Monthly Archives

September 2022

ଖଡ଼ିଆଳ ମହୋତ୍ସବ -୨୦୨୩ ପାଇଁ ପ୍ରସ୍ତୁତି ବୈଠକ

ଖଡିଆଳ, (ନିରାକାର ମେହେର) : ବହୁ ପ୍ରତିକ୍ଷିତ “ଖଡ଼ିଆଳ ମହୋତ୍ସବ-୨୦୨୩”ର ପ୍ରସ୍ତୁତି ବୈଠକ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରେଣ୍ୟ ମୁଖ୍ୟ ଅତିଥି ଭାବରେ
Read More...

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଏସ୍‌.ରାମପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ପଂଚାୟତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ଆଜି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନଶିକ୍ଷକ ମନୋଜ କୁମାର
Read More...

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ଆଜି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନ ଶିକ୍ଷକ ତଥା ପ୍ରାଥମିକ ଚିକିତ୍ସା
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରଠାରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ମନ୍ଦିରର ଅଭିଭାବିକା ଶ୍ରୀମତୀ ଜ୍ୟୋତି ସାହୁ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ବିଦ୍ୟାଳୟର
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ବଗିଚା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମାଜ ସେବୀ ନିରୋଜ ଦୋରା, ସଭାପତି ପୃଥିରାଜ ସାହୁ, ସମ୍ପାଦକ
Read More...

ଶିକ୍ଷକ ଓ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆଜି ଶିକ୍ଷକ ଓ ଅଭିଭାବକ ବୈଠକ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ତ୍ରିଲୋଚନ ନାଏକ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ
Read More...

‘‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’’ ଉଦ୍‌ଘାଟିତ

● କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କଲେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ● ଜଳବାୟୁ ପରିବର୍ତ୍ତନ ସହିତ ଉପକୂଳ କ୍ଷେତ୍ରରେ ରହୁଥିବା ସମୁଦାୟଙ୍କୁ ଅଧିକ ସହନଶୀଳ କରିବାର ଆବଶ୍ୟକତା ରହିଛି : ଶ୍ରୀ ଯାଦବ● ଉପକୂଳ କ୍ଷେତ୍ରର ସହନଶୀଳତା, ଦୀର୍ଘସ୍ଥାୟୀତ୍ବ
Read More...

ଭଡ଼ାଟିଆଙ୍କ ଦ୍ୱାରା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବ୍ଲାକମେଲିଂର ଶୀକାର : ପୋଲିସ କାବୁରେ ଦୁଇ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମାଜରେ ବ୍ଲାକ୍‌ମେଲ୍‌ ଘଟଣା ମାରାତ୍ମକ ରୂପ ଧାରଣ କରିଥିବା ବେଳେ ପୁଣି ଏକ ବ୍ଲାକ୍‌ମେଲିଂ ଖବର ସାରା ବଲାଙ୍ଗିର ସହରବାସୀଙ୍କ ହୋସ୍‌ ଉଡେ଼ଇ ଦେଇଛି । ଦୁଇ ଜଣ ଭଡ଼ାଟିଆ ମହିଳା ଓ ପୁରୁଷଙ୍କ ଦ୍ୱାରା ଅବସରପ୍ରାପ୍ତ ସରକାରୀ କର୍ମଚାରୀ
Read More...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଛାତ୍ରୀ ମୃତ : ଉଦ୍ଧାର ହେଲା ମୃତଦେହ

ଆଠମଲିକ୍ : ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଛାତ୍ରୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ ବଡହୁଲା ଗ୍ରାମରେ । ପୋଖରୀରେ ବହୁ ଖୋଜା ଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାକୁ ନେଇ ଗାଁରେ ଏକ ଶୋକର ଛାୟା ଖୋଳିଯାଇଛି । ସୂଚନା ମୁତାବିକ, ଆଠମଲିକ
Read More...

ଆସନ୍ତା ୧୨ରେ ହରଭଙ୍ଗାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ହରଭଙ୍ଗା : ଆସନ୍ତା ୧୨ ତାରିଖ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ବୌଦ୍ଧ ଜିଲ୍ଲାପାଳ ଏବଂ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜନ ଶୁଣାଣି କାର୍ଯ୍ୟକ୍ରମ ପାଇଁ ବ୍ଲକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବୌଦ୍ଧର ନୂତନ ଜିଲ୍ଲାପାଳ
Read More...