Monthly Archives

August 2022

ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲ, କଲେଜ, ପଞ୍ଚାୟତ, ଅଙ୍ଗନୱାଡି କେନ୍ଦ୍ର ଓ ସମସ୍ତ ଅଫିସ ଗୁଡ଼ିକରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ସ୍ଵାଧୀନତାର ୭୬ତମ ସ୍ୱାଧୀନତା ଦିବସରେ ବିଭିନ୍ନ ଗାଁର ପ୍ରତି ଛକ
Read More...

ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନିଆରା ଢଙ୍ଗରେ ୭୬ତମ ସ୍ୱାଧୀନତା ଦିବସର ପତାକା ଅବତରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଗଷ୍ଟ ୧୫ ତାରିଖ ସକାଳ ୭ ଘଣ୍ଟା ୩୦ ମି. ସମୟରେ ଯମୁନା କନ୍ଦୁଣୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପତାକା ଉତ୍ତୋଳନ କରିଥିବା ବେଳେ ସନ୍ଧ୍ୟା ୬ ଘଣ୍ଟା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ
Read More...

ସମଲେଶ୍ୱରୀ ନର୍ସିଂ ହୋମ୍‌ ପଛପଟ ଏକ ଘରୁ ଚୋରି କଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସମଲେଶ୍ୱରୀ ନର୍ସିଂ ହୋମ୍‌ ପଛପଟ ଥିବା ଏକ ଘରୁ କିଛି ଦୁର୍ବୃତ୍ତମାନେ ଚୋରି କରିଥିବା ନେଇ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଘର ମାଲିକ ସନ୍ତୋଷ ନାୟକ । ସନ୍ତୋଷଙ୍କ ଘରୁ ୬ ଗ୍ରାମ ଓଜନର ସୁନା ଗହଣା, ୩୩୦ ଗ୍ରାମ ଓଜନର ରୂପା ଗହଣା
Read More...

ଛିନ୍ଦେଇକେଲାରେ ଭବ୍ୟ ତ୍ରିରଙ୍ଗା ଯାତ୍ରା ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଛିନ୍ଦେଇକେଲା ସରପଞ୍ଚ ଶ୍ରୀମତୀ ସୁବାସିନୀ ନନ୍ଦଙ୍କ ନେତୃତ୍ୱରେ ତଥା ସମାଜ ସେବୀ ନନ୍ଦିକିଶୋର ନନ୍ଦଙ୍କ ପରିଚାଳନାରେ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା
Read More...

ସର୍ବଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବେ ସମ୍ମାନିତ ହେଲେ ମଞ୍ଜୁଲତା ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି କେନ୍ଦ୍ରର ଶ୍ରୀମତୀ ମଞ୍ଜୁଲତା ନାୟକ ତାଙ୍କର ନିଷ୍ଠାପର ଭାବେ ଭାଲୁପାଲି ଗ୍ରାମରେ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ବିଭିନ୍ନ ଜନହିତକର ସେବା ଯୋଗାଇ ଦେଇ ଆସୁଛନ୍ତି । ବିଶେଷ କରି କରୋନା ମହାମାରୀ
Read More...

ଆଜାଦୀ କା ଅମୃତ ମହୋତ୍ସବରେ କବିତା ପାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ତା. ୧୫ ଅଗଷ୍ଟ ୨୦୨୨ ଅପରାହ୍ନ ୩ଟା ସମୟରେ ରାଜ୍ୟ ବ୍ୟାପୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସମଗ୍ର ରାଜ୍ୟର ୨୫ଟି ଜିଲ୍ଲାର ୧୨୫ଟି ସ୍ଥାନରେ ପ୍ରାୟ ୨୫ ଶହରୁ ଅଧିକ କବି
Read More...

ରାଷ୍ଟ୍ରର ସ୍ୱାଧୀନତା ପ୍ରତି ସମ୍ମାନ ଅର୍ପଣ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବରିଷ୍ଠ ନାଗରିକ ସଂଘ ତିନିଦିନ ବ୍ୟାପି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ରାଷ୍ଟ୍ର ଓ ଜାତୀୟ ପତାକା ପ୍ରତି ସଶ୍ରଦ୍ଧ ସମ୍ମାନ ଅର୍ପଣ କରିଛି । ଏହି ଅବସରରେ ସଂଘର ସଭାପତି ସେବକ ଚରଣ ଦାଶଙ୍କ ସଭାପତିତ୍ୱରେ ଏକ ସଭା ସ୍ଥାନୀୟ
Read More...

ଜାତୀୟ ମୁକ୍ତି ସଂଗ୍ରାମରେ ଗଞ୍ଜାମର ଭୂମିକା ଅତୁଳନୀୟ ଓ ଅବିସ୍ମରଣୀୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ବର୍ଣ୍ଣାଢ୍ୟ ସାମାରୋହରେ ପାଳିତ ହୋଇଯାଇଛି । ବିଜ୍ଞାନ, କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ବିଭତ୍ସ ହତ୍ୟାକାଣ୍ଡ : ମା’ ସାମ୍‌ନାରେ ପୁଅକୁ ହାଣିଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଖବର ମିଳିଛି । ମା’ ଆଗରେ ପୁଅକୁ ଦୁର୍ବୃତ୍ତମାନେ ନୃଶଂସ ଭାବେ ହତ୍ୟା କରିଥିବା ଭଳି ଏକ ଛାତିଥରା ଘଟଣା ସାରା ସହରକୁ ଦୋହଳାଇ ଦେଇଛି । ସମ୍ପୃକ୍ତ ହସ୍‌ପିଟାଲ
Read More...

୧୮୯ ବାଟାଲିୟନ ସିଆରପିଏଫ୍‌ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆରପିଏଫ୍‌ ପକ୍ଷରୁ ଶାନ୍ତିପଡା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୧୮୯ ବାଟାଲିୟ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସେକେଣ୍ଡ କମାଣ୍ଡେଣ୍ଟ
Read More...