Monthly Archives

July 2022

ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ମଧ୍ୟାହ୍ନ ଧୂପ ଶେଷ ପରେ ତଥା ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହେବ । ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅ ପାଣିରେ
Read More...

ପ୍ରକାଶ ପାଇଲା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ । ଜୁନ୍‌ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ ସୋମବାର ପ୍ରକାଶ ପାଇଛି । ଏନ୍‌ଟିଏର ଅଫିସିଆଲ ୱେବ୍‌ସାଇଟ୍‌ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଶ୍ରା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ରାଉରକେଲା ସହର ବିଶ୍ରା ଛକରେ ଜଣେ ମହିଳାଙ୍କୁ ଏକ ବସ ଧକ୍କା ଦେବା ପରେ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିିଁ ମହିଳାଙ୍କ ମୃତ୍ୟୁ
Read More...

କଂଗ୍ରେସ ନେତାଙ୍କ ଉପରେ ଦଳ ଭାଙ୍ଗିବା ଅଭିଯୋଗ : ମାଇକେଲ ଲୋବୋଙ୍କୁ ପଦରୁ ହଟାଗଲା

ଗୋଆ : ଗୋଆ କଂଗ୍ରେସର ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ ରାଓ ରବିବାର ଦିନ ଏକ ବଡ଼ ଖୁଲାସା କରି କହିଛନ୍ତି ଯେ, ଆମର କିଛି ନେତା ଦଳ ଭାଙ୍ଗିବାରେ ନିୟୋଜିତ ଅଛନ୍ତି ଏବଂ ସେମାନଙ୍କ ସହ ଆଉ କିଛି ବିଧାୟକଙ୍କୁ ଏଦିଗରେ ଉତ୍ସାହିତ କରୁଛନ୍ତି । ସେ କହିଛନ୍ତି, କଂଗ୍ରେସର ଗୋଆ ୟୁନିଟ୍ ନେତା
Read More...

ଆରମ୍ଭ ହେଲା ଅମରନାଥ ଯାତ୍ରା, ତୀର୍ଥଯାତ୍ରୀଙ୍କ ପ୍ରବଳ ଉତ୍ସାହ

ଜାମ୍ମୁ : ଶୁକ୍ରବାର ବାଦଲ ଫଟା ଘଟଣା ଯୋଗୁଁ ଅଟକି ରହିଥିବା ଅମରନାଥ ଯାତ୍ରା ପୁଣି ଆରମ୍ଭ ହୋଇଛି । ଜାମ୍ମୁରେ ଅଟକି ରହିବା ପରେ ଅମରନାଥ ତୀର୍ଥଯାତ୍ରୀଙ୍କ ଏକ ନୂତନ ବ୍ୟାଚ୍ ଜାମ୍ମୁ ବେସ୍ କ୍ୟାମ୍ପ ଛାଡିଛନ୍ତି । ପହଲଗାମ ମାର୍ଗରେ ଥିବା ନନ୍‌ୱାନ ବେସ୍ କ୍ୟାମ୍ପରୁ ଅମରନାଥ
Read More...

ଗୁଜୁରାଟରେ ପ୍ରବଳ ବର୍ଷା : ୧,୫୦୦ରୁ ଅଧିକ ଲୋକ ସ୍ଥାନାନ୍ତର, ଅହମ୍ମଦାବାଦରେ ସ୍କୁଲ, କଲେଜ ବନ୍ଦ

ଅହମ୍ମଦାବାଦ : ଗୁଜୁରାଟର ଅନେକ ଜିଲ୍ଲାରେ ଗତ କିଛି ଦିନ ଧରି ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ବଲସାଡ଼, ନବସାରି, ତାପି ସମେତ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଗୁଜୁରାଟର ଖେଡା ଜିଲ୍ଲାର ନାଡିଆଦର ବିଭିନ୍ନ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଅତିରିକ୍ତ ଥାନା ଅଧିକାରୀ

ଉମରକୋଟ : ଲାଞ୍ଚ ନେଉଥିବା ବେଳେ ଅତିରିକ୍ତ ଥାନା ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଗୋଟିଏ ପୁରୁଣା କେସ୍‌କୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଟଙ୍କା ନେଇ ଦୌଡି ଚାଲି ଯାଉଥିବା ସମୟରେ ରାତି ୧୨ଟା ସମୟରେ
Read More...

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୌସୁମୀ ବର୍ଷା ଆରମ୍ଭ ହେବା ସହ ଡାଇରିଆ, ଜଣ୍ଡିସ୍ ଏବଂ ଟାଇଫଏଡ୍ ଭଳି ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ । ଏଥିପାଇଁ ଅଧିକ ସତର୍କ ରୁହନ୍ତୁ । ତଟକା ଖାଦ୍ୟ ଖାଆନ୍ତୁ ଓ ଫୁଟାପାଣି ଅଥବା ହାଲୋଜେନ୍ ବଟିକା ପଡିଥିବା ପାଣି ପିଅନ୍ତୁ । ଖାଇବା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୬୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୩୬୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୬ ଜଣ
Read More...

ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଲହୁ ଲୁହାଣ ହେଲେ ଯୁବତୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତର ବାଲିଗୁଡା ଗ୍ରାମରେ ଗତକାଲି ଭାଲୁ ଆକ୍ରମଣରେ ଲହୁ ଲୁହାଣ ହୋଇଛନ୍ତି ଜଣେ ଯୁବତୀ । ମିଳିଥିବା ସୂଚନା ଅନୁସାରେ ଗତକାଲି ଦିନ ୧ ଘଣ୍ଟା ସମୟରେ ଲିଲି ଭୋଇ(୨୦) ପାଖ ଜଙ୍ଗଲକୁ ଶୌଚ ପାଇଁ
Read More...