ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ବଣ୍ଟନ
ଭୁବନେଶ୍ୱର : ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ । ୧ରୁ ୧୯ ବର୍ଷ ବୟସ୍କ ପିଲାଙ୍କୁ ଏହି ଔଷଧ ବଣ୍ଟାଯିବ । ୧୨ରେ କୌଣସି କାରଣବଶତଃ ଏହି ଔଷଧ ଖାଇ ପାରୁ ନ ଥିବା ପିଲାଙ୍କୁ ୧୯ ତାରିଖରେ ଆଉଥରେ ବଣ୍ଟନ!-->…
Read More...
Read More...