ସମାଜସେବୀଙ୍କ ଦୃଷ୍ଟି ଆକର୍ଷଣ ପରେ ସହଯୋଗ ପାଇବ ଅସହାୟ ଭାରତୀ
କଳମପୁର : କଳମପୁର ବ୍ଲକ ପଣ୍ଡିଗାଁ ପାତ୍ରବସା ଗାଁର କ୍ଷୀରମୋହନ ଦୁର୍ଗା ଓ ଭାରତୀ ଦୁର୍ଗା ଦୁଇଜଣ ବାପା ମା' ଛେଉଣ୍ଡ ପୁଅ ଝିଅ । ଖବର ଅନୁଯାୟୀ, ବିଗତ କିଛି ବର୍ଷ ତଳେ ବାପା ଶଙ୍କର ଦୁର୍ଗା ଆରପାରିକୁ ଛାଡି ଚାଲିଯିବା ପରେ ନିଜର ଜନ୍ମକଳା ମା' ଘସେନ ବାଗ ଏହାର କିଛି ମାସ ପରେ ଦୁଇ ପୁଅ!-->…
Read More...
Read More...