Daily Archives

ସାର୍ବଜନୀନ ଅଭିନୟ କଳାଶିକ୍ଷା ଅଭିଯାନ ଅନୁଷ୍ଠିତ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଜୁରିଡ଼ିହା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୟୂର ଆଟିଷ୍ଟ ଆସୋସିଏସନ୍ ପକ୍ଷରୁ ସାର୍ବଜନୀନ ଅଭିନୟ କଳାଶିକ୍ଷା ଅଭିଯାନ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହାରପଡା ଅଞ୍ଚଳର ବହୁ କଳାକାର ଯୋଗଦେଇ ନିଜ ଭିତରେ ଥିବା ପ୍ରତିଭା
Read More...

ମୋବାଇଲ୍ କିଣିବାକୁ ଟଙ୍କା ନ ଦେବାରୁ କୀଟନାଶକ ଖାଇ ପୁଅର ଆତ୍ମହତ୍ୟା

ପାଟଣା : ମୋବାଇଲ୍ କିଣିବାକୁ ଟଙ୍କା ନ ଦେବାରୁ କୀଟନାଶକ ଖାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଘଟଗାଁ ଥାନା ଅନ୍ତର୍ଗତ ବଡ଼ ମହୁଲଡିହା ଗ୍ରାମରେ । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ଯୁଗଳ ନାଏକଙ୍କ ପୁଅ
Read More...

ରଙ୍ଗମିସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରଙ୍ଗମିସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ ହାତୀଶାଲପଡା ଫରେଷ୍ଟ କଲୋନୀରୁ ଆଜି ଜଣେ ରଙ୍ଗମିସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ରଙ୍ଗମିସ୍ତ୍ରୀ ଜଣକ ଠିକାଦାରପଡାର ଅଭି
Read More...

ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା : ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଲମ୍ବିତ

ଦେଓଗାଁ, (ମନୀଷ କୁମାର ସାହୁ) : ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର କୁତୁର୍ଲା ପଞ୍ଚାୟତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆ ନିଲମ୍ବିତ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଗତ ୧୦ମାସ ତଳେ
Read More...

ମୌଳିକ ସୁବିଧାରୁ ବଞ୍ଚିତ ରମାଇଗଡ ଗ୍ରାମବାସୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଢୋଲମାନଦଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରମାଇଗଡ ଗ୍ରାମବାସୀମାନେ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ରମାଇଗଡ ଗାଁରେ କୋଡ଼ିଏରୁ ଅଧିକ ପରିବାର ବସବାସ କରୁଥିଲେ ହେଁ ଯିବା
Read More...

ସୁନାମୁଖୀ ଜଙ୍ଗଲରେ ଯୁବକଙ୍କ ମୁଣ୍ଡବିହୀନ ଶବ ଜବତ

କଳାହାଣ୍ଡି, (ନରୋତ୍ତମ ସେଲମା) : ରିଷିଡା ମ. ରାମପୁର ରାସ୍ତାର ଅଲାତରା ସଂନିକଟ ସୁନାମୁଖୀ ଜଙ୍ଗଲରେ ଏକ ଯୁବକଙ୍କ ମୁଣ୍ଡବିହୀନ ଶବ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ମ. ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ରିପୋର୍ଟ ଲେଖାଯିବା
Read More...

ଦାଦି ପ୍ରକାଶମଣିଙ୍କ ୧୫ତମ ଶ୍ରାଦ୍ଧ ଦିବସରେ ବିଶ୍ୱ ବନ୍ଧୁତ୍ୱ ଦିବସ ରୂପେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାକେନ୍ଦ୍ର ଛତ୍ରପୁର ସ୍ଥିତ ଶାନ୍ତି ଅନୁଭୂତି କେନ୍ଦ୍ରରେ ଗୁରୁବାର ବିଶ୍ୱ ବନ୍ଧୁତ୍ୱ ଦିବସ ତଥା ରତ୍ନପ୍ରଭା ରାଜ୍ ଯୋଗିନୀ ଦାଦି ପ୍ରକାଶମଣିଙ୍କ ୧୫ତମ ଶ୍ରାଦ୍ଧ ସ୍ମୃତି ଦିବସ ପାଳିତ ହୋଇଯାଇଛି ।
Read More...

ଗଞ୍ଜାମ ଜିଲ୍ଲାର ନିର୍ମାଣାଧିନ ସେତୁଗୁଡିକର କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲାର ନିର୍ମାଣାଧିନ ସେତୁଗୁଡିକର କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ପାଇଁ RDOOdisha ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଗସ୍ତରେ ଯାଇ ସିଂ ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟଳୟରେ ବିଭିନ୍ନ
Read More...

ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଧରାପଡ଼ିଲା ଲାଞ୍ଚ କାରବାର : ଭୁଲ ମାଗି ଟଙ୍କା ଫେରାଇଲେ ନର୍ସ ଦିଦି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଲାଞ୍ଚ କାରବାରରେ ଧରାପଡ଼ିବାରୁ ଭୁଲ ମାଗି ଟଙ୍କା ଫେରାଇଲେ ନର୍ସ ଦିଦି । ଗାଇନିକ ବିଭାଗରେ ପୁଣି ଲାଞ୍ଚ ବେପାର । ଅସ୍ତ୍ରୋପଚାର ସରି ଛୁଆ ଜନ୍ମ ହେବା ପରେ ଗରିବ ରୋଗୀଙ୍କ ଭାଇଙ୍କ
Read More...

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ. ପାଣ୍ଡିଆନ, SDTE_Odisha ପ୍ରମୁଖ ସଚିବ ଗତକାଲି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ
Read More...