Monthly Archives

July 2022

ଧୂମାଭଟା ଗାଁରେ ଯୌତୁକ ନିର୍ଯ୍ୟାତନା ନେଇ ବଧୂ ହତ୍ୟା ଅଭିଯୋଗ

ସ୍ୱାମୀ ବେଲପଡା ଥାନାରେ ଅଟକ ପାଟଣାଗଡ଼, (ଗୋରେଖନାଥ ବରିହା) : ଧୂମାଭଟା ଗାଁରେ ଯୌତୁକ ନିର୍ଯ୍ୟାତନା ନେଇ ବଧୂ ହତ୍ୟା ଅଭିଯୋଗ ଆଣିଲେ ମୃତାଙ୍କ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଧୂମାଭଟା ଗାଁର ଶବରପଡାରେ । ସୂଚନାନୁସାରେ
Read More...

ସାଲେପାଲି ମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲିରେ ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବେଶକୁ ଦର୍ଶନ କରିବା ପାଇଁ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା ।
Read More...

ଆଇଜର ବ୍ରହ୍ମପୁରର ନୂତନ ଛାତ୍ରାବାସର ଲୋକାର୍ପଣ କରିବା ସହ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ…

• ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା• ଆଇଜର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ• ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ବ୍ରହ୍ମପୁର, (ପିଆଇବି) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଗଞ୍ଜାମ ଜିଲ୍ଲା
Read More...

ପ୍ରାକୃତିକ କୃଷି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

“ଅମୃତକାଳର ଲକ୍ଷ୍ୟ ପୂରଣ ପାଇଁ ଦେଶ ଯେଉଁ ସଂକଳ୍ପ ନେଇଛି ତାହାକୁ ପୂରଣ କରିବାରେ ଗୁଜରାଟ ଅଗ୍ରଣୀ ଭୂମିକା ଗ୍ରହଣ କରିଛି”“ପ୍ରାକୃତିକ କୃଷିର ସୁରତ ମଡେଲ ସମଗ୍ର ଦେଶ ପାଇଁ ଏକ ଆଦର୍ଶ ହୋଇପାରିବ”“ ‘ସବ୍‌କା ପ୍ରୟାସ’, ନୂଆ ଭାରତର ବିକାଶ ଯାତ୍ରାର ନେତୃତ୍ୱ ନେଉଛି”“ଆମ ଗାଁସବୁ ପ୍ରମାଣିତ
Read More...

ପାୟଲର ରଥ ସଜାସଜି ପ୍ରତିଯୋଗିତା ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ନୃତ୍ୟାନୁଷ୍ଠାନ ପାୟଲ ତରଫରୁ ଆୟୋଜିତ ରଥ ସଜାସଜି ପ୍ରତିଯୋଗିତା ସଂପନ୍ନ ହୋଇଯାଇଛି । ଅନୁଷ୍ଠାନର ଗୁରୁମା କେତକୀ ଭଟ୍ଟାଚାର୍ଯ୍ୟଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ୧୫ଜଣ
Read More...

ମାନସିଂହ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ଉନବିଂଶ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଉନବିଂଶ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ଉପଦେଷ୍ଟା ବନବିହାରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଆସରକୁ ପ୍ରାରମ୍ଭ କରିଥିଲେ । ସମ୍ପାଦକ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ
Read More...

ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ପୌରହିତ୍ୟ ଓ ସଂସଦର
Read More...

ଉଦୟନାଥ ଫର୍ଣ୍ଣିଚରର ମାସିକ କିସ୍ତି ଯୋଜନାର ୧୩ତମ ଲକି ଡ୍ର’ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉଦୟନାଥ ଫର୍ଣ୍ଣିଚରର ମାସିକ କିସ୍ତି ଯୋଜନାର ୧୩ତମ ଲକି ଡ୍ର' ଗତକାଲି ସନ୍ଧ୍ୟାରେ ଉଠାଣ ହୋଇ ଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ସୌମ୍ୟରଞ୍ଜନ ସାହୁ । ଏହି ଉଠାଣ କାର୍ଯ୍ୟକ୍ରମରେ ଦେବାଶିଷ ପଟ୍ଟନାୟକ, ସୁକାନ୍ତ ବହିଦାର,
Read More...

ଛତ୍ରପୁରରେ ରଥାରୂଢ ଶ୍ରୀଜୀଉଙ୍କ ସୁନାବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀ ଶ୍ରୀ ଜଗନ୍ନାଥମନ୍ଦିରରେ ଅବା ରାଜାଘର ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ରଥାରୂଢ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାରମ୍ପରିକ ସୁନାବେଶ ଲାଗି ହୋଇଛି । ଶ୍ରୀଜୀଉଙ୍କ ସୁନାବେଶରେ ଭକ୍ତ ଆତ୍ମବିଭୋର
Read More...

ମହୀପୁର ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢ଼ା ବ୍ୟାହତ ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ତୁଷୁରା ଏନ୍‌ଏସି ଅନ୍ତର୍ଗତ ମହୀପୁର ଆଶ୍ରମ ବିଦ୍ୟାଳୟର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ବିଦ୍ୟାଳୟ ସଭାଗୃହରେ ରବିବାର ଦିନ ଶିକ୍ଷକ ଓ ଅଭିଭାବକମାନଙ୍କର ଏକ ସାଧାରଣ ବୈଠକ ହୋଇଯାଇଛି । ଉକ୍ତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବିଦ୍ୟାଳୟର ପ୍ରଧାନ
Read More...