Monthly Archives

September 2022

ସାପ କାମୁଡାରେ ମହିଳା ଗୁରୁତର

ହରଭଙ୍ଗା : ହରଭଙ୍ଗା ମେଡିକାଲ ସାହିରେ ଶୁକ୍ରବାର ରାତିରେ ଘରେ ଶୋଇଥିବା ସମୟରେ ସାପ କାମୁଡାରେ ମମତା ନାଏକ (୩୭) ନାମକ ଜନୈକ ମହିଳା ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତିରେ ହରଭଙ୍ଗା ମେଡିକାଲ ସାହିର ରଞ୍ଜିତ ନାଏକଙ୍କ ପତ୍ନୀ ମମତା ନାଏକ ଘରେ ଶୋଇଥିବା ସମୟରେ
Read More...

ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନର କଳାବାଲି ପରିବହନକୁ ନେଇ ପୁଣି ବିବାଦ

• ଆନ୍ଦୋଳନକୁ ଓହ୍ଲାଇଲେ ଟ୍ରକ ମାଲିିକ ସଂଘ• ମିଳୁନି କାମ ଧନ୍ଦା : ଫାଇନାନ୍ସ ସୁଜିବେ କେମିତି ? ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠ ମାଟିଖାଲ ଠାରେ ଅବସ୍ଥାପିତ ଭାରତ ସରକାରଙ୍କ ପ୍ରତିଷ୍ଠାନ ଆଇଆରଇଏଲ କମ୍ପାନୀ ପରିସରରେ କଳାବାଲି ପରିବହନକୁ ନେଇ ପୁଣି ବିବାଦ
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ପିପିଲି : ପିପିଲି ପୌରାଞ୍ଚଳ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିସରରେ ବ୍ୟାଙ୍କର ଗ୍ରାହକଙ୍କ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍‍ପିଟାଲର ଭେଷଜ ବିଶେଷଜ୍ଞ ଡାକ୍ତର ମୋହିତ ଚୌହାନ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦୀପକ ରୋହେଲାଙ୍କ
Read More...

ପୁଅ ସାମ୍ନାରେ ଭାସିଗଲେ ବାପା

ତେଲକୋଇ : ନୟାକୋଟ ଥାନା କେନ୍ଦୁଗୋଟି ଗାଁ ନିକଟ ବୈତରଣୀ ନଦୀରେ ପୁଅ ସାମ୍ନାରେ ବାପା ଭାସି ଯାଇଥିବା ସୂଚନା ମିଳିଛି । ବାପା ଓ ପୁଅ ବାଇକରେ ଗଲା ବେଳେ ରାସ୍ତାରେ ଥିବା ପୋଲ ବୁଡ଼ିଥିଲା । ପୁଅ ବାଇକରେ ପୋଲ ପାରି ହୋଇଯିବା ପରେ ବାପା ଚାଲି ଚାଲି ଯାଉଥିଲେ । ହ୍ୟୁମ ପାଇପରେ ତିଆରି ପୋଲରେ
Read More...

ଧବଳେଶ୍ୱର ପୀଠର ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ, ଭିତ୍ତିଭୂମିର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଧବଳେଶ୍ୱର ପୀଠରେ ଭକ୍ତ ଓ ଦର୍ଶନାର୍ଥୀଙ୍କୁ ସୁବିଧା ଯୋଗାଇବା ସହିତ ପୀଠକୁ ଅଧିକ ଆକର୍ଷଣୀୟ କରିବା ପରିପ୍ରେକ୍ଷୀରେ ନିର୍ମାଣାଧୀନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ
Read More...

ଜଙ୍ଗଲ ଭିତରେ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ୧୨୭ କିଲୋ ଗଞ୍ଜେଇ ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଶୁକ୍ରବାର ଏକ ଘଂଚ ଜଙ୍ଗଲ ଭିତରେ ଚଢ଼ାଉ କରି ୧୨୭ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ତେବେ ପୋଲିସକୁ ଦେଖି ଚୋରା ଗଂଜେଇ ଚାଲାଣକାରୀମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଫିରିଙ୍ଗିଆ ବ୍ଲକର ମାଓ ଅଧ୍ୟୁସିତ ଅଞ୍ଚଳ କୁହାଯାଉଥିବା
Read More...

ସାପ କାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଖଲିଆପାଲି ପରମାନପୁରର ଶେଷଦେବ ମଲ୍ଲିକଙ୍କ ପୁଅ ଦୀପକ ମଲ୍ଲିକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି । ସେ ଅତାବିରା ମହାବିଦ୍ୟାଳୟରେ ସେ ଯୁକ୍ତ ତିନି ଦ୍ବିତୀୟ ବର୍ଷ କଳା ଛାତ୍ର ଥିଲେ । ଗତ ରାତିରେ ଶୋଇଥିବା ବେଳେ ତାଙ୍କ ବେକରେ ଏକ ବିଷଧର
Read More...

ଜିଲ୍ଲାପାଳଙ୍କ ତବଲା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଶୁକ୍ରବାର ମାନେଶ୍ୱର ବ୍ଲକ ଅର୍ନ୍ତଗତ ତବଲା ପଞ୍ଚାୟତ ଗସ୍ତରେ ଯାଇ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ ଓ ଯାଞ୍ଚ ପରେ ଜିଲ୍ଲାପାଳ ଦାସ ଆଦର୍ଶ ଲିଙ୍ଗରାଜ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା
Read More...

ବଜ୍ରାଘାତରେ ଯୁବକ ମୃତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ଥାନା ଅନ୍ତର୍ଗତ ଘୁନେଶ ଗ୍ରାମ ପଞ୍ଚାୟତର ବାନ୍ଧନପାଲି ଗାଁର ଜୈନିକ ଯୁବକ ସୁନାଧର ପୁଞ୍ଜି ଘରୁ ବାହାରି ଗାଁ ପାଖ ପେଣ୍ଡ୍ରା ବନ୍ଧ ଜଳ ପ୍ରପାତକୁ କାଠ ଡ଼ଙ୍ଗାରେ ମାଛ ମାରିବାକୁ ଡ୍ୟାମ ଭିତରକୁ ପ୍ରବେଶ କରି ମାଛ ମାରୁଥିଲେ । ଅପରାହ୍ନରେ ହଠାତ
Read More...

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ୯୬ ତୋପର ସଲାମୀ

ଲଣ୍ଡନ : ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକକୁ ନେଇ ଶୁକ୍ରବାରଠାରୁ ବ୍ରିଟେନରେ ୧୦ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି । ଶୋକ ଦିବସର ପ୍ରଥମ ଦିନରେ ରାଣୀଙ୍କ ଉଦ୍ଦେଶ୍ୟରେ ଇଂଲଣ୍ଡର ବିଭିନ୍ନ ସାମରିକ ପ୍ରତିଷ୍ଠାନ ପକ୍ଷରୁ ୯୬ଟି ଲେଖାଏଁ ତୋପ ସଲାମୀ ଦିଆଯାଇଛି । ଅପରାହ୍ନ ୧ଟାରେ ହାଇଦ
Read More...