ନବଜାତ ଶିଶୁ କନ୍ୟା ଉଦ୍ଧାର
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ସନ୍ନିକଟ କେନାଲ ବନ୍ଧ ପାର୍ଶ୍ଵରେ ପଡିଥିବା ଏକ ନବଜାତ ଶିଶୁ କନ୍ୟାକୁ ସେଠାରେ ଫୁଟବଲ ଖେଳୁଥିବା ପିଲାମାନେ ଉଦ୍ଧାର କରିଥିଲେ । ଖବର ପାଇ ସ୍ଥାନୀୟ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀ!-->…
Read More...
Read More...