନୀ ଶାନ୍ତିଲତା ପାତ୍ରଙ୍କ ସ୍ମୃତିଚାରଣ ସଭା ସେକ୍ଟର ୩ ସ୍ଥିତ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହରର ପ୍ରମୁଖ ବ୍ୟକ୍ତିମାନେ
Read More...