Monthly Archives

July 2022

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧୫ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପଛପଟୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ବରୁଣେଇ ଓଭର ବ୍ରିଜ ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୮ଟାରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ବସ୍‌ ହେଲ୍‌ପର୍‌ଙ୍କ ମୁତ୍ୟୁ ଘଟିଥିବା ବେଳେ ୧୫ଜଣ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୪ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୩ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

‘ରୂପାୟନ’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବନମହୋତ୍ସବ ପାଳିତ

ଭୁବନେଶ୍ୱର : 'ରୂପାୟନ' ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଭୁବନେଶ୍ୱର ପଟିଆସ୍ଥିତ କୌସ୍ତଭ କଜେଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀରେ ଲୋକମାନେ ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ କରିଥିବା ବେଳେ 'ରୂପାୟନ' ପରିବାର ବୃକ୍ଷ ହିଁ ଜୀବନ ଭଳି ବାର୍ତ୍ତାକୁ
Read More...

ରତାଗଡ଼ ସେବା ସମବାୟ ସମିତିର ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ମାନସ ମହାପାତ୍ର

ବାଙ୍କୀ : ରତାଗଡ଼ ସେବା ସମବାୟ ସମିତିର ସଭାପତି ଭାବେ ମାନସ ମହାପାତ୍ର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନ ରତାଗଡ଼ ସେବା ସମବାୟ ସମିତିରେ ସଭାପତି ପଦବୀ ପାଇଁ ସୋମବାର ପାର୍ଥୀପତ୍ର ଦାଖଲ କରାଯାଇଥିଲା । ସୂଚନା ଅନୁଯାୟୀ, ବିଜୁ ଜନତା ଦଳର
Read More...

ଅବ୍ୟବସ୍ଥାରେ କଣ୍ଟାବାଞ୍ଜି ଟେଲିଫୋନ୍‌ ଏକ୍ସଚେଞ୍ଜ : ମୁରବି ବିହୀନ କାର୍ଯ୍ୟାଳୟ, ଖତ ଖାଉଛି ସବ୍‌ ଡିଭିଜନ ଅଫିସ

ଦୁଇ ଜଣ ଠିକା ଶ୍ରମିକରେ ଚାଲିଛି ଏକ୍ସଚେଞ୍ଜ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଟେଲିଫୋନ ଏକ୍ସଚେଞ୍ଜ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏକଦା କଣ୍ଟାବାଞ୍ଜି ଏକ୍ସଚେଞ୍ଜ ବଲାଙ୍ଗିର ଜିଲ୍ଲାର ଏକ ସବ୍‌ ଡିଭିଜନ ଥିଲା । କଣ୍ଟାବାଞ୍ଜି ସବ୍‌ ଡିଭିଜନ
Read More...

ମନ୍ଦିରରେ ବିଜେ କଲେ ପତିତପାବନ ଦେବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମରେ ପ୍ରଭୁ ପତିତପାବନ ଦେବ ସୁନାବେଶରେ ଦର୍ଶନ ଦେଇଥିଲେ । ବାହୁଡା ବିଜୟ ପରେ ଗତକାଲି ପତିତପାବନ ମନ୍ଦିର ନିକଟରେ ରଥାରୁଢ ହୋଇ ସ୍ୱର୍ଣ୍ଣ ଆଭୂଷଣ ବିମଣ୍ଡିତ ହୋଇଥିଲେ । ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଅଙ୍ଗନବାଡି ସୁପରଭାଇଜର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଅଙ୍ଗନବାଡ଼ି ସୁପରଭାଇଜର କୁନି ନାଏକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାଯାଇଛି । ଆଗଲପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟରତ ୬ ଜଣ
Read More...

ଜାନୁୟାରୀ ୨୬ରେ ବଲାଙ୍ଗିର- ସୋନପୁର ରେଳ ଚଳାଚଳ ଆରମ୍ଭ ହେଉ : ଅଭିଭାବକ ମଂଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା- ବଲାଙ୍ଗିର ରେଳପଥର ନିର୍ମାଣ କାମ ଏବେ ଖୋର୍ଦ୍ଧା ପଟୁ ଠିକ୍‌ଠାକ୍‌
Read More...

ଆସନ୍ତା କାଲିଠାରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ : ୩୦ରେ ପାରିତ ହେବ ବ୍ୟୟମଞ୍ଜୁରି ବିଲ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା କାଲି ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଆସନ୍ତା କାଲି ଗୃହରେ ୧୦ ଟି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବ । ୧୪-୨୯ ତାରିଖ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା ହେବ । ଯେଉଁ ବିଭାଗ ଗୃହରେ ଆଲୋଚନା ହୋଇନପାରିବ ୨୯
Read More...

୩ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ଅଭିଯୋଗ

ଭୁବନେଶ୍ବର, (କେପିଏନ୍‌ଏସ୍‌) : ଇସ୍ପାତ ସହର ରାଉରକେଲାରେ କଳା ପଲସରରେ ଆସି ଦୁର୍ବୃତ୍ତମାନେ ତିନି ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗାନ୍ଧୀ ରୋଡ଼ର ବ୍ୟବସାୟୀ ଅମିତ ଗୁପ୍ତା ସିଭିଲ ଟାଉନ ସିପି ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ତିନି ଲକ୍ଷ
Read More...