Monthly Archives

September 2022

ଗୁଡେଶିରା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଦୀର୍ଘ ଦୁଇବର୍ଷ ବ୍ୟବଧାନ ପରେ ପ୍ରତ୍ୟେକ ମଣ୍ଡପରେ ମହାସମାରୋହରେ ପାଳନ ହେବାକୁ ଯାଉଛି ଚଳିତ ବର୍ଷ ଦୁର୍ଗାପୂଜା । ଏଥିପାଇଁ ପ୍ରତ୍ୟେକ ପୂଜା କମିଟି ତତ୍ପରତା ଦେଖାଇଛନ୍ତି । ବରଗଡ଼ ସହରରେ ପ୍ରାୟତଃ ୨୫ଟି ମଣ୍ଡପରେ ଦୁର୍ଗାପୂଜା ହେଉଥିବା ବେଳେ ସହର ଆଖପାଖ
Read More...

ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରୁ ନକଲି ବିଦେଶୀ ମଦ ଜବତ । ବେଆଇନ ମଦ ପ୍ରସ୍ତୁତ ୟୁନିଟ୍ ଉପରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣରେ ନକଲି ମଦ ଜବତ କରିଛି । ଗତ କିଛି ଦିନ ହେଲା ଏଠାରେ ଏଭଳି ମଦ ପ୍ରସ୍ତୁତ କରି ବ୍ୟବସାୟୀ
Read More...

ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଖଟିଖିଆ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଖଟିଖିଆ ସଂଘ ତରଫରୁ ଗତ ୨୩ ତାରିଖରୁ ଝାରବନ୍ଧ ବ୍ଲକ ସାମ୍‌ନାରେ ଦୀର୍ଘ ୧୭ ଦିନ ଧରି ଆନ୍ଦୋଳନ ଚାଲୁଥିଲା । ପେକ୍ସରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି, ଆବାସ ଯୋଜନା ବିନା ଘର କରି ପଇସା ଉଠାଇବା, ମନରେଗା ଯୋଜନାରେ ଯିଏ କାମ କରି ନାହାନ୍ତି ତାଙ୍କ ନାଁରେ
Read More...

୯୬ ବର୍ଷରେ କ୍ଵିନ୍ ଏଲିଜାବେଥ୍‌ଙ୍କ ପରଲୋକ

ନୂଆଦିଲ୍ଲୀ : ବ୍ରିଟେନ ମହାରାଣୀ ଏଲିଜାବେଥ୍‌ଙ୍କ ୯୬ ବର୍ଷରେ ପରଲୋକ ଘଟିଛି । ଗୁରୁବାର ରାତିରେ ସ୍କଟଲାଣ୍ଡର ବାଲମୋରାଲ ମହଲରେ ଏଲିଜାବେଥ୍‌ଙ୍କର ପରଲୋକ ଘଟିଥିବା ରାଜ ପରିବାର ପକ୍ଷରୁ ଘୋଷଣା କରାଯାଇଛି । ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦେହାନ୍ତ ପରେ ଅପରେସନ ୟୁନିକର୍ଣ୍ଣ ଆରମ୍ଭ ହୋଇଯାଇଛି ।
Read More...

ଘର ଉପରେ ଗଛ ପଡ଼ି ୩ ଆହତ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଗରଡମା ଗାଁରେ ଘର ଉପରେ ଗଛ ପଡ଼ି ୩ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ବେଳେ ଗତକାଲି ରାତିରେ ବର୍ଷା ସହ ପବନ
Read More...

ସମ୍ବଲପୁରକୁ ରାଜସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ ପୁରସ୍କାର

ସମ୍ବଲପୁର : ଭାରତ ସ୍କାଉଟ୍ସ ଓ ଗାଇଡର ଓଡ଼ିଶା ରାଜ୍ୟ ଶାଖା ଆନୁକୂଲ୍ୟରେ ପୂର୍ବତନ ରାଜ୍ୟ ସଭାପତି ବସନ୍ତ ବିଶ୍ୱାଳଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ସମ୍ମାନଜନକ ପୁରସ୍କାର ଚଳିତ ବର୍ଷ ସମ୍ବଲପୁର ଜିଲାକୁ ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବ ରାଜଧାନୀ ଭୁବନେଶ୍ୱରଠାରେ ଆୟୋଜିତ
Read More...

ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ତିଗିରିଆ : ତିଗିରିଆ ବ୍ଲକରେ ମହିଳାମାନଙ୍କୁ ଆର୍ଥିକ ଦିଗରେ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ମିଶନ ଶକ୍ତି ଯୋଜନା ଜରିଆରେ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରଣବ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ୯ଟି ଆଦର୍ଶ ବିଦ୍ୟାଳୟରେ ପୂର୍ବରୁ
Read More...

ଯୁବ ପ୍ରକୃତି ବନ୍ଧୁଙ୍କ ବୃକ୍ଷ ରୋପଣ ଓ ସଚେତନତା

ତିଗିରିଆ : ତିଗିରିଆ ବ୍ଲକ ଅନ୍ତର୍ଗତ ସୋମପଡ଼ା ଗ୍ରାମର ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ଯୁବ ସମାଜସେବୀ ଶ୍ରୀକ୍ଷେତ୍ର ଚନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଏକ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ନିଜ ଗ୍ରାମ ସୋମପଡ଼ାରେ ପଡ଼ିଆ ପଡ଼ିଥିବା ବିଭିନ୍ନ ସରକାରୀ
Read More...

ରାସ୍ତାକଡ଼ରୁ ଝୁଲନ୍ତା ଗଳିତ ଶବ ଉଦ୍ଧାର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଥାନା ଧାମନ ଡ଼ଙ୍ଗା ମୁଖ୍ୟ ରାସ୍ତକଡ ପ୍ରାୟ ୧୦୦ ମିଟର ଦୂର ଗୋଟିଏ ଗଛ ବୁଦା ମୂଳରୁ ଏକ ଗଳିତ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି । କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣି
Read More...