Monthly Archives

July 2022

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ଲେମ୍ବୂଆପଡା ଗ୍ରାମର ଏକ କୁକୁଡ଼ା ଫାର୍ମରୁ ଏକ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ କାକୁଡିଆ ଗ୍ରାମର ପ୍ରଶାନ୍ତ ବେହେରା(୩୨) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ସବୁଦିନ ପରି ପ୍ରଶାନ୍ତ ରବିବାର ରାତିରେ
Read More...

ପ୍ରାଥମିକ କୃଷି ସମବାୟ ସମିତି ଲିଃ ଚୂଡାପାଲିର ନିର୍ବାଚନ ଶେଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରାଥମିକ କୃଷି ସମବାୟ ସମିତିର ପରିଚାଳନା ପରିଷଦର ନିର୍ବାଚନ ଶେଷ ହୋଇଛି । ଏଥିରେ ପରିଚାଳନା ପରିଷଦର ସମସ୍ତେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସଭାପତି ଭାବେ ବିଜୟ କୁମାର ନାହାକ, ଉପସଭାପତି ନମିତା ନନ୍ଦ ଓ ନିର୍ଦ୍ଦେଶକ ଭାବରେ ଖଗେଶ୍ୱର
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଅରବିନ୍ଦଙ୍କ ଅତିମାନସ ଚେତନା ରଥକୁ ଭବ୍ୟ ସମ୍ବର୍ଦ୍ଧନା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅମୃତ ସମାରୋହରେ ସଙ୍ଘତି ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର ବୌଦ୍ଧ ଓ ବରଗଡ଼ ଜିଲ୍ଲା ପରିକ୍ରମା କରୁଥିବା ଶ୍ରୀଅରବିନ୍ଦଙ୍କ ଅତିମାନସ ଚେତନା ଜାଗରଣ ରଥକୁ ବରଗଡ଼ ଜିଲ୍ଲା ବିଜେପୁର ଓ ବରପାଲିଠାରେ ଭବ୍ୟ
Read More...

ରାମଚନ୍ଦ୍ରପୁର ଗ୍ରାମରେ ଉତ୍ସାହ ଉଦ୍ଦୀପନା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଉତ୍ସାହ ଉଦ୍ଦୀପନା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏ ବର୍ଷର ବାହୁଡା ଯାତ୍ରା ସମାପନ ହୋଇଛି । ପୁରୀ ବାହୁଡା ଯାତ୍ରା ଆଷାଢ ଶୁକ୍ଳ ଦଶମୀ ଦିନ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବେଳେ
Read More...

ବାଇକ୍ ଦୁର୍ଘଟଣାରେ ୩ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଟଙ୍କପାଣି ଚାନ୍ଦଲି ଜଙ୍ଗଲ ନିକଟରେ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୩ ଜଣ ଆହାତ ହୋଇଛନ୍ତି । ସୂଚନା ଅନୁସାରେ ସୁନାମୁଦି ଗ୍ରାମର ୨ଜଣ ଲାଠୋର ପଟୁ ହୀରୋ ସିଡି ଡିଲକ୍ସ ବାଇକରେ ନିଜ ଗ୍ରାମ ସୁନାମୁଦିକୁ ଫେରୁଥିଲେ ଏବଂ ଆଉ
Read More...

ରେଳଧାରଣାରୁ ଦୁଇ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସାଲେପଡ଼ା ରେଳଧାରଣାରୁ ଜଣେ ମହିଳା ଏବଂ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।
Read More...

ରାସ୍ତାକଡ଼ ପୋଖରୀକୁ ଖସିଲା ୧୪ ଚକିଆ ଟ୍ରକ୍ : ଡ୍ରାଇଭର୍ ଓ ହେଲ୍‌ପର୍ ଗୁରୁତର

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ଭେଲୋରା ବାଇତପଡାଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼ ପୋଖରୀକୁ ଖସିଲା ପିଆଜ ବୋଝେଇ ୧୪ ଚକିଆ ଟ୍ରକ୍ । ଏହି ଦୁର୍ଘଟଣାରେ ଉଭୟ ଡ୍ରାଇଭର୍ ଓ ହେଲ୍‌ପର୍ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଆଜି ଭୋର ସମୟରେ
Read More...

ବାହୁଡ଼ା ଯାତ୍ରା ସମୟରେ ଜୁଆ ଖେଳ ଉପରେ ପୁଲିସର ଚଢ଼ଉ : ୫ ଗିରଫ

ବେଲପଡ଼ା, (କେପିଏନ୍‌ଏସ୍‌) : ବେଲପଡ଼ା ବ୍ଲକ୍‌ ଭାଲୁଖାଇ ଗ୍ରାମରେ ବାହୁଡ଼ା ଯାତ୍ରା ସମୟରେ ଜୁଆ ଖେଳ ଉପରେ ପୁଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ବନମାଲ ଗ୍ରାମର ବିଦ୍ୟାଧର ସାହୁ (୩୪ବର୍ଷ), ବାଗଦୋରର ଗୁନିଆ ତାଣ୍ଡି (୪୦ବର୍ଷ), ମାଲପଡ଼ାର ଲଖିରାମ
Read More...

ଶିଶୁ କବିତା ସଙ୍କଳନ ‘ଆସ ପିଲେ ଆମେ ଖୋଜିବା ମୋତି’ ଲୋକାର୍ପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶିଶୁ ସାହିତ୍ୟିକା ସୁପ୍ରଭା ସାମଲଙ୍କ ପ୍ରଥମ ଶିଶୁ କବିତା ସଙ୍କଳନ "ଆସ ପିଲେ ଆମେ ଖୋଜିବା ମୋତି"ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଗାନ୍ଧୀ ଭବନ ପରିସର ମଧ୍ୟରେ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପାଟଣା : ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତୁରୁମୁଙ୍ଗା ଥାନା ବାଘିଆଟାଙ୍ଗିରି ଗ୍ରାମର ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତକ ଜଣକ ସେହି ଗ୍ରାମର ତ୍ରିଲୋଚନ ନାଏକ(୬୧) ବୋଲି ଜଣାପଡିଛି । ସୂଚନା ଅନୁସାରେ ତ୍ରିଲୋଚନ ଶନିବାର
Read More...