Daily Archives

୯ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଜଣେ ମହିଳା ଗିରଫ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରୁ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ୯୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଜଣେ ମହିଳାଙ୍କଠାରୁ ଏହା ଜବତ ହୋଇଛି । ସୂଚନା ଅନୁସାରେ, ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶରେ ସଦର
Read More...

ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ବାଳକର ପରିବାରବର୍ଗଙ୍କୁ ଭେଟି ଆଶ୍ୱାସନା ଦେଲେ ବିଧାୟକ ରମେଶ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିକଟରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୦ ବର୍ଷର ବାଳକର ମୃତ୍ୟ ଘଟିଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଛତ୍ରପୁର ବ୍ଳକ୍ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମର ମତ୍ସ୍ୟଜୀବୀ ସମ୍ପ୍ରଦାୟର ଏସ୍.ଅଭିରାମଙ୍କ ପିତା
Read More...

ଜଙ୍ଗଲୀ ଭାଲୁ ଆକ୍ରମଣରେ ଜଣେ ଆହତ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହା ପଞ୍ଚାୟତର କମ୍ପିରା ଗାଁରେ ଦେଖା ଦେଇଛି ଜଙ୍ଗଲୀ ଭାଲୁ ଆତଙ୍କ । ଗୋଟିଏ ଜଙ୍ଗଲୀ ଭାଲୁ ତାର ଦୁଇ ଛୁଆକୁ ନେଇ ନିଶ୍ଚନ୍ତା ଜଙ୍ଗଲରୁ ଆସି ଗାଁରେ ପଶିଯାଇଛି । ଖବରପାଇ ଚଣ୍ଡିଖୋଲ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ କାବୁ
Read More...

ଆଜି ଏଏସ୍‌ଓ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଶନିବାର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସଓ) ପରୀକ୍ଷା ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ୧୨୯ଟି ପରୀକ୍ଷା କେନ୍ଦ୍ରରେ ୫୬ ହଜାର ୫୭୪ ଜଣ ଆଶାୟୀ ପରୀକ୍ଷା ଦେବେ । ସେହିପରି ଖୋର୍ଦ୍ଧା ସବଡିଭିଜନ୍‌ ଅଧୀନରେ
Read More...

ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣା : ୧୦ରୁ ଅଧିକ ଆହତ

ଜି.ଉଦୟଗିରି : ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଖଜୁରିପଡା ନିକଟସ୍ଥ ଗାଡିଆପଡା ଘାଟିର ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ମୁନିଗୁଡ଼ାରୁ ନନ୍ଦନକାନନ ଆସୁଥିବା ଦୁଇଟି ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଯାତ୍ରା ପାର୍ଟିର ଜିନିଷ
Read More...

ଆଜିଠାରୁ ଦୁଇ ଦିବସୀୟ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇ ଦିବସୀୟ ଗୁଜୁରାଟ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କେତେକ ମହତ୍ତ୍ୱପୂର୍ଣ୍ଣ ଯୋଜନାର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଗୁଜୁରାଟ ଗସ୍ତର ପ୍ରଥମ ଦିନ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦରେ ସାବରମତୀ
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଗଜପତି ଜିଲ୍ଲାଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଗତକାଲି ଦିନିକିଆ ଗଜପତି ଜିଲ୍ଲାଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଜିଲ୍ଲାର ପୁଟ୍ଟିସାହି ଠାରୁ ଲିମାରସିଂ ରାସ୍ତାରେ ନିର୍ମାଣାଧୀନ ହାଇଲେବଲ୍ ସେତୁର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୫୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୮୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

୨୦୦ ଟଙ୍କା ଦିଅ ଲେବର କାର୍ଡ ନିଅ : ଗୁଦେରପାଲି ଅଞ୍ଚଳରେ ଦଲାଲ୍ ସକ୍ରିୟ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳର ବିଭିନ୍ନ ଗାଁମାନଙ୍କରେ ଲେବର କାର୍ଡ କରାଇ ଦେବା ପାଇଁ ୨୦୦-୩୦୦ ଟଙ୍କା ଦେଲା ପରେ ହିତାଧିକାରୀଙ୍କୁ ଦଲାଲ୍‌ମାନେ ଲେବର କାର୍ଡ ହସ୍ତାନ୍ତର କରୁଥିବା ନେଇ ହିତାଧିକାରୀମାନେ ଗୁଦେରପାଲି
Read More...

ବରଗଡ ଫସଲ ବୀମା ପ୍ରଦାନ ପାଇଁ ପୁଣି ଆନ୍ଦୋଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୃଷକମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିବା, ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଫେଲ୍‌ ହେବା ପ୍ରତିବାଦରେ କୃଷକ ସଙ୍ଗଠନ ପକ୍ଷରୁ ୩୧ ତାରିଖ ପରେ ଯେ କୌଣସି ସମୟରେ ପୁଣି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ
Read More...