Monthly Archives

July 2022

ପାଟଣାଗଡ଼ ଏଚ୍‌ପି ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା : ୧ ମୃତ, ୩ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ରାମପୁର ସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତ ଜଣକ ହେଲେ ଉଲବା ଗାଁର ଭଜ ଧରୁଆ । ଗୁରୁତର ହୋଇଥିବା ଯୁବକ ଉଲବା ଗାଁର ରାଜେଶ ଭୁଏ,
Read More...

ବିହାର ବିଧାନସଭା ଶତବାର୍ଷିକୀ ଉତ୍ସବର ଉଦ୍‌ଯାପନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

“ଏହି ବିଧାନସଭା ଭବନରେ ବଡ଼ ଏବଂ ନିର୍ଭିକ ନିଷ୍ପତ୍ତି ନିଆଯାଇଛି”“ଗଣତନ୍ତ୍ରରେ ସମାନ ଅଂଶଗ୍ରହଣ ଏବଂ ସମାନ ଅଧିକାର କିପରି ଅନୁସରଣ କରାଯାଏ, ତା'ର ଏକ ଉଦାହରଣ ହେଉଛି ଏହି ବିଧାନସଭା”“ଭାରତରେ ଗଣତନ୍ତ୍ରର ସଂକଳ୍ପ ଆମ ରାଷ୍ଟ୍ର ତଥା ସଂସ୍କୃତି ପରି ପ୍ରାଚୀନ ବୋଲି ସେ କହିଛନ୍ତି”“ଗଣତନ୍ତ୍ର
Read More...

ଆର୍‌କେଡିର ନିର୍ମାଣାଧୀନ ବିଜୁ ଫୋର ୱେ ରାସ୍ତା ଭାଙ୍ଗିଲା : ବର୍ଷା ପାଣି ନଷ୍ଟ କଲା ଚାଷୀଙ୍କ ଧାନଜମି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଖଇରାଠାରେ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ଫୋର ୱେ ରାସ୍ତା ଲଗାଣ ବର୍ଷାରେ ଭାଙ୍ଗି ଯିବାରୁ ତେତେଲ ମୁଣ୍ଡା ନାଳର ବର୍ଷା ପାଣିରେ ବୋଡେନ ବ୍ଲକ ଖଇରା ଗ୍ରାମର ଦଶ ଜଣ ଚାଷୀଙ୍କ ପ୍ରାୟ ଏଗାର ଏକର ଧାନ ଚାଷ ଜମି ଜଳମଗ୍ନ
Read More...

ଆଜି ଜରାସିଂହା ବୁଢ଼ୀଆଈ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବହୁ ଚର୍ଚ୍ଚିତ ଜରାସିଂହା ବୁଢ଼ୀଆଈ ଯାତ୍ରା ରୀତିନୀତି ଅନୁସାରେ ମଙ୍ଗଳବାର ଦିନ ସକାଳେ ପେଠା ବାବୁ ଭାବେ ଶଙ୍କର ସିଂ ବାବୁଙ୍କ ଦ୍ଵାରା ସେରନିବଟା ପର୍ବ ଶେଷ ହୋଇଥିଲା । ସନ୍ଧ୍ୟାରେ ସମସ୍ତ ଦେହେଲିଆଙ୍କୁ ଲାଟ୍ ବା ବସ୍ତ୍ର ବଣ୍ଟନ
Read More...

ମୁରସିଂହରେ ବାହୁଡ଼ା ଯାତ୍ରା ସମ୍ପର୍ଣ୍ଣ : ବୁଧବାର ନୀଳାଦ୍ରି ବିଜେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂହରେ ମଙ୍ଗଳବାର ଦିନ ବାହୁଡ଼ା ଯାତ୍ରା ପାରମ୍ପରିକ ଭାବେ ସମ୍ପର୍ଣ୍ଣ ହୋଇଯାଇଛି । ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ଓ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳ ଯୋଗ ଦେଇ ରଥ ଉପରେ ଆଳତି ଦେବା ସହ ଛେରା
Read More...

ଅବକାରୀ ବିଭାଗର ଚଢ଼ାଉ : ଗଞ୍ଜେଇ ସହ ଜଣେ ଗିରଫ

ସିନାପାଲି, (ନିରାକାର ମେହେର) : ଖଡ଼ିଆଳ ଓ ସିନାପାଲି ଅବକାରୀ ବିଭାଗର ମିଳିତ ଉଦ୍ୟମରେ ମିଳିଛି ଏକ ବଡ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷ୍ୟକଙ୍କ ନିର୍ଦ୍ଦେଶ କ୍ରମେ ଖଡ଼ିଆଳ ଓ ସିନାପାଲି ଅବକାରୀ ବିଭାଗ ସିନାପାଲିର ମନ୍ଦିରପଡାର ଏକ ଘରେ ଚଡାଉ କରି ବିପୁଳ ପରିମାଣରେ
Read More...

ଜିଲ୍ଲା ଭାଜପାର କାର୍ଯ୍ୟକାରୀ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ କମିଟିର ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ କର୍ମୀମାନେ ତୃଣମୂଳ
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ପକ୍ଷରୁ ଆଲୋଚନାଚକ୍ର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଏକ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଶାଖାର ସଭାପତି ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ 'ଗୁରୁ ଗୋବିନ୍ଦାୟ ନମଃ' ବିଷୟ ଉପରେ
Read More...

୧୮ ଜୁଲାଇରେ ୧୨ ଘଣ୍ଟିଆ ଗାଇସିଲେଟ ବ୍ଲକକୁ ସମ୍ପୂର୍ଣ୍ଣ ଅଚଳ କରିବେ ଚାଷୀ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍‌ ବୋଡାସମ୍ବର କୃଷକ ସଂଗଠନ ଗାଇସିଲେଟ ବ୍ଲକର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଫସଲ ବୀମା ବିଭ୍ରାଟକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨୦୨୧ ଖରିଫ ଋତୁରେ ଭୟଙ୍କର ମରୁଡି ସତ୍ୱେ ଏଚ୍‌ଡିଏଫ୍‌ସି ଏଗ୍ରୋ
Read More...

ଜାତିପ୍ରଥାକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡି ରହିଥିବା ଜଣେ ସନ୍ୟାସୀଙ୍କ ଶବ ସତ୍କାର କଲା ‘ସଂକଳ୍ପ’…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ବ୍ଲକ୍ କଟାବାହାଲ୍ ଗ୍ରାମ ପଞ୍ଚାୟତର ପରମାନନ୍ଦପୁର (ନୂଆଁ ଗାଁ)ରେ ଜଣେ ବୃଦ୍ଧ ସନ୍ନ୍ୟାସୀ ରହୁଥିଲେ । ଆଜି ମଙ୍ଗଳବାର ଦିନ ସକାଳୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ସଂପର୍କୀୟମାନେ କେହି ନ ଥିଲେ ।
Read More...