Daily Archives

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୬୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୮୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ପୃଥ୍ୱୀରାଜ ହାଇସ୍କୁଲ ରଚନା ଲିଖନ ଓ ତର୍କ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ୍‌ ଆନୁକୂଲ୍ୟରେ ଓ ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମତୀ ସନ୍ତୋଷିନୀ ସେଠୀ ତଥା ସହକର୍ମୀ ବୃନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହାଇସ୍କୁଲର ଛାତ୍ରମାନଙ୍କ ମଧ୍ୟରେ ଗତକାଲି ରଚନା ଲିଖନ ଓ ତର୍କ ପ୍ରତିଯୋଗିତା
Read More...

ଖୋଲିବ ୧୦,୦୦୦ ନୂଆ ଡାକଘର

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ଡାକ ବିଭାଗ ପକ୍ଷରୁ ଆଉ ୧୦,୦୦୦ ନୂଆ ଡାକଘର ଖୋଲାଯିବ ବୋଲି ବିଭାଗୀୟ ସଚିବ ଅମନ ଶର୍ମା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି । ବିଭାଗୀୟ ସେବାକୁ ସବୁ ବର୍ଗଙ୍କ ନିକଟରେ ପହଞ୍ଚାଇବାକୁ ଅଧିକ ଡାକଘର ଖୋଲିବାକୁ ସରକାର ଯୋଜନା କରୁଥିବା
Read More...

ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ସଚେତନତା ଯାତ୍ରା

ପାଟଣା : ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଗରିବୀ, ବିଷମତା, ବେରୋଜଗାର, ଶୋଷଣ, ନାରୀ ନିର୍ଯାତନା, ଧାର୍ମିକ କଟ୍ଟରତା, ସାମ୍ପ୍ରଦାୟିକବାଦ, ଫାଶୀବାଦ ଓ ଏକଛତ୍ରବାଦ ଭଳି ଘଟଣା ଶୀର୍ଷ ସ୍ତରରେ ପହଞ୍ଚି ଥିବା ଅଭିଯୋଗ ଆଣିବା ସହ ଓଡ଼ିଶାର ପରୀ, ବେବିନା, ମମତା, ଇତିଶ୍ରୀଠାରୁ
Read More...

ଜିଲ୍ଲା ପ୍ରଶାସନ ଦ୍ୱାରା କ୍ରୀଡା ସପ୍ତାହର ଶୁଭାରମ୍ଭ

ପାୱାର ଲିଫଟିଙ୍ଗ କରି କ୍ରୀଡାର ଶୁଭାରମ୍ଭ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜାତୀୟ କ୍ରୀଡା ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ଅଗଷ୍ଟ ତା୨୫ରୁ ୩୦ ପର୍ଯ୍ୟନ୍ତ ଜିଲ୍ଲାରେ ସପ୍ତାହ ବ୍ୟାପି ବହୁମୁଖୀ କ୍ରୀଡା ଆୟୋଜନ ସହ କ୍ରୀଡା ସପ୍ତାହ ପାଳନ କରାଯାଉଛି ।
Read More...

ମା’ ତାରାତାରିଣୀ ମନ୍ଦିର ସୁରକ୍ଷା ପାଚେରୀ ଓ ଋଷିକୁଲ୍ୟା ନଦୀର ନିର୍ମାଣାଧୀନ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ଶକ୍ତିପୀଠ ଅଧିଷ୍ଠାତ୍ରୀ ଦେବୀ ବିଶ୍ୱବନ୍ଦନୀୟା ମା' ତାରାତାରିଣୀ ମନ୍ଦିର ସୁରକ୍ଷା ନିମନ୍ତେ ଗ୍ରାମୀଣ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ମନ୍ଦିର ପାର୍ଶ୍ଵ ସୁରକ୍ଷା ପାଚେରୀର
Read More...