ଝାଡଦେବନ୍ଧ ନିକଟରେ ସଡକ ଦୁର୍ଘଟଣା : ଜଣେ ମୃତ
ଟିଟିଲାଗଡ, (କେପିଏନ୍ଏସ୍) : ଟିଟିଲାଗଡରୁ ବେଲଗାଁ ଯିବା ରାସ୍ତାର ଝାଡଦେବନ୍ଧ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନଥିବା ବେଳେ ମୃତ ବ୍ୟକ୍ତି ଜଣଙ୍କୁ ୧୦୮ଆମ୍ବୁଲାନ୍ସର କର୍ମଚାରୀମାନେ!-->…
Read More...
Read More...